ଖାଦ୍ୟ ଅନ୍ବେଷଣରେ ଗାଁରେ ପଶିଛନ୍ତି ୬ଟିକିଆ ହାତୀ ପଲ

The Sakala Picture
Published On

ଅନୁଗୁଳ: ଅନୁଗୁଳ ଜିଲ୍ଲା ମହିଧରପୁର ଗାଁକୁ ଆଜି ସକାଳୁ ଏକ ହାତୀ ପଲ ପଶି ଆସିଛନ୍ତି। ଫଳରେ ଗାଁ ଲୋକେ ଭୟଭୀତରେ ଅଛନ୍ତି। ଏହି ହାତୀ ପଲରେ ଗୋଟିଏ ଦନ୍ତା ସମେତ ଛୋଟ ବଡ଼ ମିଶାଇ ୬ଟି ହାତୀ ରହିଥିବା ନେଇ ଗାଁ ଲୋକେ ସୂଚନା ଦେଇଛନ୍ତି। ରାତିରେ ଖାଦ୍ୟ ଅନ୍ବେଷଣରେ ଆସି ଗାଁରେ ଏହି ହାତୀପଲ ରହି ଯାଇଥିବା କୁହାଯାଉଛି। ଏ ନେଇ ଗ୍ରାମବାସୀମାନେ ବନ ବିଭାଗକୁ ଖବର ଦେବା ପରେ ସେମାନେ ଘଟଣାସ୍ଥଳରେ ପହଞ୍ଚି […]

ଅନୁଗୁଳ: ଅନୁଗୁଳ ଜିଲ୍ଲା ମହିଧରପୁର ଗାଁକୁ ଆଜି ସକାଳୁ ଏକ ହାତୀ ପଲ ପଶି ଆସିଛନ୍ତି। ଫଳରେ ଗାଁ ଲୋକେ ଭୟଭୀତରେ ଅଛନ୍ତି। ଏହି ହାତୀ ପଲରେ ଗୋଟିଏ ଦନ୍ତା ସମେତ ଛୋଟ ବଡ଼ ମିଶାଇ ୬ଟି ହାତୀ ରହିଥିବା ନେଇ ଗାଁ ଲୋକେ ସୂଚନା ଦେଇଛନ୍ତି। ରାତିରେ ଖାଦ୍ୟ ଅନ୍ବେଷଣରେ ଆସି ଗାଁରେ ଏହି ହାତୀପଲ ରହି ଯାଇଥିବା କୁହାଯାଉଛି। ଏ ନେଇ ଗ୍ରାମବାସୀମାନେ ବନ ବିଭାଗକୁ ଖବର ଦେବା ପରେ ସେମାନେ ଘଟଣାସ୍ଥଳରେ ପହଞ୍ଚି ହାତୀପଲକୁ ଘଉଡ଼ାଇବାକୁ ଚେଷ୍ଟା କରୁଥିବା ଜଣାଯାଇଛି ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱର କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ, ସନ୍ଧାନୀ କୁକୁର ଓ ବମ୍‌ ସ୍କ୍ୱାର୍ଡର ତଦନ୍ତ

16 Jun 2022 By The Sakala

ଖାଦ୍ୟ ଅନ୍ବେଷଣରେ ଗାଁରେ ପଶିଛନ୍ତି ୬ଟିକିଆ ହାତୀ ପଲ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମହିଧରପୁର ଗାଁକୁ ଆଜି ସକାଳୁ ଏକ ହାତୀ ପଲ ପଶି ଆସିଛନ୍ତି। ଫଳରେ ଗାଁ ଲୋକେ ଭୟଭୀତରେ ଅଛନ୍ତି। ଏହି ହାତୀ ପଲରେ ଗୋଟିଏ ଦନ୍ତା ସମେତ ଛୋଟ ବଡ଼ ମିଶାଇ ୬ଟି ହାତୀ ରହିଥିବା ନେଇ ଗାଁ ଲୋକେ ସୂଚନା ଦେଇଛନ୍ତି। ରାତିରେ ଖାଦ୍ୟ ଅନ୍ବେଷଣରେ ଆସି ଗାଁରେ ଏହି ହାତୀପଲ ରହି ଯାଇଥିବା କୁହାଯାଉଛି। ଏ ନେଇ ଗ୍ରାମବାସୀମାନେ ବନ ବିଭାଗକୁ ଖବର ଦେବା ପରେ ସେମାନେ ଘଟଣାସ୍ଥଳରେ ପହଞ୍ଚି ହାତୀପଲକୁ ଘଉଡ଼ାଇବାକୁ ଚେଷ୍ଟା କରୁଥିବା ଜଣାଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର