ପୁଣି ଅଘଟଣ: ମାଞ୍ଜା ସୂତା ଲାଗି ରାଜଧାନୀରେ କଟିଲା ୩ ଯୁବକଙ୍କ ବେକ
ଭୁବନେଶ୍ବର: ପୁଣି ମାଞ୍ଜା ସୂତା ଲାଗି ୩ ଯୁବକଙ୍କ ବେକ କଟିଛି। । ଏଭଳି ଅଘଟଣା ଘଟିଛି ଭୁବନେଶ୍ବର ଖଣ୍ଡଗିରି ଥାନା ଡୁମୁଡୁମା ଅଞ୍ଚଳରେ। ସ୍କୁଟିରେ ଯାଉଥିବାବେଳେ ଯୁବକଙ୍କ ବେକରେ ଗୁଡେଇ ହୋଇଥିଲା ସୂତା । ଆହତ ଯୁବକ ହେଉଛନ୍ତି ନିର୍ମଳ କୁମାରବେହେରା ଓ ସ୍ବୟଂ ରାୟ ଚୌଧୁରୀ । ଅନ୍ୟ ଜଣେ ଆହତ ଯୁବକଙ୍କ ପରିଚୟ ଏପର୍ଯ୍ଯନ୍ତ ମିଳିପାରିନାହିଁ। ତେବେ ମାଞ୍ଜା ସୂତା ବ୍ୟାନ ସତ୍ତ୍ବେ କିଭଳି ଲୋକ ଏପରି ବିପଦକାରୀ ଗୁଡ଼ି ସୂତା ବ୍ୟବହାର […]
ଭୁବନେଶ୍ବର: ପୁଣି ମାଞ୍ଜା ସୂତା ଲାଗି ୩ ଯୁବକଙ୍କ ବେକ କଟିଛି। । ଏଭଳି ଅଘଟଣା ଘଟିଛି ଭୁବନେଶ୍ବର ଖଣ୍ଡଗିରି ଥାନା ଡୁମୁଡୁମା ଅଞ୍ଚଳରେ। ସ୍କୁଟିରେ ଯାଉଥିବାବେଳେ ଯୁବକଙ୍କ ବେକରେ ଗୁଡେଇ ହୋଇଥିଲା ସୂତା । ଆହତ ଯୁବକ ହେଉଛନ୍ତି ନିର୍ମଳ କୁମାରବେହେରା ଓ ସ୍ବୟଂ ରାୟ ଚୌଧୁରୀ । ଅନ୍ୟ ଜଣେ ଆହତ ଯୁବକଙ୍କ ପରିଚୟ ଏପର୍ଯ୍ଯନ୍ତ ମିଳିପାରିନାହିଁ।
ତେବେ ମାଞ୍ଜା ସୂତା ବ୍ୟାନ ସତ୍ତ୍ବେ କିଭଳି ଲୋକ ଏପରି ବିପଦକାରୀ ଗୁଡ଼ି ସୂତା ବ୍ୟବହାର କରୁଛନ୍ତି ତାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା।