ଭୁବନେଶ୍ୱରରୁ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର: ଘଟଣା ସ୍ଥଳରେ ପହଞ୍ଚିଲା ନନ୍ଦନକାନନର ରିସର୍ଚ୍ଚ ଟିମ୍‌, ଆହୁରି ଅନେକ ବଜ୍ରକାପ୍ତା ଥିବା ସନ୍ଦେହ

The Sakala Picture
Published On

ଭୁବନେଶ୍ୱର: ଭୁବନେଶ୍ୱରରୁ ଜୀବନ୍ତ ବଜ୍ରକପ୍ତା ଉଦ୍ଧାର।  ସୈନିକ ସ୍କୁଲ ନିକଟ ନ୍ୟୂ ଏଜି କୋଲନୀ ନିକଟରୁ ଉଦ୍ଧାର ହୋଇଛି। ଘଟଣା ସ୍ଥଳରେ ବନ ବିଭାଗ ଓ ଏସଟିଏଫ ଟିମ ପହଞ୍ଚି ଉଦ୍ଧାର କରିଛି। ସୂଚନା ଅନୁଯାୟୀ, ଡ୍ରେନ ଖୋଳା ହୋଇଥିବାରୁ  ଜଣକ ଘର ଭିତରୁ ଏହି ବଜ୍ରକାପ୍ତା ପଶି ଯାଇ ଥିବା ସନ୍ଧେହ କରାଯାଉଛି। ଏକାଧିକ ବଜ୍ରକାପ୍ତା ଥିବା ନେଇ ବନ ବିଭାଗର ସନ୍ଧେହ କରୁଛି। ନନ୍ଦନକାନନର ଏକ ରିସର୍ଚ୍ଚ ଟିମ ମଧ୍ଯ ଘଟଣା ସ୍ଥଳରେ ପହଞ୍ଚିଛି। ଘଟଣା […]

ଭୁବନେଶ୍ୱର: ଭୁବନେଶ୍ୱରରୁ ଜୀବନ୍ତ ବଜ୍ରକପ୍ତା ଉଦ୍ଧାର।  ସୈନିକ ସ୍କୁଲ ନିକଟ ନ୍ୟୂ ଏଜି କୋଲନୀ ନିକଟରୁ ଉଦ୍ଧାର ହୋଇଛି। ଘଟଣା ସ୍ଥଳରେ ବନ ବିଭାଗ ଓ ଏସଟିଏଫ ଟିମ ପହଞ୍ଚି ଉଦ୍ଧାର କରିଛି।

ଆହୁରି ପଢ଼ନ୍ତୁ: ଭିତରକନିକା ଜାତୀୟ ଉଦ୍ୟାନରେ ତିନି ଦିନିଆ ପକ୍ଷୀ ଗଣନା ଆରମ୍ଭ

ସୂଚନା ଅନୁଯାୟୀ, ଡ୍ରେନ ଖୋଳା ହୋଇଥିବାରୁ  ଜଣକ ଘର ଭିତରୁ ଏହି ବଜ୍ରକାପ୍ତା ପଶି ଯାଇ ଥିବା ସନ୍ଧେହ କରାଯାଉଛି। ଏକାଧିକ ବଜ୍ରକାପ୍ତା ଥିବା ନେଇ ବନ ବିଭାଗର ସନ୍ଧେହ କରୁଛି। ନନ୍ଦନକାନନର ଏକ ରିସର୍ଚ୍ଚ ଟିମ ମଧ୍ଯ ଘଟଣା ସ୍ଥଳରେ ପହଞ୍ଚିଛି। ଘଟଣା ସ୍ଥଳରୁ ବଜ୍ରକପ୍ତାଙ୍କ ପାଦ ଚିହ୍ନ ଠାବ କରାଯାଇଛି।

ଆହୁରି ପଢ଼ନ୍ତୁ: ବନ୍ୟା ସହାୟତା ପ୍ରଦାନରେ ସରକାରଙ୍କ ପାତରଅନ୍ତର, ବିରୋଧୀ ପ୍ରତିନିଧିତ୍ୱ କରୁଥିବା ଅଞ୍ଚଳକୁ ଅଣଦେଖା କରୁଛନ୍ତି ରାଜ୍ୟ ସରକାର: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର