ରଥଯାତ୍ରା ୨୦୨୨: ଆଜିଠୁ ରଥଖଳାରେ ଆରମ୍ଭ ହେଲା ସିଙ୍ଗଡ଼ା ବାଡ଼ିଆ କାର୍ଯ୍ଯ

The Sakala Picture
Published On

ପୁରୀ: ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ଯେତିକି ପାଖେଇ ଆସୁଛି ଚଳଚଞ୍ଚଳ ହେବାରେ ଲାଗିଛି ରଥଖଳା। ରଥଖଳାରେ ଜୋରସୋରରେ ଚାଲିଛି ରଥ କାମ । ଆଜି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ଯାଳୟ ସମ୍ମୁଖ ରଥଖଳାରେ ଆରମ୍ଭ ହେଲା ସିଙ୍ଗଡ଼ା ବାଡିଆ କାର୍ଯ୍ଯ। ପାରମ୍ପରିକ ଭାବେ ମା’ ଚର୍ଚ୍ଚିକାଙ୍କ ନିକଟରେ ଭୋଇ ସେବାୟତଙ୍କ ପୂଜା ପରେ ନଡ଼ିଆ ବାଡିଆ ଯାଇ ଶୁଭାରମ୍ଭ ହୋଇଛି ସିଙ୍ଗଡ଼ା ବାଡିଆ । ଗତକାଲି ନିର୍ମାଣ ହୋଇଥିବା ଯନ୍ତା ଗାଡରେ ସିଙ୍ଗଡ଼ା ବାଡିଆ କାର୍ଯ୍ଯ ଭୋଇ ସେବାୟତମାନେ […]

ପୁରୀ: ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ଯେତିକି ପାଖେଇ ଆସୁଛି ଚଳଚଞ୍ଚଳ ହେବାରେ ଲାଗିଛି ରଥଖଳା। ରଥଖଳାରେ ଜୋରସୋରରେ ଚାଲିଛି ରଥ କାମ । ଆଜି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ଯାଳୟ ସମ୍ମୁଖ ରଥଖଳାରେ ଆରମ୍ଭ ହେଲା ସିଙ୍ଗଡ଼ା ବାଡିଆ କାର୍ଯ୍ଯ। ପାରମ୍ପରିକ ଭାବେ ମା’ ଚର୍ଚ୍ଚିକାଙ୍କ ନିକଟରେ ଭୋଇ ସେବାୟତଙ୍କ ପୂଜା ପରେ ନଡ଼ିଆ ବାଡିଆ ଯାଇ ଶୁଭାରମ୍ଭ ହୋଇଛି ସିଙ୍ଗଡ଼ା ବାଡିଆ । ଗତକାଲି ନିର୍ମାଣ ହୋଇଥିବା ଯନ୍ତା ଗାଡରେ ସିଙ୍ଗଡ଼ା ବାଡିଆ କାର୍ଯ୍ଯ ଭୋଇ ସେବାୟତମାନେ ଆରମ୍ଭ କରିଛନ୍ତି । ୩ ରଥରେ ଥିବା ୪୨ଟି ତୁମ୍ଭରେ ୬୭୨ ଖଣ୍ଡ ଅରକୁ ସଂଯୋଗ କରାଯାଇଥାଏ।

ଆହୁରି ପଢ଼ନ୍ତୁ: କୋଷ୍ଟାଲ ହାଇଓ୍ବେକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲା ବିଜେଡ଼ି; 'ଏ ପ୍ରକଳ୍ପ ପର୍ଯ୍ୟଟନ ବିକାଶରେ ସହାୟକ ହେବ ନାହିଁ'

15 May 2022 By The Sakala

ରଥଯାତ୍ରା ୨୦୨୨: ଆଜିଠୁ ରଥଖଳାରେ ଆରମ୍ଭ ହେଲା ସିଙ୍ଗଡ଼ା ବାଡ଼ିଆ କାର୍ଯ୍ଯ

ପୁରୀ: ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ଯେତିକି ପାଖେଇ ଆସୁଛି ଚଳଚଞ୍ଚଳ ହେବାରେ ଲାଗିଛି ରଥଖଳା। ରଥଖଳାରେ ଜୋରସୋରରେ ଚାଲିଛି ରଥ କାମ । ଆଜି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ଯାଳୟ ସମ୍ମୁଖ ରଥଖଳାରେ ଆରମ୍ଭ ହେଲା ସିଙ୍ଗଡ଼ା ବାଡିଆ କାର୍ଯ୍ଯ। ପାରମ୍ପରିକ ଭାବେ ମା’ ଚର୍ଚ୍ଚିକାଙ୍କ ନିକଟରେ ଭୋଇ ସେବାୟତଙ୍କ ପୂଜା ପରେ ନଡ଼ିଆ ବାଡିଆ ଯାଇ ଶୁଭାରମ୍ଭ ହୋଇଛି ସିଙ୍ଗଡ଼ା ବାଡିଆ । ଗତକାଲି ନିର୍ମାଣ ହୋଇଥିବା ଯନ୍ତା ଗାଡରେ ସିଙ୍ଗଡ଼ା ବାଡିଆ କାର୍ଯ୍ଯ ଭୋଇ ସେବାୟତମାନେ ଆରମ୍ଭ କରିଛନ୍ତି । ୩ ରଥରେ ଥିବା ୪୨ଟି ତୁମ୍ଭରେ ୬୭୨ ଖଣ୍ଡ ଅରକୁ ସଂଯୋଗ କରାଯାଇଥାଏ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର