ସିକ୍ୟୁରିଟି ଗାର୍ଡଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର

The Sakala Picture
Published On

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଅଶୋକ ନଗରରରୁ ଜଣେ ସିକ୍ୟୁରିଟି ଗାର୍ଡଙ୍କ ସନ୍ଦେହଜନକ ମୃତ୍ୟୁଦେହ ଉଦ୍ଧାର କରାଯାଇଛି। ମୃତବରଣ କରିଥିବା ସିକ୍ୟୁରିଟି ଗାର୍ଡଙ୍କ ନାଁ ହେଉଛି ସନ୍ତୋଷ ରାଉତ। ସନ୍ତୋଷ ରାଉତଙ୍କ ଘର ଯାଜପୁର ଜିଲ୍ଲା ଛଚିନାରେ । ସେ ଭୁବନେଶ୍ବରର ଅଶୋକ ନଗରରେ ଥିବା ବସୁଧା ଟ୍ରେଡ ସେଣ୍ଟରରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିଲେ। ସନ୍ତୋଷଙ୍କୁ ହତ୍ୟା ନେଇ ସନ୍ଦେହ କରାଯାଉଥିବା ବେଳେ ଖବର ପାଇ କ୍ୟାପିଟାଲ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ […]

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଅଶୋକ ନଗରରରୁ ଜଣେ ସିକ୍ୟୁରିଟି ଗାର୍ଡଙ୍କ ସନ୍ଦେହଜନକ ମୃତ୍ୟୁଦେହ ଉଦ୍ଧାର କରାଯାଇଛି। ମୃତବରଣ କରିଥିବା ସିକ୍ୟୁରିଟି ଗାର୍ଡଙ୍କ ନାଁ ହେଉଛି ସନ୍ତୋଷ ରାଉତ। ସନ୍ତୋଷ ରାଉତଙ୍କ ଘର ଯାଜପୁର ଜିଲ୍ଲା ଛଚିନାରେ । ସେ ଭୁବନେଶ୍ବରର ଅଶୋକ ନଗରରେ ଥିବା ବସୁଧା ଟ୍ରେଡ ସେଣ୍ଟରରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିଲେ। ସନ୍ତୋଷଙ୍କୁ ହତ୍ୟା ନେଇ ସନ୍ଦେହ କରାଯାଉଥିବା ବେଳେ ଖବର ପାଇ କ୍ୟାପିଟାଲ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଲୋକେଶ ଆହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର