ଜେଲ ଭିତରେ ସଂକୀର୍ତ୍ତନ ସାଙ୍ଗକୁ ନାଚ ଗୀତର ଆସର ସହ ଗଞ୍ଜେଇ ଚିଲମର ଧୂଆଁ

The Sakala Picture
Published On

ଭୁବନେଶ୍ୱର : ରାଜଧାନୀର ଗୋଟିଏ ପଟେ ଜେଲ ଭିତରେ କରୋନା ସଂକ୍ରମଣ ବଢ଼ୁଥିବା ବେଳେ ଏଭଳି ଗୀତର ଆସର ସାଧାରଣରେ ଚିନ୍ତାର କାରଣ ପାଲଟିଛି। ସୂଚନା ଅନୁଯାୟୀ ଏ ଭିଡିଓଟି ଖୋଦ ରାଜଧାନୀ ଛାତି ଉପରେ ଥିବା ଏକ ଜେଲର ଭିତରର। ଜେଲ୍ ଭିତରର ୩ଟି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଆଉ ଗୋଟିଏ ଭିଡ଼ିଓରେ ୨ ଜଣଙ୍କ ଠାରୁ ଟଙ୍କା ନେଇ କିଛି ଜିନିଷ ଦେଉଥିବା ନଜର ଆସୁଛି । ଯଦିଓ ଭିଡ଼ିଓଟି […]

ଭୁବନେଶ୍ୱର : ରାଜଧାନୀର ଗୋଟିଏ ପଟେ ଜେଲ ଭିତରେ କରୋନା ସଂକ୍ରମଣ ବଢ଼ୁଥିବା ବେଳେ ଏଭଳି ଗୀତର ଆସର ସାଧାରଣରେ ଚିନ୍ତାର କାରଣ ପାଲଟିଛି। ସୂଚନା ଅନୁଯାୟୀ ଏ ଭିଡିଓଟି ଖୋଦ ରାଜଧାନୀ ଛାତି ଉପରେ ଥିବା ଏକ ଜେଲର ଭିତରର। ଜେଲ୍ ଭିତରର ୩ଟି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ଆହୁରି ପଢ଼ନ୍ତୁ: ଓଡ଼ିଶା ଉପକୂଳ ସୁରକ୍ଷା ପାଇଁ ବଡ଼ ରୋଡମ୍ୟାପ୍: ଦେଶର ଶ୍ରେଷ୍ଠ ମେରାଇନ୍ ପୋଲିସ ହେବାକୁ ଡିଜିପିଙ୍କ ଲକ୍ଷ୍ୟ

ଆଉ ଗୋଟିଏ ଭିଡ଼ିଓରେ ୨ ଜଣଙ୍କ ଠାରୁ ଟଙ୍କା ନେଇ କିଛି ଜିନିଷ ଦେଉଥିବା ନଜର ଆସୁଛି । ଯଦିଓ ଭିଡ଼ିଓଟି କେବେ ସୁଟିଂ କରାଯାଇଛି ତାହା ସ୍ପଷ୍ଟ ହୋଇନି । ତଥାପି ଗତ ମାସ ପଣା ସଂକ୍ରାନ୍ତିରେ ଏଭଳି ନାଚ ଗୀତ ଆସର ହୋଇଥିବା ସନ୍ଦେହ କରାଯାଉଛି । ଗତ କିଛିଦିନ ହେବ ଅପରେସନ କ୍ଲିନ ଅପରେ ଚଢ଼ାଉ ବେଳେ ୧୩ଟି ମୋବାଇଲ ଜବତ କରିଛି ଜେଲ ବିଭାଗର ସ୍ବତନ୍ତ୍ର ଟିମ୍ ।

ଆହୁରି ପଢ଼ନ୍ତୁ: ଘରର କବାଟ ଭାଙ୍ଗି ମା’କୁ ଅଟକ ରଖିଲେ, ୧୫ ବର୍ଷର ନାବାଳିକା ଝିଅକୁ ଅପହରଣ କରିନେଲେ ଦୁର୍ବୃତ୍ତ

13 May 2021 By The Sakala

ଜେଲ ଭିତରେ ସଂକୀର୍ତ୍ତନ ସାଙ୍ଗକୁ ନାଚ ଗୀତର ଆସର ସହ ଗଞ୍ଜେଇ ଚିଲମର ଧୂଆଁ

ଭୁବନେଶ୍ୱର : ରାଜଧାନୀର ଗୋଟିଏ ପଟେ ଜେଲ ଭିତରେ କରୋନା ସଂକ୍ରମଣ ବଢ଼ୁଥିବା ବେଳେ ଏଭଳି ଗୀତର ଆସର ସାଧାରଣରେ ଚିନ୍ତାର କାରଣ ପାଲଟିଛି। ସୂଚନା ଅନୁଯାୟୀ ଏ ଭିଡିଓଟି ଖୋଦ ରାଜଧାନୀ ଛାତି ଉପରେ ଥିବା ଏକ ଜେଲର ଭିତରର। ଜେଲ୍ ଭିତରର ୩ଟି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ଆଉ ଗୋଟିଏ ଭିଡ଼ିଓରେ ୨ ଜଣଙ୍କ ଠାରୁ ଟଙ୍କା ନେଇ କିଛି ଜିନିଷ ଦେଉଥିବା ନଜର ଆସୁଛି । ଯଦିଓ ଭିଡ଼ିଓଟି କେବେ ସୁଟିଂ କରାଯାଇଛି ତାହା ସ୍ପଷ୍ଟ ହୋଇନି । ତଥାପି ଗତ ମାସ ପଣା ସଂକ୍ରାନ୍ତିରେ ଏଭଳି ନାଚ ଗୀତ ଆସର ହୋଇଥିବା ସନ୍ଦେହ କରାଯାଉଛି । ଗତ କିଛିଦିନ ହେବ ଅପରେସନ କ୍ଲିନ ଅପରେ ଚଢ଼ାଉ ବେଳେ ୧୩ଟି ମୋବାଇଲ ଜବତ କରିଛି ଜେଲ ବିଭାଗର ସ୍ବତନ୍ତ୍ର ଟିମ୍ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର