ଇସ୍ତଫା ଚର୍ଚ୍ଚା ମିଛ; ମୁଁ ଇସ୍ତଫା ଦେଇନି, ଜିଲ୍ଲା ସଭାପତି ରହିଛି ଏବଂ ରହିବି: ସୁର ରାଉତରାୟ

The Sakala Picture
Published On

ଭୁବନେଶ୍ଵର: ଜିଲ୍ଲା କଂଗ୍ରେସ ସଭାପତି ପଦରୁ ଇସ୍ତଫା ପ୍ରସଙ୍ଗରେ ମୁହଁ ଖୋଲିଲେ ଜଟଣୀ ବିଧାୟକ ସୁର ରାଉତରାୟ। ସେ କହିଛନ୍ତି ଯେ, ମୋ ଇସ୍ତଫା ଚର୍ଚ୍ଚା ଭୁଲ। ମୁଁ ଇସ୍ତଫା ଦେଇ ନାହିଁ । ଜିଲ୍ଲା ସଭାପତି ଭାବେ ରହିଛି ଏବଂ ରହିବି। ଇସ୍ତଫା ଦେବା ଖବରକୁ ଖଣ୍ଡନ କରିଛନ୍ତି କଂଗ୍ରେସର ବରିଷ୍ଠ ବିଧାୟକ ସୁର ରାଉତରାୟ । ତାଙ୍କ ଇସ୍ତଫା ଦେବା ନେଇ ଯେଉଁ ଚର୍ଚ୍ଚା ଚାଲିଛି ତାହା ସମ୍ପୂର୍ଣ୍ଣ ଗୁଜବ। ବିଧାୟକ ସୁର ଆହୁରି […]

ଭୁବନେଶ୍ଵର: ଜିଲ୍ଲା କଂଗ୍ରେସ ସଭାପତି ପଦରୁ ଇସ୍ତଫା ପ୍ରସଙ୍ଗରେ ମୁହଁ ଖୋଲିଲେ ଜଟଣୀ ବିଧାୟକ ସୁର ରାଉତରାୟ। ସେ କହିଛନ୍ତି ଯେ, ମୋ ଇସ୍ତଫା ଚର୍ଚ୍ଚା ଭୁଲ। ମୁଁ ଇସ୍ତଫା ଦେଇ ନାହିଁ । ଜିଲ୍ଲା ସଭାପତି ଭାବେ ରହିଛି ଏବଂ ରହିବି। ଇସ୍ତଫା ଦେବା ଖବରକୁ ଖଣ୍ଡନ କରିଛନ୍ତି କଂଗ୍ରେସର ବରିଷ୍ଠ ବିଧାୟକ ସୁର ରାଉତରାୟ । ତାଙ୍କ ଇସ୍ତଫା ଦେବା ନେଇ ଯେଉଁ ଚର୍ଚ୍ଚା ଚାଲିଛି ତାହା ସମ୍ପୂର୍ଣ୍ଣ ଗୁଜବ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ITDA ବାଲିଗୁଡ଼ା ସହକାରୀ ନିର୍ବାହୀ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୯ଟି ସ୍ଥାନରେ ଚଢ଼ାଉ

ବିଧାୟକ ସୁର ଆହୁରି ମଧ୍ୟ କହିଛନ୍ତି କି, ନୂଆ ପିସିସି ଗଠନରେ ବାଲିପାଟଣାର ଜଣଙ୍କୁ ସଭ୍ୟ କରିବା ପାଇଁ ମୁଁ ପ୍ରସ୍ତାବ ଦେଇଥିଲି । ମାତ୍ର ତାଙ୍କୁ ସଭ୍ୟ କରାଯାଇ ନାହିଁ । ମୁଁ ନୁହେଁ, ସୋନିଆ ଗାନ୍ଧୀ କି ରାହୁଲ ଗାନ୍ଧୀ ଚାହିଁଲେ ବି ଶହେକୁ ଶହେ ସଭ୍ୟ ହୋଇ ପାରିବେ ନାହିଁ । କଂଗ୍ରେସ ବର୍ତ୍ତମାନ ଭାରତ ଯୋଡ ଜରିଆରେ ଲୋକଙ୍କ ସହ ଯୋଡି ହେଉଛି । ତେବେ ମୁଁ ଜିଲ୍ଲା ସଭାପତି ରହିଛି ଏବଂ ରହିବି ବୋଲି ସୁରେଶ ରାଉତରାୟ କହିଛନ୍ତି ।

ଆହୁରି ପଢ଼ନ୍ତୁ: ଆର୍ଥିକ ଅନଟନରେ ଶିକ୍ଷାର ଆଲୁଅ ଖୋଜୁଛନ୍ତି ମାନସ; +୩ ଆଡମିସନ୍‌ ପାଇଁ ପରଘରେ ମୂଲ ଲାଗୁଛନ୍ତି

20 Sep 2022 By The Sakala

ଇସ୍ତଫା ଚର୍ଚ୍ଚା ମିଛ; ମୁଁ ଇସ୍ତଫା ଦେଇନି, ଜିଲ୍ଲା ସଭାପତି ରହିଛି ଏବଂ ରହିବି: ସୁର ରାଉତରାୟ

ଭୁବନେଶ୍ଵର: ଜିଲ୍ଲା କଂଗ୍ରେସ ସଭାପତି ପଦରୁ ଇସ୍ତଫା ପ୍ରସଙ୍ଗରେ ମୁହଁ ଖୋଲିଲେ ଜଟଣୀ ବିଧାୟକ ସୁର ରାଉତରାୟ। ସେ କହିଛନ୍ତି ଯେ, ମୋ ଇସ୍ତଫା ଚର୍ଚ୍ଚା ଭୁଲ। ମୁଁ ଇସ୍ତଫା ଦେଇ ନାହିଁ । ଜିଲ୍ଲା ସଭାପତି ଭାବେ ରହିଛି ଏବଂ ରହିବି। ଇସ୍ତଫା ଦେବା ଖବରକୁ ଖଣ୍ଡନ କରିଛନ୍ତି କଂଗ୍ରେସର ବରିଷ୍ଠ ବିଧାୟକ ସୁର ରାଉତରାୟ । ତାଙ୍କ ଇସ୍ତଫା ଦେବା ନେଇ ଯେଉଁ ଚର୍ଚ୍ଚା ଚାଲିଛି ତାହା ସମ୍ପୂର୍ଣ୍ଣ ଗୁଜବ।

ବିଧାୟକ ସୁର ଆହୁରି ମଧ୍ୟ କହିଛନ୍ତି କି, ନୂଆ ପିସିସି ଗଠନରେ ବାଲିପାଟଣାର ଜଣଙ୍କୁ ସଭ୍ୟ କରିବା ପାଇଁ ମୁଁ ପ୍ରସ୍ତାବ ଦେଇଥିଲି । ମାତ୍ର ତାଙ୍କୁ ସଭ୍ୟ କରାଯାଇ ନାହିଁ । ମୁଁ ନୁହେଁ, ସୋନିଆ ଗାନ୍ଧୀ କି ରାହୁଲ ଗାନ୍ଧୀ ଚାହିଁଲେ ବି ଶହେକୁ ଶହେ ସଭ୍ୟ ହୋଇ ପାରିବେ ନାହିଁ । କଂଗ୍ରେସ ବର୍ତ୍ତମାନ ଭାରତ ଯୋଡ ଜରିଆରେ ଲୋକଙ୍କ ସହ ଯୋଡି ହେଉଛି । ତେବେ ମୁଁ ଜିଲ୍ଲା ସଭାପତି ରହିଛି ଏବଂ ରହିବି ବୋଲି ସୁରେଶ ରାଉତରାୟ କହିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର