ଡୋପ ଟେଷ୍ଟରେ ଧରାପଡ଼ି ସସ୍‌ପେଣ୍ଡ ହୋଇଥିବା ଖବରକୁ ଖଣ୍ଡନ କଲେ ଦୂତୀ ଚାନ୍ଦ

The Sakala Picture
Published On

ଭୁବନେଶ୍ୱର: ଡୋପ ଟେଷ୍ଟରେ ଧରାପଡ଼ି ସସ୍‌ପେଣ୍ଡ ହୋଇଥିବା ଖବରକୁ ଅସ୍ବୀକାର କଲେ ଦୂତୀ ଚାନ୍ଦ । ଏସୀୟ କ୍ରୀଡ଼ା ପାଇଁ ହୋଇଥିବା ଡୋପ୍ ଟେଷ୍ଟରେ ଭାରତୀୟ ସ୍ପ୍ରିଣ୍ଟର ଦୂତୀ ଫେଲ୍‌ ହୋଇଥିଲେ । ଓ୍ୱାର୍ଲ୍ଡ ଆଣ୍ଟି ଡୋପିଂ ଏଜେନ୍ସି ତାଙ୍କୁ ସସପେଣ୍ଡ କରିଛନ୍ତି ବୋଲି ଏକ ଖବର ଆସିଛି। ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରିତ ପରେ ଦୂତୀ ଏହାକୁ ଅସ୍ବୀକାର କରିଛନ୍ତି । ଖବରକୁ ଫେକ୍ ବୋଲି କହିବା ସହ ତାଙ୍କ ପାଖକୁ ଓ୍ବାଡା ପକ୍ଷରୁ କିଛି […]

ଭୁବନେଶ୍ୱର: ଡୋପ ଟେଷ୍ଟରେ ଧରାପଡ଼ି ସସ୍‌ପେଣ୍ଡ ହୋଇଥିବା ଖବରକୁ ଅସ୍ବୀକାର କଲେ ଦୂତୀ ଚାନ୍ଦ । ଏସୀୟ କ୍ରୀଡ଼ା ପାଇଁ ହୋଇଥିବା ଡୋପ୍ ଟେଷ୍ଟରେ ଭାରତୀୟ ସ୍ପ୍ରିଣ୍ଟର ଦୂତୀ ଫେଲ୍‌ ହୋଇଥିଲେ । ଓ୍ୱାର୍ଲ୍ଡ ଆଣ୍ଟି ଡୋପିଂ ଏଜେନ୍ସି ତାଙ୍କୁ ସସପେଣ୍ଡ କରିଛନ୍ତି ବୋଲି ଏକ ଖବର ଆସିଛି। ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରିତ ପରେ ଦୂତୀ ଏହାକୁ ଅସ୍ବୀକାର କରିଛନ୍ତି । ଖବରକୁ ଫେକ୍ ବୋଲି କହିବା ସହ ତାଙ୍କ ପାଖକୁ ଓ୍ବାଡା ପକ୍ଷରୁ କିଛି ଅଫିସିଆଲ ଚିଠି ଆସିନି ବୋଲି ଦୂତୀ କହିଛନ୍ତି ।

ଆହୁରି ପଢ଼ନ୍ତୁ: ନିଶାସକ୍ତ ସ୍ୱାମୀର ଉନ୍ମତ୍ତ କାଣ୍ଡ; ସ୍ତ୍ରୀକୁ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା

ପୂର୍ବରୁ ୪ ଶହରୁ ଊର୍ଦ୍ଧ୍ବ ଥର ଡୋପ୍ ଟେଷ୍ଟ ଦେଇଛି । ଆଗକୁ ମୋର କିଛି ଗେମ୍ସ ନାହିଁ । ମୁଁ ଡୋପ୍ ଟେଷ୍ଟ ମଧ୍ୟ ଦେଇନି । ପଜିଟିଭ ରିପୋର୍ଟ କେଉଁଠୁ ଆସିଲା ଜାଣିନି ବୋଲି ଦୂତୀ କହିଛନ୍ତି । ମୋ ନାଁରେ ମିଛ ଖବର ପ୍ରସାରଣ କରାଯାଉଛି ବୋଲି ସେ କହିଛନ୍ତି ।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉନାହିଁ FCI : ହାତ ଟେକିଦେଲେ ଅସହାୟ ଯୋଗାଣମନ୍ତ୍ରୀ; କହିଲେ, କେନ୍ଦ୍ର ଆମ କଥା ଶୁଣୁନି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର