ସୁଦୃଢ ହେବ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ସ୍ବାସ୍ଥ୍ଯ ଚିକିତ୍ସା: ଆସନ୍ତା ୨୨ରେ ୫୧୦ ଜଣ ମେଡ଼ିକାଲ ଅଫିସରଙ୍କୁ ନିଯୁକ୍ତି ପତ୍ର ପ୍ରଦାନ

The Sakala Picture
Published On

ଭୁବନେଶ୍ବର: ରଜ୍ୟରେ ନୂତନ ଡାକ୍ତର ନିଯୁକ୍ତି ସଂକ୍ରାନ୍ତରେ ସ୍ବାସ୍ଥ୍ଯ ମନ୍ତ୍ରୀ ଗୃହରେ ବିବୃତ୍ତି ରଖିଛନ୍ତି। ରାଜ୍ଯସରକାର ସ୍ବାସ୍ଥ୍ଯ ସେବାକୁ ଗୁରୁତ୍ବ ଦେବା ସହିତ ଏହାକୁ ଲୋକାଭିମୁଖି କରିବା ଦିଗରେ ଉଦ୍ଯମ ଜାରି ରଖିଛନ୍ତି। ଉନ୍ନତ ସ୍ବାସ୍ଥ୍ଯ  ସେବା ଯୋଗାଇ ଦେବା ଲକ୍ଷ୍ଯରେ ଡାକ୍ତରମାନଙ୍କ ଭୂମିକାକୁ ଗୁରୁତ୍ବ ଦିଆଯାଇଛି। ବିଗତ ୪ ବର୍ଷ ଧରି  ସରକାର ନିୟମିତ ଭାବରେ ଓଡ଼ିଶା ଲୋକସେବା ଆୟୋଗ ଚୟନ ପ୍ରକ୍ରିୟା ମାଧ୍ଯମରେ ନିଯୁକ୍ତି ପ୍ରଦାନ କରୁଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା […]

ଭୁବନେଶ୍ବର: ରଜ୍ୟରେ ନୂତନ ଡାକ୍ତର ନିଯୁକ୍ତି ସଂକ୍ରାନ୍ତରେ ସ୍ବାସ୍ଥ୍ଯ ମନ୍ତ୍ରୀ ଗୃହରେ ବିବୃତ୍ତି ରଖିଛନ୍ତି। ରାଜ୍ଯସରକାର ସ୍ବାସ୍ଥ୍ଯ ସେବାକୁ ଗୁରୁତ୍ବ ଦେବା ସହିତ ଏହାକୁ ଲୋକାଭିମୁଖି କରିବା ଦିଗରେ ଉଦ୍ଯମ ଜାରି ରଖିଛନ୍ତି। ଉନ୍ନତ ସ୍ବାସ୍ଥ୍ଯ  ସେବା ଯୋଗାଇ ଦେବା ଲକ୍ଷ୍ଯରେ ଡାକ୍ତରମାନଙ୍କ ଭୂମିକାକୁ ଗୁରୁତ୍ବ ଦିଆଯାଇଛି। ବିଗତ ୪ ବର୍ଷ ଧରି  ସରକାର ନିୟମିତ ଭାବରେ ଓଡ଼ିଶା ଲୋକସେବା ଆୟୋଗ ଚୟନ ପ୍ରକ୍ରିୟା ମାଧ୍ଯମରେ ନିଯୁକ୍ତି ପ୍ରଦାନ କରୁଛନ୍ତି।

ଆହୁରି ପଢ଼ନ୍ତୁ: ପ୍ରକାଶ ପାଇଲା UPSC ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ, ଅନୁଜ ଅଗ୍ନିହୋତ୍ରୀ ଟପ୍ପର

ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨୨ ତାରିଖରେ ନୂତନ ଭାବେ ଚୟନ ହୋଇଥିବା ୫୧୦ ଜଣ ମେଡ଼ିକାଲ ଅଫିସରଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବାକୁ ଯାଉଛନ୍ତି । ତନ୍ମଧ୍ୟରୁ ୩୫୮ ଜଣ ଏଲୋପାଥିକ ଡ଼ାକ୍ତର, ୧୧୬ ଜଣ ହୋମିଓପାଥିକ୍ ଡ଼ାକ୍ତର ଓ ୩୬ ଜଣ ହୋମିିଓପାଥିକ ଅଧ୍ୟାପକ ଅଛନ୍ତି । ନୂତନ ଡାକ୍ତରଙ୍କ ନିଯୁକ୍ତି ଦ୍ଵାରା ରାଜ୍ୟରେ ଡାକ୍ତରୀ ସମସ୍ୟା ଅନେକାଂଶରେ ଦୂର ହେବା ସହ କୋଭିଡ ତଥା ଅନ୍ଯାନ ଜନ ସ୍ବାସ୍ଥ୍ଯ ଚିକିତ୍ସା ରାଜ୍ଯରେ ସହରାଞ୍ଚଳ ତଥା ଗ୍ରାମାଞ୍ଚଳରେ ସୁଦୃଢ ହେବାରେ  ସହାୟକ ହୋଇ ପାରିବ। ଆମ ସରକାର ମାନ୍ଯବାର ମୁଖ୍ଯମନ୍ତ୍ରୀଙ୍କ ବଳିଷ୍ଠ ନେତୃତ୍ବରେ  ଉନ୍ନତ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାରେ ଦୃଢ ସଙ୍କଳ୍ପ ବଦ୍ଧ।

ଆହୁରି ପଢ଼ନ୍ତୁ: କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

20 Jul 2022 By The Sakala

ସୁଦୃଢ ହେବ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ସ୍ବାସ୍ଥ୍ଯ ଚିକିତ୍ସା: ଆସନ୍ତା ୨୨ରେ ୫୧୦ ଜଣ ମେଡ଼ିକାଲ ଅଫିସରଙ୍କୁ ନିଯୁକ୍ତି ପତ୍ର ପ୍ରଦାନ

ଭୁବନେଶ୍ବର: ରଜ୍ୟରେ ନୂତନ ଡାକ୍ତର ନିଯୁକ୍ତି ସଂକ୍ରାନ୍ତରେ ସ୍ବାସ୍ଥ୍ଯ ମନ୍ତ୍ରୀ ଗୃହରେ ବିବୃତ୍ତି ରଖିଛନ୍ତି। ରାଜ୍ଯସରକାର ସ୍ବାସ୍ଥ୍ଯ ସେବାକୁ ଗୁରୁତ୍ବ ଦେବା ସହିତ ଏହାକୁ ଲୋକାଭିମୁଖି କରିବା ଦିଗରେ ଉଦ୍ଯମ ଜାରି ରଖିଛନ୍ତି। ଉନ୍ନତ ସ୍ବାସ୍ଥ୍ଯ  ସେବା ଯୋଗାଇ ଦେବା ଲକ୍ଷ୍ଯରେ ଡାକ୍ତରମାନଙ୍କ ଭୂମିକାକୁ ଗୁରୁତ୍ବ ଦିଆଯାଇଛି। ବିଗତ ୪ ବର୍ଷ ଧରି  ସରକାର ନିୟମିତ ଭାବରେ ଓଡ଼ିଶା ଲୋକସେବା ଆୟୋଗ ଚୟନ ପ୍ରକ୍ରିୟା ମାଧ୍ଯମରେ ନିଯୁକ୍ତି ପ୍ରଦାନ କରୁଛନ୍ତି।

ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨୨ ତାରିଖରେ ନୂତନ ଭାବେ ଚୟନ ହୋଇଥିବା ୫୧୦ ଜଣ ମେଡ଼ିକାଲ ଅଫିସରଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବାକୁ ଯାଉଛନ୍ତି । ତନ୍ମଧ୍ୟରୁ ୩୫୮ ଜଣ ଏଲୋପାଥିକ ଡ଼ାକ୍ତର, ୧୧୬ ଜଣ ହୋମିଓପାଥିକ୍ ଡ଼ାକ୍ତର ଓ ୩୬ ଜଣ ହୋମିିଓପାଥିକ ଅଧ୍ୟାପକ ଅଛନ୍ତି । ନୂତନ ଡାକ୍ତରଙ୍କ ନିଯୁକ୍ତି ଦ୍ଵାରା ରାଜ୍ୟରେ ଡାକ୍ତରୀ ସମସ୍ୟା ଅନେକାଂଶରେ ଦୂର ହେବା ସହ କୋଭିଡ ତଥା ଅନ୍ଯାନ ଜନ ସ୍ବାସ୍ଥ୍ଯ ଚିକିତ୍ସା ରାଜ୍ଯରେ ସହରାଞ୍ଚଳ ତଥା ଗ୍ରାମାଞ୍ଚଳରେ ସୁଦୃଢ ହେବାରେ  ସହାୟକ ହୋଇ ପାରିବ। ଆମ ସରକାର ମାନ୍ଯବାର ମୁଖ୍ଯମନ୍ତ୍ରୀଙ୍କ ବଳିଷ୍ଠ ନେତୃତ୍ବରେ  ଉନ୍ନତ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାରେ ଦୃଢ ସଙ୍କଳ୍ପ ବଦ୍ଧ।

https://www.thesakala.in/latest-odisha-news/appointment-letter-will-be-handed-over-to-510-medical-officers-on-the-22nd-july/article-13476
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp