ଭୁବନେଶ୍ବର ଜାଗମରାରେ ବଡ଼ ଧରଣର ଅଗ୍ନିକାଣ୍ଡ

The Sakala Picture
Published On

ଭୁବନେଶ୍ବର: ଭୁବନେଶ୍ବର ଜାଗମରାରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏକ ଜିମର ମୁଖ୍ୟ ଦ୍ବାରରେ ନିଆଁ ଲାଗିଛି। ଜିମ ଅଲଟାଇମ ଫିଟନେସନର ଏହି ଅଗ୍ନିକାଣ୍ଡ ଘଟିଛି। ଜିମ ଭିତରେ ୨୨ ଜଣ ଫସିରହିଥିବା ଜଣାପଡ଼ିଛି। ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।

ଆହୁରି ପଢ଼ନ୍ତୁ: ପଞ୍ଚୁଦଣ୍ଡ ଚାଲିଥିବା ବେଳେ ଦୁଇ ଦଳର ଦଣ୍ଡୁଆଙ୍କ ମଧ୍ୟରେ ପ୍ରବଳ ଗଣ୍ଡଗୋଳ ଓ ମାରପିଟ

23 Oct 2022 By The Sakala

ଭୁବନେଶ୍ବର ଜାଗମରାରେ ବଡ଼ ଧରଣର ଅଗ୍ନିକାଣ୍ଡ

ଭୁବନେଶ୍ବର: ଭୁବନେଶ୍ବର ଜାଗମରାରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏକ ଜିମର ମୁଖ୍ୟ ଦ୍ବାରରେ ନିଆଁ ଲାଗିଛି। ଜିମ ଅଲଟାଇମ ଫିଟନେସନର ଏହି ଅଗ୍ନିକାଣ୍ଡ ଘଟିଛି। ଜିମ ଭିତରେ ୨୨ ଜଣ ଫସିରହିଥିବା ଜଣାପଡ଼ିଛି। ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର