ହକି ବିଶ୍ବକପ ଆୟୋଜନର ସଫଳତା ପାଇଁ ଗଠନ ହେଲା ୯ଟି ସ୍ବତନ୍ତ୍ର ଟିମ୍

The Sakala Picture
Published On

ଭୁବନେଶ୍ବର: ହକି ବିଶ୍ବକପକୁ ରହିଲା ଆଉ ଏକ ମାସରୁ କମ୍‌ ସମୟ । ବିଶ୍ବକପକୁ କିଭଳି ସୁରୁଖୁରୁରେ ସମ୍ପାଦନ କରାଯିବ ସେ ନେଇ ସମସ୍ତ ସ୍ତରରେ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ଯାୟରେ ପହଞ୍ଚିଛି। ବିଶ୍ୱକପ ହକି ଆୟୋଜନର ସଫଳତା ପାଇଁ ୯ଟି ସ୍ୱତନ୍ତ୍ର ଟିମ ଗଠିତ କରାଯାଇଛି। ବିଭିନ୍ନ କାର୍ଯ୍ଯର ନିୟମିତ ତଦାରଖ କରିବ ଏହି ଟିମ। ତଦରାଖ ପରେ ସାପ୍ତାହିକ ରିପୋର୍ଟ ବିଡିଏ ଉପାଧ୍ୟକ୍ଷଙ୍କୁ ପ୍ରଦାନ କରିବ ଉକ୍ତ ଟିମ୍। ରାସ୍ତାଘାଟ, ଅଲୋକୀକରଣ, ପରିମଳ, ସ୍ଵଛତା, ସୌନ୍ଦର୍ଯ୍ଯକରଣ […]

ଭୁବନେଶ୍ବର: ହକି ବିଶ୍ବକପକୁ ରହିଲା ଆଉ ଏକ ମାସରୁ କମ୍‌ ସମୟ । ବିଶ୍ବକପକୁ କିଭଳି ସୁରୁଖୁରୁରେ ସମ୍ପାଦନ କରାଯିବ ସେ ନେଇ ସମସ୍ତ ସ୍ତରରେ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ଯାୟରେ ପହଞ୍ଚିଛି। ବିଶ୍ୱକପ ହକି ଆୟୋଜନର ସଫଳତା ପାଇଁ ୯ଟି ସ୍ୱତନ୍ତ୍ର ଟିମ ଗଠିତ କରାଯାଇଛି। ବିଭିନ୍ନ କାର୍ଯ୍ଯର ନିୟମିତ ତଦାରଖ କରିବ ଏହି ଟିମ। ତଦରାଖ ପରେ ସାପ୍ତାହିକ ରିପୋର୍ଟ ବିଡିଏ ଉପାଧ୍ୟକ୍ଷଙ୍କୁ ପ୍ରଦାନ କରିବ ଉକ୍ତ ଟିମ୍। ରାସ୍ତାଘାଟ, ଅଲୋକୀକରଣ, ପରିମଳ, ସ୍ଵଛତା, ସୌନ୍ଦର୍ଯ୍ଯକରଣ ଓ ଲୋକଙ୍କ ସୁରକ୍ଷାକୁ ନେଇ ହେବ ନିୟମିତ ସମୀକ୍ଷା କରାଯିବ। ଟ୍ରାଫିକ ସମସ୍ୟା, ଜବର ଦଖଲ ଓ ପର୍ଯ୍ଯଟକଙ୍କ ସୁରକ୍ଷା ପ୍ରତି ଦିଆଯାଇଛି ପ୍ରାଥମିକତା ବୋଲି ବିଡିଏ ଉପାଧ୍ୟକ୍ଷ ବଲୱାନ୍ତ ସିଂହଙ୍କ ନିର୍ଦେଶନାମା ଜାରି କରିଛନ୍ତି।

ଆହୁରି ପଢ଼ନ୍ତୁ: ଚାଷୀଙ୍କୁ ମିଳିଲା 'ସିଏମ୍ କିଷାନ' ଯୋଜନାର ୫ମ କିସ୍ତି, DBT ମାଧ୍ୟମରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ୨ ହଜାର ଟଙ୍କା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର