ଅପରାଧିଙ୍କୁ ସାବାଡ଼ କରିବ ‘ଜେଲ ପରେଡ୍‌’: ଜେଲରୁ ଫେରି ଘଟାଇ ପାରିବେନି ଅପରାଧ

The Sakala Picture
Published On

ଭୁବନେଶ୍ୱର: ଅପରାଧିଙ୍କୁ ସାବାଡ଼ କରିବ ‘ଜେଲ ପରେଡ୍‌’। ଜେଲରୁ ଫେରି ଘଟାଇ ପାରିବେନି ଅପରାଧ । ରବିବାର ସକାଳୁ ଜେଲ ଭିତରେ ଧାଡି ପହରା । କନଷ୍ଟେବଳ ନୁହେଁ, ଉପସ୍ଥିତ ରହିବେ ଥାନାଧିକାରୀ । ପୁଲିସ ମାନୁଆଲ ଅନୁସାରେ ଯେଉଁ ଜେଲରେ ଅଭିଯୁକ୍ତଙ୍କ ଉପରେ ନଜର ରଖିବେ ଥାନା କର୍ତ୍ତୁପକ୍ଷ । ଜେଲରେ ଅଭିଯୁକ୍ତ କାହା ସହ ଅଧିକ ବନ୍ଧୁତା କରୁଛି। ମୂଲାକାତ ବେଳେ କାହାକୁ ଭେଟୁଛନ୍ତି ତାହା ଟିକିନିଖି ଯାଞ୍ଚ ହେବ ।  ପୋଲିସ ଓ […]

ଭୁବନେଶ୍ୱର: ଅପରାଧିଙ୍କୁ ସାବାଡ଼ କରିବ ‘ଜେଲ ପରେଡ୍‌’। ଜେଲରୁ ଫେରି ଘଟାଇ ପାରିବେନି ଅପରାଧ । ରବିବାର ସକାଳୁ ଜେଲ ଭିତରେ ଧାଡି ପହରା । କନଷ୍ଟେବଳ ନୁହେଁ, ଉପସ୍ଥିତ ରହିବେ ଥାନାଧିକାରୀ । ପୁଲିସ ମାନୁଆଲ ଅନୁସାରେ ଯେଉଁ ଜେଲରେ ଅଭିଯୁକ୍ତଙ୍କ ଉପରେ ନଜର ରଖିବେ ଥାନା କର୍ତ୍ତୁପକ୍ଷ । ଜେଲରେ ଅଭିଯୁକ୍ତ କାହା ସହ ଅଧିକ ବନ୍ଧୁତା କରୁଛି। ମୂଲାକାତ ବେଳେ କାହାକୁ ଭେଟୁଛନ୍ତି ତାହା ଟିକିନିଖି ଯାଞ୍ଚ ହେବ ।  ପୋଲିସ ଓ ଜେଲ ବିଭାଗର ସମନ୍ୱୟ ଅଭାବରୁ ଜେଲକୁ ଯାଉନାହିଁ ପୁଲିସ । ଫରଓ୍ବାର୍ଡ କରିଦେଇ କୋର୍ଟରୁ ସାରିଦେଉଛି କାମ। ଫଳରେ ବେଲରେ ଆସି କ୍ରାଇମ ସିଣ୍ଡିକେଟ ତିଆରି କରୁଛନ୍ତି ଅଭିଯୁକ୍ତ। ଏବେ ଭୁବନେଶ୍ୱର ଡିସିପିଙ୍କ ନିର୍ଦ୍ଦେଶରେ ପୁଣିଥରେ ଆରମ୍ଭ ହେବାକୁ ଯାଉଛି ‘ ଜେଲ ପରେଡ଼ ‘ ।

ଆହୁରି ପଢ଼ନ୍ତୁ: ବିବାହ ବେଦୀରେ ବସିବା ପରେ ବଦଳିଗଲା ବରର ମନ, କନିଆଁକୁ ଛାଡ଼ି ପଳାଇ ଆସିଲା ପୁଅ

ପ୍ରତ୍ୟେକ ରବିବାର ସମସ୍ତ ଥାନାଧିକାରୀ ଜେଲ୍ ଯିବେ । ସକାଳ ୭.୩୦ ସୁଧା ରେଜିଷ୍ଟର ଯାଞ୍ଚ କରାଯିବ । ୮ଟା ବେଳକୁ ଧାଡି କରି ଅଭିଯୁକ୍ତଙ୍କୁ ଛିଡା କରାଯାଇ ସେମାନଙ୍କ ସମ୍ପର୍କରେ ତଥ୍ୟ ନିଆଯିବ। ଅପରାଧୀଙ୍କର ଆଚରଣ, ସେ କେତେ ମାମଲାରେ ସମ୍ପୃକ୍ତ, ଘଟାଇଥିବା ଅପରାଧର ତରିକା କଣ ? ଏସବୁର ସବୁର ତର୍ଜମା ହେବ। ଫଳରେ ଜାମିନରେ ଆସିବା ପରେ ଅଭିଯୁକ୍ତଙ୍କ ଗତିବିଧି ଉପରେ ଥାନାର ନଜର ରହିପାରିବ ।

ଆହୁରି ପଢ଼ନ୍ତୁ: ଗୁଣି ଗାରେଡି ସନ୍ଦେହରେ ମା-ଝିଅଙ୍କୁ ଧାରୁଆ ଅସ୍ତ୍ରରେ ହାଣି ନିର୍ମମ ଭାବେ ହତ୍ୟା କଲେ ପଡୋଶୀ

କେବଳ ଜେଲ ପରେଡ଼ ନୁହେଁ, ଯଦି ପୂର୍ବରୁ ପ୍ରଚଳିତ ଗ୍ରାମରକ୍ଷୀ ପ୍ୟାରେଡ଼ ବ୍ୟବସ୍ଥା ମଧ୍ୟ ପ୍ରଚଳିତ ହୁଏ, ତେବେ ଅପରାଧୀଙ୍କ ଉପରେ ଲଗାମ ଲାଗିପାରିବ । ଜେଲରେ ରହୁଥିବା ଅଭିଯୁକ୍ତ ବିଷୟରେ ଟିକିନିଖି ତଥ୍ୟ ରଖିବ ପୁଲିସ । ଅପରାଧୀଙ୍କ ଗତିବିଧିକୁ ନଜରରେ ରଖିବା ପାଇଁ ଜେଲ ଭିତରେ ହେବ ପରେଡ଼। ଏହି ସମୟରେ ଜେଲ୍ ଭିତରେ ଉପସ୍ଥିତ ରହିବେ ସମସ୍ତ ଥାନାର ଥାନାଧିକାରୀ । ପ୍ରତ୍ୟେକ ରବିବାର ସକାଳ ୮ଟାରୁ କରାଯିବ ପରେଡ଼ । ଫଳରେ ବେଲରେ ଆସିବା ପରେ ବି ଅପରାଧୀଙ୍କ ଉପରେ ନଜର ରଖିପାରିବେ ଥାନା କର୍ତ୍ତୃପକ୍ଷ ।

ଆହୁରି ପଢ଼ନ୍ତୁ: ରାସ୍ତା କଡ଼ରେ ଠିଆ ହୋଇଥିବା ବେଳେ ଧକ୍କା ଦେଲା କଣ୍ଟେନର, ଚାଲିଗଲା ୨ ଜଣଙ୍କ ଜୀବନ

22 Jun 2022 By The Sakala

ଅପରାଧିଙ୍କୁ ସାବାଡ଼ କରିବ ‘ଜେଲ ପରେଡ୍‌’: ଜେଲରୁ ଫେରି ଘଟାଇ ପାରିବେନି ଅପରାଧ

ଭୁବନେଶ୍ୱର: ଅପରାଧିଙ୍କୁ ସାବାଡ଼ କରିବ ‘ଜେଲ ପରେଡ୍‌’। ଜେଲରୁ ଫେରି ଘଟାଇ ପାରିବେନି ଅପରାଧ । ରବିବାର ସକାଳୁ ଜେଲ ଭିତରେ ଧାଡି ପହରା । କନଷ୍ଟେବଳ ନୁହେଁ, ଉପସ୍ଥିତ ରହିବେ ଥାନାଧିକାରୀ । ପୁଲିସ ମାନୁଆଲ ଅନୁସାରେ ଯେଉଁ ଜେଲରେ ଅଭିଯୁକ୍ତଙ୍କ ଉପରେ ନଜର ରଖିବେ ଥାନା କର୍ତ୍ତୁପକ୍ଷ । ଜେଲରେ ଅଭିଯୁକ୍ତ କାହା ସହ ଅଧିକ ବନ୍ଧୁତା କରୁଛି। ମୂଲାକାତ ବେଳେ କାହାକୁ ଭେଟୁଛନ୍ତି ତାହା ଟିକିନିଖି ଯାଞ୍ଚ ହେବ ।  ପୋଲିସ ଓ ଜେଲ ବିଭାଗର ସମନ୍ୱୟ ଅଭାବରୁ ଜେଲକୁ ଯାଉନାହିଁ ପୁଲିସ । ଫରଓ୍ବାର୍ଡ କରିଦେଇ କୋର୍ଟରୁ ସାରିଦେଉଛି କାମ। ଫଳରେ ବେଲରେ ଆସି କ୍ରାଇମ ସିଣ୍ଡିକେଟ ତିଆରି କରୁଛନ୍ତି ଅଭିଯୁକ୍ତ। ଏବେ ଭୁବନେଶ୍ୱର ଡିସିପିଙ୍କ ନିର୍ଦ୍ଦେଶରେ ପୁଣିଥରେ ଆରମ୍ଭ ହେବାକୁ ଯାଉଛି ‘ ଜେଲ ପରେଡ଼ ‘ ।

ପ୍ରତ୍ୟେକ ରବିବାର ସମସ୍ତ ଥାନାଧିକାରୀ ଜେଲ୍ ଯିବେ । ସକାଳ ୭.୩୦ ସୁଧା ରେଜିଷ୍ଟର ଯାଞ୍ଚ କରାଯିବ । ୮ଟା ବେଳକୁ ଧାଡି କରି ଅଭିଯୁକ୍ତଙ୍କୁ ଛିଡା କରାଯାଇ ସେମାନଙ୍କ ସମ୍ପର୍କରେ ତଥ୍ୟ ନିଆଯିବ। ଅପରାଧୀଙ୍କର ଆଚରଣ, ସେ କେତେ ମାମଲାରେ ସମ୍ପୃକ୍ତ, ଘଟାଇଥିବା ଅପରାଧର ତରିକା କଣ ? ଏସବୁର ସବୁର ତର୍ଜମା ହେବ। ଫଳରେ ଜାମିନରେ ଆସିବା ପରେ ଅଭିଯୁକ୍ତଙ୍କ ଗତିବିଧି ଉପରେ ଥାନାର ନଜର ରହିପାରିବ ।

କେବଳ ଜେଲ ପରେଡ଼ ନୁହେଁ, ଯଦି ପୂର୍ବରୁ ପ୍ରଚଳିତ ଗ୍ରାମରକ୍ଷୀ ପ୍ୟାରେଡ଼ ବ୍ୟବସ୍ଥା ମଧ୍ୟ ପ୍ରଚଳିତ ହୁଏ, ତେବେ ଅପରାଧୀଙ୍କ ଉପରେ ଲଗାମ ଲାଗିପାରିବ । ଜେଲରେ ରହୁଥିବା ଅଭିଯୁକ୍ତ ବିଷୟରେ ଟିକିନିଖି ତଥ୍ୟ ରଖିବ ପୁଲିସ । ଅପରାଧୀଙ୍କ ଗତିବିଧିକୁ ନଜରରେ ରଖିବା ପାଇଁ ଜେଲ ଭିତରେ ହେବ ପରେଡ଼। ଏହି ସମୟରେ ଜେଲ୍ ଭିତରେ ଉପସ୍ଥିତ ରହିବେ ସମସ୍ତ ଥାନାର ଥାନାଧିକାରୀ । ପ୍ରତ୍ୟେକ ରବିବାର ସକାଳ ୮ଟାରୁ କରାଯିବ ପରେଡ଼ । ଫଳରେ ବେଲରେ ଆସିବା ପରେ ବି ଅପରାଧୀଙ୍କ ଉପରେ ନଜର ରଖିପାରିବେ ଥାନା କର୍ତ୍ତୃପକ୍ଷ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର