ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ କୋର୍ଟ ଚାଲାଣ ହେଲା ୫୨ବର୍ଷୀୟ ବ୍ଯକ୍ତି

The Sakala Picture
Published On

ଅନୁଗୁଳ: ମଙ୍ଗଳବାର ଦିନ ଅନୁଗୁଳ ପୋଲିସ ଜନୈକ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଜଣେ ୫୨ବର୍ଷ ବୟସ୍କ ବ୍ୟକ୍ତିକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଘଟଣା ସମଗ୍ର ଅନୁଗୁଳ ସହରରେ ମୁଖ୍ୟ ଆଲୋଚନାର ବିଷୟ ହୋଇଛି। ଘଟଣାରୁ ପ୍ରକାଶ ଯେ, ଅନୁଗୁଳ ଥାନା ଅନ୍ତର୍ଗତ ବ୍ରାମହଣୀଦେଇ ପଡା ର ସୁବାସ ସାହୁ (୫୨)ଙ୍କ ଘରେ ଗୋଟିଏ ପରିବାର ଭଡା ଘର ନେଇ ରୁହନ୍ତି। ଉକ ଭଡା ଘରେ ରହୁଥିବା ପରିବାରର ଲୋକେ ପ୍ରତିଦିନ କାମରେ ଘରୁ […]

ଅନୁଗୁଳ: ମଙ୍ଗଳବାର ଦିନ ଅନୁଗୁଳ ପୋଲିସ ଜନୈକ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଜଣେ ୫୨ବର୍ଷ ବୟସ୍କ ବ୍ୟକ୍ତିକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଘଟଣା ସମଗ୍ର ଅନୁଗୁଳ ସହରରେ ମୁଖ୍ୟ ଆଲୋଚନାର ବିଷୟ ହୋଇଛି।

ଘଟଣାରୁ ପ୍ରକାଶ ଯେ, ଅନୁଗୁଳ ଥାନା ଅନ୍ତର୍ଗତ ବ୍ରାମହଣୀଦେଇ ପଡା ର ସୁବାସ ସାହୁ (୫୨)ଙ୍କ ଘରେ ଗୋଟିଏ ପରିବାର ଭଡା ଘର ନେଇ ରୁହନ୍ତି। ଉକ ଭଡା ଘରେ ରହୁଥିବା ପରିବାରର ଲୋକେ ପ୍ରତିଦିନ କାମରେ ଘରୁ ବାହାରକୁ ଗଲାବେଳେ ତାଙ୍କର ନାବାଳିକା ଝିଅକୁ ଛାଡି ଯାଇଥାନ୍ତି। ଏହାର ସୁଯୋଗ ନେଇ ଘର ମାଲିକ ସୁବାସ ମଙ୍ଗଳବାର ପୂର୍ବାହ୍ନ ୧୧ଟା ବେଳେ ଘରେ କେହି ନଥିବା ସମୟରେ ସମ୍ପୃକ୍ତ ନାବାଳିକାକୁ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲା। କିଛି ସମୟ ପରେ ପରିବାର ଲୋକେ ଘରକୁ ଆସି ନାବାଳିକା ଠାରୁ ଘଟଣା ସମ୍ପର୍କରେ ଜାଣିବା ପରେ ଏନେଇ ଅନୁଗୁଳ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଫଳରେ ପୋଲିସ ଦଫା ୩୭୬ଏବି ,୫୦୬ଏବଂ ୬ପୋକ୍ସ ଆକ୍ଟ ୃରେ ଏକ କେଶ ରୁଜୁ କରି ଅଭିଯୁକ୍ତ ସୁବାସ ସାହୁ ୃକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ପୋଲିସ ସୂତ୍ରୁରୁ ପ୍ରକାଶ।

08 Mar 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର