ଦେଶର ୨୦ ଧନୀଙ୍କୁ ବିଜେଡି ସାଂସଦ ଅମର ପଟ୍ଟନାୟକଙ୍କ ନିବେଦନ, ମାତୃଭୂମି ପ୍ରତି କର୍ତ୍ତବ୍ୟ ଭାବି ଟିକାକରଣ ଭାର ବହନ କରିବାକୁ ଆହ୍ବାନ

The Sakala Picture
Published On

ଭୁବନେଶ୍ୱର: ବିଜେଡି ରାଜ୍ୟସଭା ସଦସ୍ୟ ଡକ୍ଟର ଅମର ପଟ୍ଟନାୟକ ଶନିବାର ଦିନ ଶ୍ରେଷ୍ଠ ୨୦ ଧନୀ ଭାରତୀୟଙ୍କୁ ମାତୃଭୂମି ପ୍ରତି କର୍ତ୍ତବ୍ୟର ଏକ ଅଂଶ ଭାବରେ ଅତି କମରେ ୨୫ ପ୍ରତିଶତ ଭାରତୀୟଙ୍କ ଟିକାକରଣ ଭାର ବହନ କରିବାକୁ ଆହ୍ବାନ କରିଛନ୍ତି। ସେ ଏକ ଟୁଇଟ୍‌ରେ କହିଛନ୍ତି ଯେ, ଆପଣମାନେ କେବଳ ଗୋଟିଏ ବର୍ଷର ଲାଭରୁ ଏହା କରିପାରିବେ। I'll add that while millions of Indians have plunged into poverty in the pandemic, […]

ଭୁବନେଶ୍ୱର: ବିଜେଡି ରାଜ୍ୟସଭା ସଦସ୍ୟ ଡକ୍ଟର ଅମର ପଟ୍ଟନାୟକ ଶନିବାର ଦିନ ଶ୍ରେଷ୍ଠ ୨୦ ଧନୀ ଭାରତୀୟଙ୍କୁ ମାତୃଭୂମି ପ୍ରତି କର୍ତ୍ତବ୍ୟର ଏକ ଅଂଶ ଭାବରେ ଅତି କମରେ ୨୫ ପ୍ରତିଶତ ଭାରତୀୟଙ୍କ ଟିକାକରଣ ଭାର ବହନ କରିବାକୁ ଆହ୍ବାନ କରିଛନ୍ତି।

ଆହୁରି ପଢ଼ନ୍ତୁ: ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ଆଜି ସୁପ୍ରିମକୋର୍ଟରେ ଶୁଣାଣି, ଆସିପାରେ ବଡ଼ ନିର୍ଦ୍ଦେଶ

ସେ ଏକ ଟୁଇଟ୍‌ରେ କହିଛନ୍ତି ଯେ, ଆପଣମାନେ କେବଳ ଗୋଟିଏ ବର୍ଷର ଲାଭରୁ ଏହା କରିପାରିବେ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ କୋଠା ଭୁଶୁଡିବା ପରେ ରାଜ୍ୟ ସରକାର ତତ୍ପର; ସହରରେ ଭଙ୍ଗାଯିବ ଦୁର୍ବଳ ଓ ଅସୁରକ୍ଷିତ କୋଠା

ମୁଁ ଶ୍ରେଷ୍ଠ ୨୦ ଧନୀ ଭାରତୀୟ ତଥା କମ୍ପାନୀକୁ ନିବେଦନ କରୁଛି! ମାତୃଭୂମି ପ୍ରତି ତୁମର କର୍ତ୍ତବ୍ୟର ଅଂଶ ଭାବରେ ଆପଣ ପ୍ରତିଶତ ଭାରତୀୟଙ୍କ ଟିକାକରଣର ଭାର ତୁଲାଇ ପାରିବେ ନାହିଁ?

ମହାମାରୀରେ ଲକ୍ଷ ଲକ୍ଷ ଭାରତୀୟ ଦାରିଦ୍ର୍ୟର ସମ୍ମୁଖୀନ ହୋଇଥିବାବେଳେ ସେହି ସମୟରେ ଭାରତୀୟ ବିଲିୟନେୟାରଙ୍କ ସମ୍ପତ୍ତି ଯଥେଷ୍ଟ ବୃଦ୍ଧି ପାଇଛି ବୋଲି ସେ ଅନ୍ୟ ଏକ ଟ୍ୱିଟରେ ମଧ୍ୟ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର