ଓଡ଼ିଶା ସିଭିଲ ସର୍ଭିସେସ ପ୍ରିଲିମିନାରୀ ପରୀକ୍ଷା ଫଳ ପ୍ରକାଶିତ, ୫୨୯୬ ଜଣ କୃତକାର୍ଯ୍ୟ

The Sakala Picture
Published On

ଭୁବନେଶ୍ୱର: ପ୍ରକାଶ ପାଇଲା ଓଡ଼ିଶା ସିଭିଲ ସର୍ଭିସେସ ପ୍ରିଲିମିନାରୀ ପରୀକ୍ଷା ଫଳ । ଓପିଏସସି ପକ୍ଷରୁ ପରିଚାଳିତ ଓସିଏସ ପ୍ରିଲିମନାରୀ ପରୀକ୍ଷାରେ ୫୨୯୬ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ସେଥିମଧ୍ୟରେ ଅଛନ୍ତି ୧୭୪୯ ମହିଳା ପରୀକ୍ଷାର୍ଥୀ । କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କ ତାଲିକା ଓପିଏସସି ୱେବସାଇଟରେ ଉପଲବ୍ଧ । ଅକ୍ଟୋବର ୧୬ରେ ହୋଇଥିଲା ପ୍ରିଲିମନାରୀ ପରୀକ୍ଷା । ଆସନ୍ତା ୨୦୨୩ ଫେବ୍ରୁଆରୀ ମାସରେ ମୁଖ୍ୟ ପରୀକ୍ଷା ହେବ ।

ଆହୁରି ପଢ଼ନ୍ତୁ: ବ୍ୟବସାୟୀଙ୍କୁ ଅପହରଣ କରି ୨ କୋଟି ଦାବି କଲେ ଦୁବୃର୍ତ୍ତ, ପରିବାର ପୁଲିସର ଦ୍ୱାରସ୍ଥ ହେବାରୁ ମାରି ଜଙ୍ଗଲରେ ଫିଙ୍ଗିଦେଲେ

08 Dec 2022 By The Sakala

ଓଡ଼ିଶା ସିଭିଲ ସର୍ଭିସେସ ପ୍ରିଲିମିନାରୀ ପରୀକ୍ଷା ଫଳ ପ୍ରକାଶିତ, ୫୨୯୬ ଜଣ କୃତକାର୍ଯ୍ୟ

ଭୁବନେଶ୍ୱର: ପ୍ରକାଶ ପାଇଲା ଓଡ଼ିଶା ସିଭିଲ ସର୍ଭିସେସ ପ୍ରିଲିମିନାରୀ ପରୀକ୍ଷା ଫଳ । ଓପିଏସସି ପକ୍ଷରୁ ପରିଚାଳିତ ଓସିଏସ ପ୍ରିଲିମନାରୀ ପରୀକ୍ଷାରେ ୫୨୯୬ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ସେଥିମଧ୍ୟରେ ଅଛନ୍ତି ୧୭୪୯ ମହିଳା ପରୀକ୍ଷାର୍ଥୀ । କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କ ତାଲିକା ଓପିଏସସି ୱେବସାଇଟରେ ଉପଲବ୍ଧ । ଅକ୍ଟୋବର ୧୬ରେ ହୋଇଥିଲା ପ୍ରିଲିମନାରୀ ପରୀକ୍ଷା । ଆସନ୍ତା ୨୦୨୩ ଫେବ୍ରୁଆରୀ ମାସରେ ମୁଖ୍ୟ ପରୀକ୍ଷା ହେବ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର