ଓଡିଶାରୁ ପାକିସ୍ତାନ ଯାଏଁ ଲମ୍ବିଛି ଓଟିପି ସେୟାରିଙ୍ଗ ସ୍କାମର ଚେର, ୩ ଗିରଫ

The Sakala Picture
Published On

ଭୁବନେଶ୍ୱର: ଓଟିପି ସେୟାରିଙ୍ଗ ସ୍କାମ ନେଇ ଏସଟିଏଫରର ବଡ଼ ଧରଣର ରେଡ । ମାମଲାରେ ତିନି ଜଣଙ୍କୁ ଗିରଫ କରିଛି ଏସଟିଏଫ୍ । ନୟାଗଡ଼ର ପଠାଣି ସାମନ୍ତ ଲେଙ୍କା, ସରୋଜ କୁମାର ନାୟକ ଓ ଯାଜପୁରର ସୌମ୍ୟ ପଟନାୟକଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ୧୯ ଟି ଦାମୀ ମୋବାଇଲ, ୪୭ଟି ସିମକାର୍ଡ, ୬୧ଟି ATM କାର୍ଡ ଓ ୨୩ଟି ସିମ କଭର ଜବତ କରିଛି ଏସଟିଏଫର । ଓଟିପି ସେୟାରିଙ୍ଗ ସ୍କାମ କରି କିଛି […]

ଭୁବନେଶ୍ୱର: ଓଟିପି ସେୟାରିଙ୍ଗ ସ୍କାମ ନେଇ ଏସଟିଏଫରର ବଡ଼ ଧରଣର ରେଡ । ମାମଲାରେ ତିନି ଜଣଙ୍କୁ ଗିରଫ କରିଛି ଏସଟିଏଫ୍ । ନୟାଗଡ଼ର ପଠାଣି ସାମନ୍ତ ଲେଙ୍କା, ସରୋଜ କୁମାର ନାୟକ ଓ ଯାଜପୁରର ସୌମ୍ୟ ପଟନାୟକଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ୧୯ ଟି ଦାମୀ ମୋବାଇଲ, ୪୭ଟି ସିମକାର୍ଡ, ୬୧ଟି ATM କାର୍ଡ ଓ ୨୩ଟି ସିମ କଭର ଜବତ କରିଛି ଏସଟିଏଫର । ଓଟିପି ସେୟାରିଙ୍ଗ ସ୍କାମ କରି କିଛି ପାକିସ୍ଥାନୀ ଇଣ୍ଟେଲିଜେନ୍ସ ଅଧିକାରୀ ଓ ISI ଏଜେଣ୍ଟମାନଙ୍କୁ ଲିଙ୍କ ଜେନେରେଟ କରି ତଥ୍ୟ ଦେଉଥିଲେ ଅଭିଯୁକ୍ତ । ଏଥିପାଇଁ ଭାରତରେ ଥିବା ପାକିସ୍ତାନୀ ଏଜେଣ୍ଟ ମୋଟା ଅଙ୍କର ଅର୍ଥ ଦେଉଥିଲେ ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ: ହୋଲି ପୂର୍ବରୁ ଅଘଟଣ

ସୋସିଆଲ ମିଡ଼ିଆ ପ୍ଳାଟଫର୍ମ, ହ୍ୱାଟ୍ସଆପ, ଟେଲିଗ୍ରାମ, ଇନଷ୍ଟାଗ୍ରାମରେ ବିଭିନ୍ନ ଆକାଉଣ୍ଟ କରି ପାକିସ୍ଥାନୀ ଏଜେଣ୍ଟଙ୍କୁ ଲିଙ୍କ ସେୟାର କରୁଥିଲେ ଅଭିଯୁକ୍ତମାନେ । ଏହି ଲିଙ୍କ ମାଧ୍ୟମରେ ପାକିସ୍ତାନୀ ଏଜେଂଟମାନେ ଆତଙ୍କବାଦୀଙ୍କ ସହ ଯୋଗାଯୋଗ କରୁଥିଲେ । ମାନବଚାଲାଣ, ହନି ଟ୍ର୍ରାପ ଓ ଦେଶ ବିରୋଧୀ ପ୍ର୍ରଚାର କରୁଥିଲେ ଏଜେଂଟ । ଗତ ବର୍ଷ ରାଜସ୍ଥାନରେ ହନିଟ୍ରାପ ମାମଲାରେ ଧରାଯାଇଥିବା ମହିଳା PIO ଏଜେଣ୍ଟଙ୍କ ସହ ଯୋଗାଯୋଗରେ ଥିଲେ ଏହି ୩ ଅଭିଯୁକ୍ତ ।

ଆହୁରି ପଢ଼ନ୍ତୁ: ଘରେ ଶୋଇଥିବା ବେଳେ ହଠାତ୍ ଲାଗିଗଲା ନିଆଁ, ଜୀବନ୍ତ ଦଗ୍ଧ ହୋଇଗଲେ ଯୁବକ

14 May 2023 By The Sakala

ଓଡିଶାରୁ ପାକିସ୍ତାନ ଯାଏଁ ଲମ୍ବିଛି ଓଟିପି ସେୟାରିଙ୍ଗ ସ୍କାମର ଚେର, ୩ ଗିରଫ

ଭୁବନେଶ୍ୱର: ଓଟିପି ସେୟାରିଙ୍ଗ ସ୍କାମ ନେଇ ଏସଟିଏଫରର ବଡ଼ ଧରଣର ରେଡ । ମାମଲାରେ ତିନି ଜଣଙ୍କୁ ଗିରଫ କରିଛି ଏସଟିଏଫ୍ । ନୟାଗଡ଼ର ପଠାଣି ସାମନ୍ତ ଲେଙ୍କା, ସରୋଜ କୁମାର ନାୟକ ଓ ଯାଜପୁରର ସୌମ୍ୟ ପଟନାୟକଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ୧୯ ଟି ଦାମୀ ମୋବାଇଲ, ୪୭ଟି ସିମକାର୍ଡ, ୬୧ଟି ATM କାର୍ଡ ଓ ୨୩ଟି ସିମ କଭର ଜବତ କରିଛି ଏସଟିଏଫର । ଓଟିପି ସେୟାରିଙ୍ଗ ସ୍କାମ କରି କିଛି ପାକିସ୍ଥାନୀ ଇଣ୍ଟେଲିଜେନ୍ସ ଅଧିକାରୀ ଓ ISI ଏଜେଣ୍ଟମାନଙ୍କୁ ଲିଙ୍କ ଜେନେରେଟ କରି ତଥ୍ୟ ଦେଉଥିଲେ ଅଭିଯୁକ୍ତ । ଏଥିପାଇଁ ଭାରତରେ ଥିବା ପାକିସ୍ତାନୀ ଏଜେଣ୍ଟ ମୋଟା ଅଙ୍କର ଅର୍ଥ ଦେଉଥିଲେ ।

ସୋସିଆଲ ମିଡ଼ିଆ ପ୍ଳାଟଫର୍ମ, ହ୍ୱାଟ୍ସଆପ, ଟେଲିଗ୍ରାମ, ଇନଷ୍ଟାଗ୍ରାମରେ ବିଭିନ୍ନ ଆକାଉଣ୍ଟ କରି ପାକିସ୍ଥାନୀ ଏଜେଣ୍ଟଙ୍କୁ ଲିଙ୍କ ସେୟାର କରୁଥିଲେ ଅଭିଯୁକ୍ତମାନେ । ଏହି ଲିଙ୍କ ମାଧ୍ୟମରେ ପାକିସ୍ତାନୀ ଏଜେଂଟମାନେ ଆତଙ୍କବାଦୀଙ୍କ ସହ ଯୋଗାଯୋଗ କରୁଥିଲେ । ମାନବଚାଲାଣ, ହନି ଟ୍ର୍ରାପ ଓ ଦେଶ ବିରୋଧୀ ପ୍ର୍ରଚାର କରୁଥିଲେ ଏଜେଂଟ । ଗତ ବର୍ଷ ରାଜସ୍ଥାନରେ ହନିଟ୍ରାପ ମାମଲାରେ ଧରାଯାଇଥିବା ମହିଳା PIO ଏଜେଣ୍ଟଙ୍କ ସହ ଯୋଗାଯୋଗରେ ଥିଲେ ଏହି ୩ ଅଭିଯୁକ୍ତ ।

https://www.thesakala.in/latest-odisha-news/stf-arrests-3-in-connection-with-otp-sharing-scam/article-21641
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର