ପୁଲିସ ମହାନିର୍ଦେଶଙ୍କ ବଲାଙ୍ଗୀର ଗସ୍ତ

The Sakala Picture
Published On

ବଲାଙ୍ଗୀର: ବଲାଙ୍ଗୀର ଗସ୍ତରେ ରାଜ୍ୟ ପୁଲିସ ମହାନିର୍ଦେଶକ ଅଭୟ କୁମାର। ଆଜି ସକାଳୁ ଶ୍ରୀ ଅଭୟ କୁମାର ବଲାଙ୍ଗୀରରେ ପହଞ୍ଚିଥିଲେ । ପ୍ରଥମେ ସ୍ଥାନୀୟ ରିଜର୍ଭ ଅଫିସରେ ବୈଠକ କରିବା ସହିତ ଜିଲାର କୋଭିଡ଼ ସ୍ଥିତି ଓ ପୁଲିସ ବ୍ୟବସ୍ଥାର ସମୀକ୍ଷା କରିଥିଲେ। ପରେ ମାଓ ଗତିବିଧି ବିଷୟରେ ମଧ୍ୟ ଜିଲା ପୁଲିସର ବରିଷ୍ଠ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ। ପରେ ସେ ବଲାଙ୍ଗୀର ଟାଉନ ଥାନା, ସଦର ଥାନା ବୁଲିଦେଖିଥିଲେ। ବଲାଙ୍ଗୀରରେ କାର୍ୟ୍ୟକ୍ରମ ସରିବା […]

ବଲାଙ୍ଗୀର: ବଲାଙ୍ଗୀର ଗସ୍ତରେ ରାଜ୍ୟ ପୁଲିସ ମହାନିର୍ଦେଶକ ଅଭୟ କୁମାର। ଆଜି ସକାଳୁ ଶ୍ରୀ ଅଭୟ କୁମାର ବଲାଙ୍ଗୀରରେ ପହଞ୍ଚିଥିଲେ । ପ୍ରଥମେ ସ୍ଥାନୀୟ ରିଜର୍ଭ ଅଫିସରେ ବୈଠକ କରିବା ସହିତ ଜିଲାର କୋଭିଡ଼ ସ୍ଥିତି ଓ ପୁଲିସ ବ୍ୟବସ୍ଥାର ସମୀକ୍ଷା କରିଥିଲେ। ପରେ ମାଓ ଗତିବିଧି ବିଷୟରେ ମଧ୍ୟ ଜିଲା ପୁଲିସର ବରିଷ୍ଠ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ। ପରେ ସେ ବଲାଙ୍ଗୀର ଟାଉନ ଥାନା, ସଦର ଥାନା ବୁଲିଦେଖିଥିଲେ। ବଲାଙ୍ଗୀରରେ କାର୍ୟ୍ୟକ୍ରମ ସରିବା ପରେ ସେ ନୂଆପଡା ଅଭିମୁଖେ ଯାତ୍ରା କରିଥିଲେ। ତାଙ୍କର ଏହି ଗସ୍ତ ସମୟରେ ବଲାଙ୍ଗୀର ଜିଲା ଦାୟିତ୍ବରେ ଥିବା ବରଗଡ଼ ଏସପି ପଦ୍ମିନୀ ସାହୁ, ଉତ୍ତରାଞ୍ଚଳ ଡ଼ିଆଇଜି ନରସିଂହ ଭୋଳ ପ୍ରମୁଖ ଉପସ୍ଥିତ ରହିଥିଲେ ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ବନ୍ୟା ସ୍ଥିତିରେ ସାମାନ୍ୟ ସୁଧାର: ଖସୁଛି ନଦୀର ଜଳସ୍ତର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର