ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଶୈବ ପୀଠ ଗୁପ୍ତେଶ୍ଵରରେ ୫ଟି ସଚିବ ଭିକେ ପାଣ୍ଡିଆନ

The Sakala Picture
Published On

କୋରାପୁଟ: ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଶୈବ ପୀଠ ଗୁପ୍ତେଶ୍ଵରରେ ୫ଟି ସଚିବ ଭିକେ ପାଣ୍ଡିଆନ। ୫ଟି ସଚିବ ଭି.କେ. ପାଣ୍ଡିଆନ ଆଜି ମଧ୍ୟାହ୍ନରେ ବୈପାରିଗୁଡା ବ୍ଲକର ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ୱର ପୀଠ ଦର୍ଶନ କରିବା ସହିତ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମୀକ୍ଷା କରିଥିଲେ। ପ୍ରଥମେ ସେ ରାମଗିରି ସ୍ଥିତ ଖେଳ ପଡିଆରେ ହେଲିକେପଟର ଯୋଗେ ପହଞ୍ଚିଥିଲେ । ସେଠାରେ ତାଙ୍କୁ ସ୍ଥାନୀୟ ବିଡ଼ିଓ ଫୁଲ ତୋଡ଼ା ଦେଇ ସ୍ବାଗତଂ କରିଥିଲେ। ପରେ କୋରାପୁଟ ଜିଲ୍ଲାପାଳଙ୍କ ସହିତ […]

କୋରାପୁଟ: ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଶୈବ ପୀଠ ଗୁପ୍ତେଶ୍ଵରରେ ୫ଟି ସଚିବ ଭିକେ ପାଣ୍ଡିଆନ। ୫ଟି ସଚିବ ଭି.କେ. ପାଣ୍ଡିଆନ ଆଜି ମଧ୍ୟାହ୍ନରେ ବୈପାରିଗୁଡା ବ୍ଲକର ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ୱର ପୀଠ ଦର୍ଶନ କରିବା ସହିତ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମୀକ୍ଷା କରିଥିଲେ। ପ୍ରଥମେ ସେ ରାମଗିରି ସ୍ଥିତ ଖେଳ ପଡିଆରେ ହେଲିକେପଟର ଯୋଗେ ପହଞ୍ଚିଥିଲେ । ସେଠାରେ ତାଙ୍କୁ ସ୍ଥାନୀୟ ବିଡ଼ିଓ ଫୁଲ ତୋଡ଼ା ଦେଇ ସ୍ବାଗତଂ କରିଥିଲେ। ପରେ କୋରାପୁଟ ଜିଲ୍ଲାପାଳଙ୍କ ସହିତ ଗୁପ୍ତେଶ୍ୱର ଯାଇ ପରିଦର୍ଶନ କରିଥିଲେ। ବାବା ଗୁପ୍ତେଶ୍ୱରଙ୍କ ଦର୍ଶନ ସାରି ରାସ୍ତା ଏବଂ ଗୃହ ନିର୍ମାଣ ବିଭାଗ ଦ୍ଵାରା ପ୍ରସ୍ତୁତ ଗୁପ୍ତେଶ୍ୱର ପୀଠର ଉନ୍ନତିକରଣ ସମ୍ପର୍କୀୟ ନକ୍ସା ଦେଖିବା ସହ କାର୍ଯ୍ୟର ସମୀକ୍ଷା କରିଥିଲେ । କୋରାପୁଟ ଜିଲ୍ଲାପାଳ ଅବଦୁଲ ଅହମ୍ମଦ ଅକତର ଉପସ୍ଥିତିରେ ରାସ୍ତା ଓ ଗୃହନିର୍ମାଣ ବିଭାଗ, ପୂର୍ତ୍ତ ବିଭାଗ, ଗ୍ରାମ୍ୟ ଜଳଯୋଗାଣ ବିଭାଗ ତଥା ସ୍ବାସ୍ଥ୍ୟ ବିଭାଗର ଅଧିକାରୀଙ୍କ ସହ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ଯଥାଶୀଘ୍ର କାର୍ଯ୍ୟ ଶେଷ ପାଇଁ ନିର୍ଦେଶ ଦେଇଥିବା ଜଣା ପଡିଛି।

ଆହୁରି ପଢ଼ନ୍ତୁ: କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଅଫିସ୍‌ରୁ ଅଜଣା ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

03 Feb 2023 By The Sakala

ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଶୈବ ପୀଠ ଗୁପ୍ତେଶ୍ଵରରେ ୫ଟି ସଚିବ ଭିକେ ପାଣ୍ଡିଆନ

କୋରାପୁଟ: ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଶୈବ ପୀଠ ଗୁପ୍ତେଶ୍ଵରରେ ୫ଟି ସଚିବ ଭିକେ ପାଣ୍ଡିଆନ। ୫ଟି ସଚିବ ଭି.କେ. ପାଣ୍ଡିଆନ ଆଜି ମଧ୍ୟାହ୍ନରେ ବୈପାରିଗୁଡା ବ୍ଲକର ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ୱର ପୀଠ ଦର୍ଶନ କରିବା ସହିତ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମୀକ୍ଷା କରିଥିଲେ। ପ୍ରଥମେ ସେ ରାମଗିରି ସ୍ଥିତ ଖେଳ ପଡିଆରେ ହେଲିକେପଟର ଯୋଗେ ପହଞ୍ଚିଥିଲେ । ସେଠାରେ ତାଙ୍କୁ ସ୍ଥାନୀୟ ବିଡ଼ିଓ ଫୁଲ ତୋଡ଼ା ଦେଇ ସ୍ବାଗତଂ କରିଥିଲେ। ପରେ କୋରାପୁଟ ଜିଲ୍ଲାପାଳଙ୍କ ସହିତ ଗୁପ୍ତେଶ୍ୱର ଯାଇ ପରିଦର୍ଶନ କରିଥିଲେ। ବାବା ଗୁପ୍ତେଶ୍ୱରଙ୍କ ଦର୍ଶନ ସାରି ରାସ୍ତା ଏବଂ ଗୃହ ନିର୍ମାଣ ବିଭାଗ ଦ୍ଵାରା ପ୍ରସ୍ତୁତ ଗୁପ୍ତେଶ୍ୱର ପୀଠର ଉନ୍ନତିକରଣ ସମ୍ପର୍କୀୟ ନକ୍ସା ଦେଖିବା ସହ କାର୍ଯ୍ୟର ସମୀକ୍ଷା କରିଥିଲେ । କୋରାପୁଟ ଜିଲ୍ଲାପାଳ ଅବଦୁଲ ଅହମ୍ମଦ ଅକତର ଉପସ୍ଥିତିରେ ରାସ୍ତା ଓ ଗୃହନିର୍ମାଣ ବିଭାଗ, ପୂର୍ତ୍ତ ବିଭାଗ, ଗ୍ରାମ୍ୟ ଜଳଯୋଗାଣ ବିଭାଗ ତଥା ସ୍ବାସ୍ଥ୍ୟ ବିଭାଗର ଅଧିକାରୀଙ୍କ ସହ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ଯଥାଶୀଘ୍ର କାର୍ଯ୍ୟ ଶେଷ ପାଇଁ ନିର୍ଦେଶ ଦେଇଥିବା ଜଣା ପଡିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର