ମନୋରଞ୍ଜନ
ଓଡ଼ିଶା
କଏଦୀ ନେଲେ ଟିକା
ଭୁବନେଶ୍ବର: କରେନାକୁ ହରାଇବା ପାଇଁ ରାଜ୍ୟରେ ଟିକା କରଣ ଅଭିଯାନ ଚାଲିଛି। ଆଜି ଭୁବନେଶ୍ବର ସ୍ଥିତ ଝାରପଡ଼ା ଜେଲରେ ୫୯ ଜଣ କଏଦୀ କୋଭଡ ଟିକା ନେଇଥିବା ସୂଚନା ମିଳିଛି। ସମଗ୍ର ରାଜ୍ୟରେ ଶୁକ୍ରବାର ଦିନ ୭ ଶହ କେନ୍ଦ୍ରରେ ଚାଲିଛି ଟିକାକରଣ। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ କହିଛନ୍ତି। ଶୁକ୍ରବାର ଆହୁରି ୩ ଲକ୍ଷ କୋଭିସିଲ୍ଡ ଟିକା ଆସିବ। ଏହା ଆସନ୍ତା ୨ ଦିନ ପାଇଁ କାମରେ […]
ଭୁବନେଶ୍ବର: କରେନାକୁ ହରାଇବା ପାଇଁ ରାଜ୍ୟରେ ଟିକା କରଣ ଅଭିଯାନ ଚାଲିଛି। ଆଜି ଭୁବନେଶ୍ବର ସ୍ଥିତ ଝାରପଡ଼ା ଜେଲରେ ୫୯ ଜଣ କଏଦୀ କୋଭଡ ଟିକା ନେଇଥିବା ସୂଚନା ମିଳିଛି।
ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଜନ୍ମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
ସମଗ୍ର ରାଜ୍ୟରେ ଶୁକ୍ରବାର ଦିନ ୭ ଶହ କେନ୍ଦ୍ରରେ ଚାଲିଛି ଟିକାକରଣ। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ କହିଛନ୍ତି। ଶୁକ୍ରବାର ଆହୁରି ୩ ଲକ୍ଷ କୋଭିସିଲ୍ଡ ଟିକା ଆସିବ। ଏହା ଆସନ୍ତା ୨ ଦିନ ପାଇଁ କାମରେ ଆସିବ । ଟିକା ପାଇବା ପରେ ଆଜି ହିଁ ସବୁ ଜିଲ୍ଲାକୁ ପଠାଯିବ ବୋଲି ସେ ସୂଚନା ଦେଇଥିଲେ।






