ସମ୍ଭାବ୍ଯ ବାତ୍ଯା ମୁକାବିଲା: ଆଗୁଆ ପଦକ୍ଷେପ ନେବା ସହ ପ୍ରସ୍ତୁତ ଅଛନ୍ତି ରାଜ୍ୟସରକାର

The Sakala Picture
Published On

ଭୁବନେଶ୍ୱର: ସମ୍ଭାବ୍ଯ ବାତ୍ଯା ମୁକାବିଲା ପାଇଁ ରାଜ୍ଯସରକାର ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ କରି ଦେଇଛନନ୍ତି। ବାତ୍ୟା ମୁକାବିଲା ପାଇଁ ୧୮ ଜିଲ୍ଲାପାଳ ସଜାଗ ଅଛନ୍ତି । କାଲି ସନ୍ଧ୍ୟା ସୁଦ୍ଧା ବାତ୍ୟାର ଗତିପଥ ଆହୁରି ସ୍ପଷ୍ଟ ହେବ। କେଉଁଠି ଉପକୂଳ ଛୁଇଁବ ବାତ୍ୟା ଏଯାଏ ସ୍ପଷ୍ଟ ହୋଇନାହିଁ । ଚିତ୍ର ସ୍ପଷ୍ଟ ହେବାପରେ ଓଡ୍ରାଫ୍ ଓ ଏନଡିଆରଏଫ୍ ଟିମ ନିୟୋଜିତ ହେବେ। ୧୭ଟି NDRF, ୨୦ଟି ODRAF ଟିମ୍ ଓ ୧୭୫ଟି ଫାୟାର ଟିମ୍ ପ୍ରସ୍ତୁତ […]

ଭୁବନେଶ୍ୱର: ସମ୍ଭାବ୍ଯ ବାତ୍ଯା ମୁକାବିଲା ପାଇଁ ରାଜ୍ଯସରକାର ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ କରି ଦେଇଛନନ୍ତି। ବାତ୍ୟା ମୁକାବିଲା ପାଇଁ ୧୮ ଜିଲ୍ଲାପାଳ ସଜାଗ ଅଛନ୍ତି । କାଲି ସନ୍ଧ୍ୟା ସୁଦ୍ଧା ବାତ୍ୟାର ଗତିପଥ ଆହୁରି ସ୍ପଷ୍ଟ ହେବ। କେଉଁଠି ଉପକୂଳ ଛୁଇଁବ ବାତ୍ୟା ଏଯାଏ ସ୍ପଷ୍ଟ ହୋଇନାହିଁ । ଚିତ୍ର ସ୍ପଷ୍ଟ ହେବାପରେ ଓଡ୍ରାଫ୍ ଓ ଏନଡିଆରଏଫ୍ ଟିମ ନିୟୋଜିତ ହେବେ। ୧୭ଟି NDRF, ୨୦ଟି ODRAF ଟିମ୍ ଓ ୧୭୫ଟି ଫାୟାର ଟିମ୍ ପ୍ରସ୍ତୁତ ହୋଇ ଅଛନ୍ତି।

ଆହୁରି ପଢ଼ନ୍ତୁ: ଏପ୍ରିଲ ପହିଲାରୁ ଓଡ଼ିଶାରେ ଆରମ୍ଭ ହେବ SIR ପ୍ରକ୍ରିୟା, ୯୦% ମ୍ୟାପିଂ କରାସରିଛି କହିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

ସ୍ଵତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି ଯେ, ମେ ୮ ତାରିଖ ସନ୍ଧ୍ୟାରେ ବାତ୍ୟାର ରୂପ ନେଇପାରେ ଅବପତ। ତେଣୁ ୮ ରୁ ୧୦ ତାରିଖ ପର୍ଯ୍ଯନ୍ତ ସମୁଦ୍ର ଅଶାନ୍ତ ରହିବ। ମେ ୧୦ ଯାଏଁ ଉତ୍ତର – ପଶ୍ଚିମ ଦିଗରେ ଗତି କରିବ ଅବପାତ। କେଉଁଠି ଉପକୂଳ ଛୁଇଁବ ବାତ୍ୟା, ତାହା ସ୍ପଷ୍ଟ ହୋଇନାହିଁ। ୧୦ ତାରିଖ ବେଳକୁ ଉପକୂଳ ଠାରୁ ୨୫୦ କିଲୋମିଟର ଦୂରରେ ଥିବ ବାତ୍ୟା। ଏହି ସମୟରେ ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ଜଗତସିଂହପୁର ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ମତ୍ସ୍ୟଜବୀମାନଙ୍କୁ ମେ ୮ ତାରିଖ ସକାଳ ସୁଦ୍ଧା ସମୁଦ୍ରରୁ କୂଳକୁ ଫେରିଆସିବାକୁ  ନିର୍ଦ୍ଦେଶ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଓଡିଶାରୁ ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ

06 May 2022 By The Sakala

ସମ୍ଭାବ୍ଯ ବାତ୍ଯା ମୁକାବିଲା: ଆଗୁଆ ପଦକ୍ଷେପ ନେବା ସହ ପ୍ରସ୍ତୁତ ଅଛନ୍ତି ରାଜ୍ୟସରକାର

ଭୁବନେଶ୍ୱର: ସମ୍ଭାବ୍ଯ ବାତ୍ଯା ମୁକାବିଲା ପାଇଁ ରାଜ୍ଯସରକାର ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ କରି ଦେଇଛନନ୍ତି। ବାତ୍ୟା ମୁକାବିଲା ପାଇଁ ୧୮ ଜିଲ୍ଲାପାଳ ସଜାଗ ଅଛନ୍ତି । କାଲି ସନ୍ଧ୍ୟା ସୁଦ୍ଧା ବାତ୍ୟାର ଗତିପଥ ଆହୁରି ସ୍ପଷ୍ଟ ହେବ। କେଉଁଠି ଉପକୂଳ ଛୁଇଁବ ବାତ୍ୟା ଏଯାଏ ସ୍ପଷ୍ଟ ହୋଇନାହିଁ । ଚିତ୍ର ସ୍ପଷ୍ଟ ହେବାପରେ ଓଡ୍ରାଫ୍ ଓ ଏନଡିଆରଏଫ୍ ଟିମ ନିୟୋଜିତ ହେବେ। ୧୭ଟି NDRF, ୨୦ଟି ODRAF ଟିମ୍ ଓ ୧୭୫ଟି ଫାୟାର ଟିମ୍ ପ୍ରସ୍ତୁତ ହୋଇ ଅଛନ୍ତି।

ସ୍ଵତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି ଯେ, ମେ ୮ ତାରିଖ ସନ୍ଧ୍ୟାରେ ବାତ୍ୟାର ରୂପ ନେଇପାରେ ଅବପତ। ତେଣୁ ୮ ରୁ ୧୦ ତାରିଖ ପର୍ଯ୍ଯନ୍ତ ସମୁଦ୍ର ଅଶାନ୍ତ ରହିବ। ମେ ୧୦ ଯାଏଁ ଉତ୍ତର – ପଶ୍ଚିମ ଦିଗରେ ଗତି କରିବ ଅବପାତ। କେଉଁଠି ଉପକୂଳ ଛୁଇଁବ ବାତ୍ୟା, ତାହା ସ୍ପଷ୍ଟ ହୋଇନାହିଁ। ୧୦ ତାରିଖ ବେଳକୁ ଉପକୂଳ ଠାରୁ ୨୫୦ କିଲୋମିଟର ଦୂରରେ ଥିବ ବାତ୍ୟା। ଏହି ସମୟରେ ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ଜଗତସିଂହପୁର ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ମତ୍ସ୍ୟଜବୀମାନଙ୍କୁ ମେ ୮ ତାରିଖ ସକାଳ ସୁଦ୍ଧା ସମୁଦ୍ରରୁ କୂଳକୁ ଫେରିଆସିବାକୁ  ନିର୍ଦ୍ଦେଶ ଦିଆଯାଇଛି।

https://www.thesakala.in/latest-odisha-news/government-is-ready-to-take-precutions-for-possible-cyclone/article-11349
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର