ଅବୋଲି ସୁନୀଲ ନରଭଣେ ହେଲେ ଝାରସୁଗୁଡାର ନୂଆ ଜିଲ୍ଲାପାଳ
ଭୁବନେଶ୍ୱର: ବଦଳିଲେ ଝାରସୁଗୁଡା ଜିଲ୍ଲାପାଳ। ୨୦୧୫ ବ୍ୟାଚ୍ର ଆଇଏଏସ୍ ଅବୋଲି ସୁନୀଲ ନରଭଣେ ହେଲେ ଝାରସୁଗୁଡାର ନୂଆ ଜିଲ୍ଲାପାଳ। ନରଭଣେ ପୂର୍ବରୁ ସୁବର୍ଣ୍ଣପୁର ଜିଲ୍ଲାରେ ଜିଲ୍ଲାପାଳ ଭାବେ ଦାୟିତ୍ୱ ତୁଲାଉଥିଲେ। ତାଙ୍କୁ ଝାରସୁଗୁଡାରେ ତୁରନ୍ତ ଯୋଗଦାନ ପାଇଁ ନିର୍ଦ୍ଦେଶ ବିଭାଗୀୟ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଗୁରୁବାର ବିଜ୍ଞପ୍ତି ଜାରି ହୋଇଛି।

06 Apr 2023
By The Sakala

https://www.thesakala.in/latest-odisha-news/jharsuguda-gets-new-collector/article-20508