ଉତ୍କଳ ବିଶ୍ବବିଦ୍ୟାଳୟରେ ପିଜି ନାମଲେଖାରେ ଅନିୟମିତତା ଅଭିଯୋଗ

The Sakala Picture
Published On

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟରେ ପିଜି ନାମଲେଖାରେ ଅନିୟମିତତା । ଏ ନେଇ ଉତ୍କଳ ବିଶ୍ବବିଦ୍ୟାଳୟ ପରିସରରେ ଉତ୍ତେଜନା ଦେଖାଦେଇଛି। ପିଜି କାଉନସିଲ୍ ଅଫିସରେ ଗେଟରେ ତାଲା ପକାଇ ଧାରଣା ଦେଇଛନ୍ତି ଛାତ୍ର। ଏକ ବିଭାଗରେ ଓ୍ବେଟିଂ ଲିଷ୍ଟର ତଳ ପିଲାଙ୍କୁ ଆଡମିସନ୍ କରିଥିବା ଅଭିଯୋଗ ହୋଇଛି। ମେରିଟ୍ ଲିଷ୍ଟ ଆଗରେ ଥିବା ଛାତ୍ରଙ୍କୁ ଆଡମିସନ୍ ମିଳି ନ ଥିବା ଅଭିଯୋଗ କରିଛନ୍ତି ଛାତ୍ର। ରାଜନୈତିକ ଚାପରେ ମେରିଟ୍ ଲିଷ୍ଟ ତଳେ ଥିବା ଛାତ୍ରଙ୍କୁ ଆଡମିସନ୍ କରାଯାଇଥିବା ଅଭିଯୋଗ […]

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟରେ ପିଜି ନାମଲେଖାରେ ଅନିୟମିତତା । ଏ ନେଇ ଉତ୍କଳ ବିଶ୍ବବିଦ୍ୟାଳୟ ପରିସରରେ ଉତ୍ତେଜନା ଦେଖାଦେଇଛି। ପିଜି କାଉନସିଲ୍ ଅଫିସରେ ଗେଟରେ ତାଲା ପକାଇ ଧାରଣା ଦେଇଛନ୍ତି ଛାତ୍ର। ଏକ ବିଭାଗରେ ଓ୍ବେଟିଂ ଲିଷ୍ଟର ତଳ ପିଲାଙ୍କୁ ଆଡମିସନ୍ କରିଥିବା ଅଭିଯୋଗ ହୋଇଛି। ମେରିଟ୍ ଲିଷ୍ଟ ଆଗରେ ଥିବା ଛାତ୍ରଙ୍କୁ ଆଡମିସନ୍ ମିଳି ନ ଥିବା ଅଭିଯୋଗ କରିଛନ୍ତି ଛାତ୍ର। ରାଜନୈତିକ ଚାପରେ ମେରିଟ୍ ଲିଷ୍ଟ ତଳେ ଥିବା ଛାତ୍ରଙ୍କୁ ଆଡମିସନ୍ କରାଯାଇଥିବା ଅଭିଯୋଗ ହୋଇଛି। ଛାତ୍ର ବିଜୟ କୁମାର ସାହୁଙ୍କ ଡକୁମେଣ୍ଟ ନେଇ ବି  କର୍ତ୍ତୃପକ୍ଷ ଆଡମିସନ୍ କରିନାହାନ୍ତି ବୋଲି ଅଭିଯୋଗ ହୋଇଛି। ସନ୍ଧ୍ୟା ୬ଟା ସୁଦ୍ଧା ଆଡମିସନ୍ ନ ହେଲେ ଆତ୍ମାହୁତି ଦେବାକୁ ଉକ୍ତ ଛାତ୍ର ଜଣ ଚେତାବନୀ ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: କୋର୍ଟରେ ଖାରଜ ହେଲା ନବୀନ ପଟ୍ଟନାୟକ ଓ ଭି.କେ. ପାଣ୍ଡିଆନଙ୍କ ବିରୋଧରେ ହେଲିକପ୍ଟର ଅପବ୍ୟବହାର ମାମଲା

 

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଏଫ୍‌ସିଆଇ ଚାଉଳ ନ ଉଠାଇବା ପ୍ରସଙ୍ଗ: ସରକାରଙ୍କ ଅପାରଗତା ପାଇଁ ଯୋଗାଣ ବ୍ୟବସ୍ଥା ଫେଲ୍‌ ମାରିଛି କହିଲା ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର