ବ୍ରଜରାଜନଗର ବିଧାୟିକା ଭାବେ ଶପଥ ନେଲେ ଅଳକା ମହାନ୍ତି

The Sakala Picture
Published On

ଭୁବନେଶ୍ବର : ବ୍ରଜରାଜନଗର ବିଧାୟିକା ଭାବେ ଶପଥ ନେଇଛନ୍ତି ଅଳକା ମହାନ୍ତି। ଅପରାହ୍ନରେ ବ୍ରଜରାଜନଗର ଉପନିର୍ବାଚନରେ ନବନିର୍ବାଚିତ ବିଧାୟିକା ଅଳକା ମହାନ୍ତିଙ୍କୁ ପଦ ଓ ଗପନିୟତାର ଶପଥପାଠ କରାଇଛନ୍ତି ନୂଆ ବାଚସ୍ପତି ବିକ୍ରମ କେଶରୀ ଆରୁଖ। ଆଜି ବିଧାୟିକା ଭାବେ ଅଳକା ମହାନ୍ତି ଶପଥ ନେବା ପରେ ବିଜେଡିର ବିଧାୟକ ସଂଖ୍ୟା ୧୧୪ରେ ପହଞ୍ଚିଛି।  ଚଳିତ ମାସ ୩ ତାରିଖରେ ବ୍ରଜରାଜନଗରରେ ଭୋଟ ଗଣତି ହୋଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କୁ ୬୬ ହଜାରରୁ ଅଧିକ […]

ଭୁବନେଶ୍ବର : ବ୍ରଜରାଜନଗର ବିଧାୟିକା ଭାବେ ଶପଥ ନେଇଛନ୍ତି ଅଳକା ମହାନ୍ତି। ଅପରାହ୍ନରେ ବ୍ରଜରାଜନଗର ଉପନିର୍ବାଚନରେ ନବନିର୍ବାଚିତ ବିଧାୟିକା ଅଳକା ମହାନ୍ତିଙ୍କୁ ପଦ ଓ ଗପନିୟତାର ଶପଥପାଠ କରାଇଛନ୍ତି ନୂଆ ବାଚସ୍ପତି ବିକ୍ରମ କେଶରୀ ଆରୁଖ। ଆଜି ବିଧାୟିକା ଭାବେ ଅଳକା ମହାନ୍ତି ଶପଥ ନେବା ପରେ ବିଜେଡିର ବିଧାୟକ ସଂଖ୍ୟା ୧୧୪ରେ ପହଞ୍ଚିଛି।  ଚଳିତ ମାସ ୩ ତାରିଖରେ ବ୍ରଜରାଜନଗରରେ ଭୋଟ ଗଣତି ହୋଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କୁ ୬୬ ହଜାରରୁ ଅଧିକ ଭୋଟରେ ହରାଇ ବିଧାୟକା ଭାବେ ନିର୍ବାଚିତ ହୋଇଥିଲେ ଅଳକା ମହାନ୍ତି।

ଆହୁରି ପଢ଼ନ୍ତୁ: ସାଇଁକୁଳ ମେଡିକାଲ ରୋଗୀଶଯ୍ୟାରେ ଶୋଇଛି କୁକୁର, ସୁରକ୍ଷା କର୍ମୀଙ୍କ କାର୍ଯ୍ୟ ଉପରେ ଉଠିଲା ପ୍ରଶ୍ନ

ବ୍ରଜରାଜନଗର ବିଧାୟକ ସ୍ୱର୍ଗତ କିଶୋର କୁମାର ମହାନ୍ତିଙ୍କ ଦେହାନ୍ତ ପରେ ସେଠାରେ ଉପନିର୍ବାଚନ ହୋଇଥିଲା। ବିଜୁ ଜନତା ଦଳ ପକ୍ଷରୁ ସ୍ୱର୍ଗତ କିଶୋର କୁମାର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କୁ ପ୍ରାର୍ଥୀ କରାଯାଇଥିଲା। ସ୍ବର୍ଗତ କିଶୋର ମହାନ୍ତିଙ୍କ ପ୍ରତି  ବ୍ରଜରାଜନଗର ବାସୀଙ୍କର ଥିବା ଭଲପାଇବା ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବକୁ ଅକୁଣ୍ଠ ଭଲପାଇବା ଦେଇ ଉପନିର୍ବାଚନରେ ପ୍ରାର୍ଥୀ ହୋଇଥିବା ଅଳକା ମହାନ୍ତିଙ୍କୁ ବିପୁଳ ମାତ୍ରାରେ ଭୋଟ ଦେଇ ବିଜୟୀ କରାଇଥିଲେ ବ୍ରଜରାଜନଗରବାସୀ। ବଡ଼଼ ବ୍ୟବଧାନରେ ୬୬ ହଜାର ୧୨୨ ଭୋଟରେ ବିଜୟୀ ହୋଇଥିଲେ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି। କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲ ଏବଂ ଅଳକାଙ୍କ ମଧ୍ୟରେ ହୋଇଥିଲା ଟକ୍କର । ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ତୃତୀୟ ସ୍ଥାନରେ ରହିଥିଲେ।

ଆହୁରି ପଢ଼ନ୍ତୁ: OERCର ନୂଆ ସଦସ୍ୟ ଭାବେ ସୁଧାଂଶୁ ଶେଖର ବରପଣ୍ଡାଙ୍କୁ ନିଯୁକ୍ତ କଲେ ରାଜ୍ୟ ସରକାର

13 Jun 2022 By The Sakala

ବ୍ରଜରାଜନଗର ବିଧାୟିକା ଭାବେ ଶପଥ ନେଲେ ଅଳକା ମହାନ୍ତି

ଭୁବନେଶ୍ବର : ବ୍ରଜରାଜନଗର ବିଧାୟିକା ଭାବେ ଶପଥ ନେଇଛନ୍ତି ଅଳକା ମହାନ୍ତି। ଅପରାହ୍ନରେ ବ୍ରଜରାଜନଗର ଉପନିର୍ବାଚନରେ ନବନିର୍ବାଚିତ ବିଧାୟିକା ଅଳକା ମହାନ୍ତିଙ୍କୁ ପଦ ଓ ଗପନିୟତାର ଶପଥପାଠ କରାଇଛନ୍ତି ନୂଆ ବାଚସ୍ପତି ବିକ୍ରମ କେଶରୀ ଆରୁଖ। ଆଜି ବିଧାୟିକା ଭାବେ ଅଳକା ମହାନ୍ତି ଶପଥ ନେବା ପରେ ବିଜେଡିର ବିଧାୟକ ସଂଖ୍ୟା ୧୧୪ରେ ପହଞ୍ଚିଛି।  ଚଳିତ ମାସ ୩ ତାରିଖରେ ବ୍ରଜରାଜନଗରରେ ଭୋଟ ଗଣତି ହୋଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କୁ ୬୬ ହଜାରରୁ ଅଧିକ ଭୋଟରେ ହରାଇ ବିଧାୟକା ଭାବେ ନିର୍ବାଚିତ ହୋଇଥିଲେ ଅଳକା ମହାନ୍ତି।

ବ୍ରଜରାଜନଗର ବିଧାୟକ ସ୍ୱର୍ଗତ କିଶୋର କୁମାର ମହାନ୍ତିଙ୍କ ଦେହାନ୍ତ ପରେ ସେଠାରେ ଉପନିର୍ବାଚନ ହୋଇଥିଲା। ବିଜୁ ଜନତା ଦଳ ପକ୍ଷରୁ ସ୍ୱର୍ଗତ କିଶୋର କୁମାର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କୁ ପ୍ରାର୍ଥୀ କରାଯାଇଥିଲା। ସ୍ବର୍ଗତ କିଶୋର ମହାନ୍ତିଙ୍କ ପ୍ରତି  ବ୍ରଜରାଜନଗର ବାସୀଙ୍କର ଥିବା ଭଲପାଇବା ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବକୁ ଅକୁଣ୍ଠ ଭଲପାଇବା ଦେଇ ଉପନିର୍ବାଚନରେ ପ୍ରାର୍ଥୀ ହୋଇଥିବା ଅଳକା ମହାନ୍ତିଙ୍କୁ ବିପୁଳ ମାତ୍ରାରେ ଭୋଟ ଦେଇ ବିଜୟୀ କରାଇଥିଲେ ବ୍ରଜରାଜନଗରବାସୀ। ବଡ଼଼ ବ୍ୟବଧାନରେ ୬୬ ହଜାର ୧୨୨ ଭୋଟରେ ବିଜୟୀ ହୋଇଥିଲେ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି। କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲ ଏବଂ ଅଳକାଙ୍କ ମଧ୍ୟରେ ହୋଇଥିଲା ଟକ୍କର । ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ତୃତୀୟ ସ୍ଥାନରେ ରହିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର