ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ଶ୍ରୀମନ୍ଦିର ନୀଳଚକ୍ର ଉପରେ ବସିଲା ଚିଲ, ମାଡ଼ି ଆସୁଛି କି ବିପଦ !

The Sakala Picture
Published On

ପୁରୀ:  ଶ୍ରୀମନ୍ଦିର ନୀଳଚକ୍ରରେ ଆଜି ଏକ ଚିଲ ବସିବା ଭକ୍ତଙ୍କ ମହଲରେ ଆଲୋଡ଼ନ ସୃଷ୍ଟି କରିଛି। ଏଭଳି ଦୃଶ୍ୟ ଦେଖିବା ପରେ ଭକ୍ତମାନେ ଏହା ଏକ ବଡ଼ ଅନିଷ୍ଠର ଆଭାସ ବୋଲି ମତ ଦେଇଛନ୍ତି। ନୀଳଚକ୍ରର ପତିତପାବନ ବାନା ଉପରେ ଚିଲଟି ବସିଥିବା ଦେଖିବାକୁ ମିଳିଥିଲା। ଶ୍ରୀମନ୍ଦିର ଉପରେ ଚିଲ ବସିଲେ ଅଶୁଭ ସଂକେତ ବୋଲି ବିଶ୍ୱାସ କରାଯାଏ। ତେବେ ଦୀର୍ଘ ସମୟ ଧରି ଚିଲଟି ନୀଳଚକ୍ର ଉପରେ ବସିବା ପରେ ଉଡି ଯାଇଥିବା ଦେଖିବାକୁ ମିଳିଛି। […]

ପୁରୀ:  ଶ୍ରୀମନ୍ଦିର ନୀଳଚକ୍ରରେ ଆଜି ଏକ ଚିଲ ବସିବା ଭକ୍ତଙ୍କ ମହଲରେ ଆଲୋଡ଼ନ ସୃଷ୍ଟି କରିଛି। ଏଭଳି ଦୃଶ୍ୟ ଦେଖିବା ପରେ ଭକ୍ତମାନେ ଏହା ଏକ ବଡ଼ ଅନିଷ୍ଠର ଆଭାସ ବୋଲି ମତ ଦେଇଛନ୍ତି। ନୀଳଚକ୍ରର ପତିତପାବନ ବାନା ଉପରେ ଚିଲଟି ବସିଥିବା ଦେଖିବାକୁ ମିଳିଥିଲା। ଶ୍ରୀମନ୍ଦିର ଉପରେ ଚିଲ ବସିଲେ ଅଶୁଭ ସଂକେତ ବୋଲି ବିଶ୍ୱାସ କରାଯାଏ। ତେବେ ଦୀର୍ଘ ସମୟ ଧରି ଚିଲଟି ନୀଳଚକ୍ର ଉପରେ ବସିବା ପରେ ଉଡି ଯାଇଥିବା ଦେଖିବାକୁ ମିଳିଛି।

ଆହୁରି ପଢ଼ନ୍ତୁ: ଗୁଣି ଗାରେଡି ସନ୍ଦେହରେ ମା-ଝିଅଙ୍କୁ ଧାରୁଆ ଅସ୍ତ୍ରରେ ହାଣି ନିର୍ମମ ଭାବେ ହତ୍ୟା କଲେ ପଡୋଶୀ

ବିଶ୍ୱାସ ରହିଛି, ଶ୍ରୀମନ୍ଦିର ଉପରେ କେହି ବି ପକ୍ଷୀ ଉଡ଼ନ୍ତିନି। ଯଦି କୌଣସି ସମୟରେ କେହି ପକ୍ଷୀ ଏଠାରେ ଉଡ଼ନ୍ତି, ତାହାଲେ ଏହା ଅନିଷ୍ଠର ଆଭାସ ବୋଲି ବିଶ୍ୱାସ ରହିଛି। କାହିଁ କେଉଁ କାଳରୁ ଏହି ବିଶ୍ୱାସ ଭକ୍ତଙ୍କ ମହଲରେ ରହି ଆସିଛି। ଏଭଳି ପରିସ୍ଥିତିରେ ନୀଳଚକ୍ର ଉପରେ ଚିଲ ବସିବା ଶୁଭଙ୍କର ନୁହେଁ ବୋଲି ଭକ୍ତମାନେ ମତ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଦୀଘା ଜଗନ୍ନାଥ ମନ୍ଦିରରୁ ‘ଧାମ’ ଶବ୍ଦ ହଟାଇଲେ ବେଙ୍ଗଲ ସରକାର, ଲେଖା ହେଲା ଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର

02 Sep 2025 By The Sakala

ଶ୍ରୀମନ୍ଦିର ନୀଳଚକ୍ର ଉପରେ ବସିଲା ଚିଲ, ମାଡ଼ି ଆସୁଛି କି ବିପଦ !

ପୁରୀ:  ଶ୍ରୀମନ୍ଦିର ନୀଳଚକ୍ରରେ ଆଜି ଏକ ଚିଲ ବସିବା ଭକ୍ତଙ୍କ ମହଲରେ ଆଲୋଡ଼ନ ସୃଷ୍ଟି କରିଛି। ଏଭଳି ଦୃଶ୍ୟ ଦେଖିବା ପରେ ଭକ୍ତମାନେ ଏହା ଏକ ବଡ଼ ଅନିଷ୍ଠର ଆଭାସ ବୋଲି ମତ ଦେଇଛନ୍ତି। ନୀଳଚକ୍ରର ପତିତପାବନ ବାନା ଉପରେ ଚିଲଟି ବସିଥିବା ଦେଖିବାକୁ ମିଳିଥିଲା। ଶ୍ରୀମନ୍ଦିର ଉପରେ ଚିଲ ବସିଲେ ଅଶୁଭ ସଂକେତ ବୋଲି ବିଶ୍ୱାସ କରାଯାଏ। ତେବେ ଦୀର୍ଘ ସମୟ ଧରି ଚିଲଟି ନୀଳଚକ୍ର ଉପରେ ବସିବା ପରେ ଉଡି ଯାଇଥିବା ଦେଖିବାକୁ ମିଳିଛି।

ବିଶ୍ୱାସ ରହିଛି, ଶ୍ରୀମନ୍ଦିର ଉପରେ କେହି ବି ପକ୍ଷୀ ଉଡ଼ନ୍ତିନି। ଯଦି କୌଣସି ସମୟରେ କେହି ପକ୍ଷୀ ଏଠାରେ ଉଡ଼ନ୍ତି, ତାହାଲେ ଏହା ଅନିଷ୍ଠର ଆଭାସ ବୋଲି ବିଶ୍ୱାସ ରହିଛି। କାହିଁ କେଉଁ କାଳରୁ ଏହି ବିଶ୍ୱାସ ଭକ୍ତଙ୍କ ମହଲରେ ରହି ଆସିଛି। ଏଭଳି ପରିସ୍ଥିତିରେ ନୀଳଚକ୍ର ଉପରେ ଚିଲ ବସିବା ଶୁଭଙ୍କର ନୁହେଁ ବୋଲି ଭକ୍ତମାନେ ମତ ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର