ଚନ୍ଦ୍ରଗ୍ରହଣ ଉପଲକ୍ଷେ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ନୀତିର ନୂଆ ସମୟ ସାରଣୀ ପ୍ରକାଶ

The Sakala Picture
Published On

ଭୁବନେଶ୍ବର: ନଭେମ୍ବର ୮ରେ କେତୁଗ୍ରସ୍ତ ଚନ୍ଦ୍ରଗ୍ରହଣ। ଚନ୍ଦ୍ରଗ୍ରହଣ ନେଇ ଶ୍ରୀଲିଙ୍ଗରାଜଙ୍କ ନୀତିରେ ନୂଆ ସାରଣୀ ପ୍ରକାଶ ପାଇଛି। ଚନ୍ଦ୍ରଗ୍ରହଣ ପାଇଁ ୮ ତାରିଖର ନୀତିକାନ୍ତି ଓ  ପାକକାର୍ଯ୍ଯ ବନ୍ଦ ରହିବ । ୭ ତାରିଖରେ ରାତି ୨ଟା ୩୭ ମିନିଟରୁ ୮ ତାରିଖ ୬ଟା ୨୧ ଯାଏ ବନ୍ଦ ରହିବ। ୮ ତାରିଖ ନୀତିକାନ୍ତି ୭ ତାରିଖ ରାତି ୧୨ଟାରୁ ଆରମ୍ଭ ହେବ । ରାତ୍ର ୨ଟା ୩୦ ସୁଦ୍ଧା ଭୋଗ ମଣ୍ଡପ ନୀତି ଶେଷ କରାଯିବ। […]

ଭୁବନେଶ୍ବର: ନଭେମ୍ବର ୮ରେ କେତୁଗ୍ରସ୍ତ ଚନ୍ଦ୍ରଗ୍ରହଣ। ଚନ୍ଦ୍ରଗ୍ରହଣ ନେଇ ଶ୍ରୀଲିଙ୍ଗରାଜଙ୍କ ନୀତିରେ ନୂଆ ସାରଣୀ ପ୍ରକାଶ ପାଇଛି। ଚନ୍ଦ୍ରଗ୍ରହଣ ପାଇଁ ୮ ତାରିଖର ନୀତିକାନ୍ତି ଓ  ପାକକାର୍ଯ୍ଯ ବନ୍ଦ ରହିବ । ୭ ତାରିଖରେ ରାତି ୨ଟା ୩୭ ମିନିଟରୁ ୮ ତାରିଖ ୬ଟା ୨୧ ଯାଏ ବନ୍ଦ ରହିବ। ୮ ତାରିଖ ନୀତିକାନ୍ତି ୭ ତାରିଖ ରାତି ୧୨ଟାରୁ ଆରମ୍ଭ ହେବ । ରାତ୍ର ୨ଟା ୩୦ ସୁଦ୍ଧା ଭୋଗ ମଣ୍ଡପ ନୀତି ଶେଷ କରାଯିବ। ୮ ତାରିଖ ସନ୍ଧ୍ୟା ୬ଟା ୨୧ରେ ପୂର୍ଣ୍ଣମୋକ୍ଷ ପରେ ଦିନ ନୀତି ହେବ। ୮ ତାରିଖ ସନ୍ଧ୍ଯା ୬ଟା ୨୧ ଯାଏଁ ଭୋଗ ଦୋକାନ ବନ୍ଦ ରହିବ।

ଆହୁରି ପଢ଼ନ୍ତୁ: କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

31 Oct 2022 By The Sakala

ଚନ୍ଦ୍ରଗ୍ରହଣ ଉପଲକ୍ଷେ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ନୀତିର ନୂଆ ସମୟ ସାରଣୀ ପ୍ରକାଶ

ଭୁବନେଶ୍ବର: ନଭେମ୍ବର ୮ରେ କେତୁଗ୍ରସ୍ତ ଚନ୍ଦ୍ରଗ୍ରହଣ। ଚନ୍ଦ୍ରଗ୍ରହଣ ନେଇ ଶ୍ରୀଲିଙ୍ଗରାଜଙ୍କ ନୀତିରେ ନୂଆ ସାରଣୀ ପ୍ରକାଶ ପାଇଛି। ଚନ୍ଦ୍ରଗ୍ରହଣ ପାଇଁ ୮ ତାରିଖର ନୀତିକାନ୍ତି ଓ  ପାକକାର୍ଯ୍ଯ ବନ୍ଦ ରହିବ । ୭ ତାରିଖରେ ରାତି ୨ଟା ୩୭ ମିନିଟରୁ ୮ ତାରିଖ ୬ଟା ୨୧ ଯାଏ ବନ୍ଦ ରହିବ। ୮ ତାରିଖ ନୀତିକାନ୍ତି ୭ ତାରିଖ ରାତି ୧୨ଟାରୁ ଆରମ୍ଭ ହେବ । ରାତ୍ର ୨ଟା ୩୦ ସୁଦ୍ଧା ଭୋଗ ମଣ୍ଡପ ନୀତି ଶେଷ କରାଯିବ। ୮ ତାରିଖ ସନ୍ଧ୍ୟା ୬ଟା ୨୧ରେ ପୂର୍ଣ୍ଣମୋକ୍ଷ ପରେ ଦିନ ନୀତି ହେବ। ୮ ତାରିଖ ସନ୍ଧ୍ଯା ୬ଟା ୨୧ ଯାଏଁ ଭୋଗ ଦୋକାନ ବନ୍ଦ ରହିବ।

https://www.thesakala.in/latest-odisha-news/shree-lingaraj-temple-policies-on-lunar-eclipse/article-16184
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର