ଜାନୁଆରୀ ମାସରେ ସାଇବର ଠକଙ୍କ ହାତରେ ୧ କୋଟି ୫୭ ଲକ୍ଷ

The Sakala Picture
Published On

ଭୁବନେଶ୍ବର : ଆସିଲା ଭୁବନେଶ୍ୱର ସାଇବର ଥାନାର ଜାନୁଆରୀ ମାସ ରିପୋର୍ଟ । ଜାନୁଆରୀ ମାସରେ ୧ କୋଟି ୫୭ ଲକ୍ଷ ଠକିଛନ୍ତି ସାଇବର ଠକ । ୨୬ ଲକ୍ଷ ୯୨ ହଜାର ଟଙ୍କା ଫେରସ୍ତ କରିଛି ସାଇବର ଥାନା । ହେଲ୍ପ ଡେସ୍କକୁ ଆସିଛି ୪୦୩ଟି ଠକେଇ ଜନିତ କଲ୍ । ୟୁପିଆଇ ସମ୍ପର୍କିତ ୧୯୪ଟି ଅଭିଯୋଗ ହୋଇଛି । କ୍ରେଡିଟ କାର୍ଡ, ଡେବିଟ କାର୍ଡ ସମ୍ପର୍କିତ ୧୧୩ ଟି ଠକେଇ ନେଇ ଅଭିଯୋଗ ହୋଇଛି […]

ଭୁବନେଶ୍ବର : ଆସିଲା ଭୁବନେଶ୍ୱର ସାଇବର ଥାନାର ଜାନୁଆରୀ ମାସ ରିପୋର୍ଟ । ଜାନୁଆରୀ ମାସରେ ୧ କୋଟି ୫୭ ଲକ୍ଷ ଠକିଛନ୍ତି ସାଇବର ଠକ । ୨୬ ଲକ୍ଷ ୯୨ ହଜାର ଟଙ୍କା ଫେରସ୍ତ କରିଛି ସାଇବର ଥାନା । ହେଲ୍ପ ଡେସ୍କକୁ ଆସିଛି ୪୦୩ଟି ଠକେଇ ଜନିତ କଲ୍ । ୟୁପିଆଇ ସମ୍ପର୍କିତ ୧୯୪ଟି ଅଭିଯୋଗ ହୋଇଛି । କ୍ରେଡିଟ କାର୍ଡ, ଡେବିଟ କାର୍ଡ ସମ୍ପର୍କିତ ୧୧୩ ଟି ଠକେଇ ନେଇ ଅଭିଯୋଗ ହୋଇଛି । ସୋସିଆଲ ମିଡିଆ ଜରିଆରେ ୪୧ ଟି ଠକେଇ ନେଇ ହୋଇଛି ଅଭିଯୋଗ । ୨୦୨୨ ମସିହାରେ ୧୨ କୋଟି ୯୬ ଲକ୍ଷ ନେଇଥିଲେ ଅଦୃଶ୍ୟ ଠକ । ବର୍ଷକରେ ୨ କୋଟି ୬୯ ଲକ୍ଷ ଫେରାଇ ଆଣିଥିଲା ଭୁବନେଶ୍ୱର ସାଇବର ପୋଲିସ ।

ଆହୁରି ପଢ଼ନ୍ତୁ: ଅସହ୍ୟ ଖରାରେ ଅସ୍ତବ୍ୟସ୍ତ ଜନଜୀବନ: ଏହି ସବୁ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କଲେ ଜିଲ୍ଲାପାଳ

02 Feb 2023 By The Sakala

ଜାନୁଆରୀ ମାସରେ ସାଇବର ଠକଙ୍କ ହାତରେ ୧ କୋଟି ୫୭ ଲକ୍ଷ

ଭୁବନେଶ୍ବର : ଆସିଲା ଭୁବନେଶ୍ୱର ସାଇବର ଥାନାର ଜାନୁଆରୀ ମାସ ରିପୋର୍ଟ । ଜାନୁଆରୀ ମାସରେ ୧ କୋଟି ୫୭ ଲକ୍ଷ ଠକିଛନ୍ତି ସାଇବର ଠକ । ୨୬ ଲକ୍ଷ ୯୨ ହଜାର ଟଙ୍କା ଫେରସ୍ତ କରିଛି ସାଇବର ଥାନା । ହେଲ୍ପ ଡେସ୍କକୁ ଆସିଛି ୪୦୩ଟି ଠକେଇ ଜନିତ କଲ୍ । ୟୁପିଆଇ ସମ୍ପର୍କିତ ୧୯୪ଟି ଅଭିଯୋଗ ହୋଇଛି । କ୍ରେଡିଟ କାର୍ଡ, ଡେବିଟ କାର୍ଡ ସମ୍ପର୍କିତ ୧୧୩ ଟି ଠକେଇ ନେଇ ଅଭିଯୋଗ ହୋଇଛି । ସୋସିଆଲ ମିଡିଆ ଜରିଆରେ ୪୧ ଟି ଠକେଇ ନେଇ ହୋଇଛି ଅଭିଯୋଗ । ୨୦୨୨ ମସିହାରେ ୧୨ କୋଟି ୯୬ ଲକ୍ଷ ନେଇଥିଲେ ଅଦୃଶ୍ୟ ଠକ । ବର୍ଷକରେ ୨ କୋଟି ୬୯ ଲକ୍ଷ ଫେରାଇ ଆଣିଥିଲା ଭୁବନେଶ୍ୱର ସାଇବର ପୋଲିସ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର