ପୁଣି ଚୌଦ୍ବାର ଏଆରସିରେ ଅଗ୍ନିକାଣ୍ଡ

The Sakala Picture
Published On

ଚୌଦ୍ବାର: ପୁଣି କଟକ ଚୌଦ୍ବାର ଏଆରସିରେ ମଙ୍ଗଳବାର ଅଗ୍ନିକାଣ୍ଡ ଘଟିଛି। କ୍ୟାମ୍ପସର ଦକ୍ଷିଣ ପଟେ ନିଆଁ ଲାଗିଛି । ନିଆଁକୁ ଲିଭାଇବାକୁ ଅଗ୍ନିଶମ ବାହିନୀ ଉଦ୍ୟମ ଜାରି ରଖିଛି। ତେବେ ଏହି ଘଟଣାରେ କ୍ଷୟକ୍ଷତି ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।   ସୂଚନା ଅନୁଯାୟୀ,  ଗତ ୨୭ ତାରିଖରେ ଏଆରସି କ୍ୟାମ୍ପସର ଦକ୍ଷିଣ ପଟେ ନିଆଁ ଲାଗିଥିଲା । ଉଲ୍ଲେଖଯୋଗ୍ୟ, ଚୌଦ୍ୱାର ଚାରବାଟିଆ ଏଆରସିରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ଆୟତ୍ତ କରିବାକୁ କଟକ, ଚୌଦ୍ୱାର […]

ଚୌଦ୍ବାର: ପୁଣି କଟକ ଚୌଦ୍ବାର ଏଆରସିରେ ମଙ୍ଗଳବାର ଅଗ୍ନିକାଣ୍ଡ ଘଟିଛି। କ୍ୟାମ୍ପସର ଦକ୍ଷିଣ ପଟେ ନିଆଁ ଲାଗିଛି । ନିଆଁକୁ ଲିଭାଇବାକୁ ଅଗ୍ନିଶମ ବାହିନୀ ଉଦ୍ୟମ ଜାରି ରଖିଛି। ତେବେ ଏହି ଘଟଣାରେ କ୍ଷୟକ୍ଷତି ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

ଆହୁରି ପଢ଼ନ୍ତୁ: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା: ୩୯୬ ପୃଷ୍ଠାର ଚୂଡ଼ାନ୍ତ ଚାର୍ଜସିଟ୍ ଦାଖଲ କଲା ବ୍ରହ୍ମପୁର ପୋଲିସ

ଆହୁରି ପଢ଼ନ୍ତୁ: ବୁଦା ମୂଳରୁ ନବଜାତ ଶିଶୁପୁତ୍ର ଉଦ୍ଧାର, ସ୍ୱାସ୍ଥ୍ୟବସ୍ଥା ସ୍ଥିର

ଆହୁରି ପଢ଼ନ୍ତୁ: ଭଦ୍ରକରୁ ଡ୍ୟୁଟି ସାରି ଫେରୁଥିବା ବେଳେ ପୁଲିସ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ୨ ଡ଼ିଏସପିଙ୍କ ସମେତ ତିନି ଜଣ ଗୁରୁତର

ସୂଚନା ଅନୁଯାୟୀ,  ଗତ ୨୭ ତାରିଖରେ ଏଆରସି କ୍ୟାମ୍ପସର ଦକ୍ଷିଣ ପଟେ ନିଆଁ ଲାଗିଥିଲା ।

ଉଲ୍ଲେଖଯୋଗ୍ୟ, ଚୌଦ୍ୱାର ଚାରବାଟିଆ ଏଆରସିରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ଆୟତ୍ତ କରିବାକୁ କଟକ, ଚୌଦ୍ୱାର ଓ ଏଆରସିର ଦମକଳ ସହିତ ୧୦ରୁ ଅଧିକ ଗାଡ଼ି ନିୟୋଜିତ ହୋଇଛି । ଚଣ୍ଡିଖୋଲରୁ ମଧ୍ୟ ଅଗ୍ନିଶମ ବାହିନୀ ଆସି ପହଞ୍ଚିଛି । ୪ ଘଣ୍ଟାରୁ ଅଧିକ ସମୟ ଧରି ନିଆଁ ଲାଗିଥିବା ବେଳେ ଏଯାବତ୍ ଆୟତ୍ତ ହୋଇପାରି ନ ଥିବା ସୂଚନା।

02 Mar 2021 By The Sakala

ପୁଣି ଚୌଦ୍ବାର ଏଆରସିରେ ଅଗ୍ନିକାଣ୍ଡ

ଚୌଦ୍ବାର: ପୁଣି କଟକ ଚୌଦ୍ବାର ଏଆରସିରେ ମଙ୍ଗଳବାର ଅଗ୍ନିକାଣ୍ଡ ଘଟିଛି। କ୍ୟାମ୍ପସର ଦକ୍ଷିଣ ପଟେ ନିଆଁ ଲାଗିଛି । ନିଆଁକୁ ଲିଭାଇବାକୁ ଅଗ୍ନିଶମ ବାହିନୀ ଉଦ୍ୟମ ଜାରି ରଖିଛି। ତେବେ ଏହି ଘଟଣାରେ କ୍ଷୟକ୍ଷତି ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

ସୂଚନା ଅନୁଯାୟୀ,  ଗତ ୨୭ ତାରିଖରେ ଏଆରସି କ୍ୟାମ୍ପସର ଦକ୍ଷିଣ ପଟେ ନିଆଁ ଲାଗିଥିଲା ।

ଉଲ୍ଲେଖଯୋଗ୍ୟ, ଚୌଦ୍ୱାର ଚାରବାଟିଆ ଏଆରସିରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ଆୟତ୍ତ କରିବାକୁ କଟକ, ଚୌଦ୍ୱାର ଓ ଏଆରସିର ଦମକଳ ସହିତ ୧୦ରୁ ଅଧିକ ଗାଡ଼ି ନିୟୋଜିତ ହୋଇଛି । ଚଣ୍ଡିଖୋଲରୁ ମଧ୍ୟ ଅଗ୍ନିଶମ ବାହିନୀ ଆସି ପହଞ୍ଚିଛି । ୪ ଘଣ୍ଟାରୁ ଅଧିକ ସମୟ ଧରି ନିଆଁ ଲାଗିଥିବା ବେଳେ ଏଯାବତ୍ ଆୟତ୍ତ ହୋଇପାରି ନ ଥିବା ସୂଚନା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର