ଦଳ ବିରୋଧୀ କାର୍ଯ୍ୟ ପାଇଁ ୭ ଜଣ କର୍ମକର୍ତ୍ତାଙ୍କୁ ନିଲମ୍ବିତ କଲା ବିଜୁ ଜନତା ଦଳ

The Sakala Picture
Published On

ମୟୂରଭଞ୍ଜ: ଦଳ ବିରୋଧୀ କାର୍ଯ୍ୟ କରୁଥିବା କର୍ମୀଙ୍କ ଉପରେ ଲଗାତାର ଭାବରେ ଆକ୍ସନ ନେଉଛି ବିଜୁ ଜନତା ଦଳ । ବିଶୃଙ୍ଖଳିତ ଆଚରଣ ଓ ଦଳ ବିରୋଧୀ କାର୍ଯ୍ୟକଳାପ ଯୋଗୁଁ ବିଜେଡିର ବିଭିନ୍ନ ଶାଖାରୁ ନେତାମାନଙ୍କୁ ନିଲମ୍ବନ କରାଯାଉଛି । ଦଳ ବିରୋଧୀ କାର୍ଯ୍ୟ ପାଇଁ ଆଜି ଆଉ ୭ ଜଣଙ୍କୁ ନିଲମ୍ବିତ କରିଛି ବିଜୁ ଜନତା ଦଳ । ଏହି ସମସ୍ତ ୭ ଜଣଙ୍କୁ ପ୍ରାଥମିକ ସଭ୍ୟ ପଦରୁ ନିଲମ୍ବିତ କରିଛି ବିଜେଡି । ମୟୂରଭଞ୍ଜ […]

ମୟୂରଭଞ୍ଜ: ଦଳ ବିରୋଧୀ କାର୍ଯ୍ୟ କରୁଥିବା କର୍ମୀଙ୍କ ଉପରେ ଲଗାତାର ଭାବରେ ଆକ୍ସନ ନେଉଛି ବିଜୁ ଜନତା ଦଳ । ବିଶୃଙ୍ଖଳିତ ଆଚରଣ ଓ ଦଳ ବିରୋଧୀ କାର୍ଯ୍ୟକଳାପ ଯୋଗୁଁ ବିଜେଡିର ବିଭିନ୍ନ ଶାଖାରୁ ନେତାମାନଙ୍କୁ ନିଲମ୍ବନ କରାଯାଉଛି । ଦଳ ବିରୋଧୀ କାର୍ଯ୍ୟ ପାଇଁ ଆଜି ଆଉ ୭ ଜଣଙ୍କୁ ନିଲମ୍ବିତ କରିଛି ବିଜୁ ଜନତା ଦଳ । ଏହି ସମସ୍ତ ୭ ଜଣଙ୍କୁ ପ୍ରାଥମିକ ସଭ୍ୟ ପଦରୁ ନିଲମ୍ବିତ କରିଛି ବିଜେଡି । ମୟୂରଭଞ୍ଜ ଜିଲ୍ଲା ସଭାପତି ସୁଦାମ ମାର୍ଣ୍ଡିଙ୍କ ନିର୍ଦ୍ଦେଶ କ୍ରମେ ଏହି ୭ ଜଣଙ୍କୁ ବିଜେଡିରୁ ନିଲମ୍ବନ କରାଯାଇଛି ।

ଆହୁରି ପଢ଼ନ୍ତୁ: ପବିତ୍ର ଅକ୍ଷୟ ତୃତୀୟାରେ ଚାଷୀଙ୍କ ଆକାଉଣ୍ଟକୁ ଗଲା ସିଏମ୍‌ କିଷାନ ଟଙ୍କା

ନିଲମ୍ବିତ ହୋଇଥିବା ୭ ଜଣଙ୍କ ମଧ୍ୟରେ ରହିଛନ୍ତି ବାରିପଦା ମ୍ୟୁନିସିପାଲିଟିର ପୂର୍ବତନ କାଉନସିଲର ଦେବାଶିଷ ଦାସ ଓ ସଞ୍ଜିତା ବିଶ୍ୱାଳ । ଏମାନଙ୍କ ବ୍ୟତୀତ ବିକାଶ ବାରିକ, ଜଗବନ୍ଧୁ ମୁଖୀ, ମନୋରଞ୍ଜନ ମୁଖୀ, ବିଶ୍ୱଜିତ ସେଠୀ, ବିବେକ ସେଠୀଙ୍କୁ ମଧ୍ୟ ବିଜୁ ଜନତା ଦଳରୁ ନିଲମ୍ବିତ କରାଯାଇଛି ।

ଆହୁରି ପଢ଼ନ୍ତୁ: ସରିଥିଲା ନିର୍ବନ୍ଧ, ବିବାହର କିଛି ଦିନ ପୂର୍ବରୁ ଯୁବତୀଙ୍କୁ ବୀଭତ୍ସ ହତ୍ୟା

20 Mar 2022 By The Sakala

ଦଳ ବିରୋଧୀ କାର୍ଯ୍ୟ ପାଇଁ ୭ ଜଣ କର୍ମକର୍ତ୍ତାଙ୍କୁ ନିଲମ୍ବିତ କଲା ବିଜୁ ଜନତା ଦଳ

ମୟୂରଭଞ୍ଜ: ଦଳ ବିରୋଧୀ କାର୍ଯ୍ୟ କରୁଥିବା କର୍ମୀଙ୍କ ଉପରେ ଲଗାତାର ଭାବରେ ଆକ୍ସନ ନେଉଛି ବିଜୁ ଜନତା ଦଳ । ବିଶୃଙ୍ଖଳିତ ଆଚରଣ ଓ ଦଳ ବିରୋଧୀ କାର୍ଯ୍ୟକଳାପ ଯୋଗୁଁ ବିଜେଡିର ବିଭିନ୍ନ ଶାଖାରୁ ନେତାମାନଙ୍କୁ ନିଲମ୍ବନ କରାଯାଉଛି । ଦଳ ବିରୋଧୀ କାର୍ଯ୍ୟ ପାଇଁ ଆଜି ଆଉ ୭ ଜଣଙ୍କୁ ନିଲମ୍ବିତ କରିଛି ବିଜୁ ଜନତା ଦଳ । ଏହି ସମସ୍ତ ୭ ଜଣଙ୍କୁ ପ୍ରାଥମିକ ସଭ୍ୟ ପଦରୁ ନିଲମ୍ବିତ କରିଛି ବିଜେଡି । ମୟୂରଭଞ୍ଜ ଜିଲ୍ଲା ସଭାପତି ସୁଦାମ ମାର୍ଣ୍ଡିଙ୍କ ନିର୍ଦ୍ଦେଶ କ୍ରମେ ଏହି ୭ ଜଣଙ୍କୁ ବିଜେଡିରୁ ନିଲମ୍ବନ କରାଯାଇଛି ।

ନିଲମ୍ବିତ ହୋଇଥିବା ୭ ଜଣଙ୍କ ମଧ୍ୟରେ ରହିଛନ୍ତି ବାରିପଦା ମ୍ୟୁନିସିପାଲିଟିର ପୂର୍ବତନ କାଉନସିଲର ଦେବାଶିଷ ଦାସ ଓ ସଞ୍ଜିତା ବିଶ୍ୱାଳ । ଏମାନଙ୍କ ବ୍ୟତୀତ ବିକାଶ ବାରିକ, ଜଗବନ୍ଧୁ ମୁଖୀ, ମନୋରଞ୍ଜନ ମୁଖୀ, ବିଶ୍ୱଜିତ ସେଠୀ, ବିବେକ ସେଠୀଙ୍କୁ ମଧ୍ୟ ବିଜୁ ଜନତା ଦଳରୁ ନିଲମ୍ବିତ କରାଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର