ହଠାତ ଭୁଶୁଡ଼ି ପଡିଲା ପୋଲ: ତଳକୁ ଖସି ପଡିଲା ଦୁଇଟି କାର, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

The Sakala Picture
Published On

କଳାହାଣ୍ଡି: ହଠାତ ଭୁଶୁଡ଼ି ପଡିଲା ପୋଲ, ପୋଲ ତଳକୁ ଖସି ପଡିଲା ଦୁଇଟି କାର । ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ଏଭଳି ଅଘଟଣ ଘଟିଛି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ରାଜ୍ୟ ରାଜପଥ ୪୪ର ଭାଗିରଥି ପାର୍କ ନିକଟରେ ଥିବା ପୋଲରେ । ଏହି ପୋଲଟି ଭବାନୀପାଟଣାରୁ ଥୁଆମୂଳ ରାମପୁରକୁ ସଂଯୋଗ କରେ । ପୋଲଟି ଅଚାନକ ଭାଙ୍ଗି ଯିବାରୁ ପୋଲ ଉପରେ ଯାଉଥିବା ଦୁଇଟି କାର ତଳକୁ ଖସିପଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ତେବେ ଅଘଟଣରୁ […]

କଳାହାଣ୍ଡି: ହଠାତ ଭୁଶୁଡ଼ି ପଡିଲା ପୋଲ, ପୋଲ ତଳକୁ ଖସି ପଡିଲା ଦୁଇଟି କାର । ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ଏଭଳି ଅଘଟଣ ଘଟିଛି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ରାଜ୍ୟ ରାଜପଥ ୪୪ର ଭାଗିରଥି ପାର୍କ ନିକଟରେ ଥିବା ପୋଲରେ । ଏହି ପୋଲଟି ଭବାନୀପାଟଣାରୁ ଥୁଆମୂଳ ରାମପୁରକୁ ସଂଯୋଗ କରେ । ପୋଲଟି ଅଚାନକ ଭାଙ୍ଗି ଯିବାରୁ ପୋଲ ଉପରେ ଯାଉଥିବା ଦୁଇଟି କାର ତଳକୁ ଖସିପଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ତେବେ ଅଘଟଣରୁ ଅଳ୍ପକେ କାର୍‌ ଚାଳକ ଓ ଯାତ୍ରୀ ବର୍ତ୍ତି ଯାଇଛନ୍ତି । ପୋଲ ଭାଙ୍ଗିପଡ଼ିଥିବାରୁ ଭବାନୀପାଟଣାରୁ ଥୁଆମୂଳ ରାମପୁର ମୁଖ୍ୟ ରାସ୍ତାରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଙ୍ଗ କରିଥିବା ବିଧାୟକଙ୍କ ସଭ୍ୟପଦ ରଦ୍ଦ ହେଉ: ପ୍ରସନ୍ନ ଆଚାର୍ଯ୍ୟ

30 Oct 2022 By The Sakala

ହଠାତ ଭୁଶୁଡ଼ି ପଡିଲା ପୋଲ: ତଳକୁ ଖସି ପଡିଲା ଦୁଇଟି କାର, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

କଳାହାଣ୍ଡି: ହଠାତ ଭୁଶୁଡ଼ି ପଡିଲା ପୋଲ, ପୋଲ ତଳକୁ ଖସି ପଡିଲା ଦୁଇଟି କାର । ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ଏଭଳି ଅଘଟଣ ଘଟିଛି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ରାଜ୍ୟ ରାଜପଥ ୪୪ର ଭାଗିରଥି ପାର୍କ ନିକଟରେ ଥିବା ପୋଲରେ । ଏହି ପୋଲଟି ଭବାନୀପାଟଣାରୁ ଥୁଆମୂଳ ରାମପୁରକୁ ସଂଯୋଗ କରେ । ପୋଲଟି ଅଚାନକ ଭାଙ୍ଗି ଯିବାରୁ ପୋଲ ଉପରେ ଯାଉଥିବା ଦୁଇଟି କାର ତଳକୁ ଖସିପଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ତେବେ ଅଘଟଣରୁ ଅଳ୍ପକେ କାର୍‌ ଚାଳକ ଓ ଯାତ୍ରୀ ବର୍ତ୍ତି ଯାଇଛନ୍ତି । ପୋଲ ଭାଙ୍ଗିପଡ଼ିଥିବାରୁ ଭବାନୀପାଟଣାରୁ ଥୁଆମୂଳ ରାମପୁର ମୁଖ୍ୟ ରାସ୍ତାରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର