କଟକରେ ବୁଲିଲା ଖଣ୍ଡା: ଦୁର୍ବୃତ୍ତଙ୍କ ମରଣାନ୍ତକ ଆକ୍ରମଣରେ ୩ ଗୁରୁତର

Madhusudan Das Picture
Published On

କଟକ: କଟକରେ ବୁଲିଲା ଖଣ୍ଡା । ଖଣ୍ଡା ଚୋଟରେ ୩ ଜଣ ଗୁରୁତର ଆହତ । ବାରଙ୍ଗ ଥାନା ସାନ ମୁଣ୍ଡଳୀ ଗାଁର ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କଲେ ୬ ଦୁର୍ବୃତ୍ତ  । ଉକ୍ତ ଯୁବକଙ୍କୁ ବଞ୍ଚାଇବାକୁ ଯାଇ ଆଉ ୨ ଜଣ ଗୁରୁତର । ଗୁରୁତର ସମସ୍ତ ଯୁବକଙ୍କୁ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି । ଆକ୍ରମଣ କରି ଦୁର୍ବୁତ୍ତମାନେ ମୁଣ୍ଡଳୀ ବ୍ରିଜ ଦେଇ ଆଠଗଡ ଆଡକୁ ଚମ୍ପଟ ମାରିଥିଲେ । ତେବେ କେଉଁ କାରଣରୁ ଆକ୍ରମଣ କରାଯାଇଛି ସେନେଇ କିଛି ସ୍ପଷ୍ଟ ହୋଇନି । ଘଟଣାସ୍ଥଳରେ ବାରଙ୍ଗ ପୋଲିସ ପହଞ୍ଚି ତଦନ୍ତ କରୁଛି ।

ଆହୁରି ପଢ଼ନ୍ତୁ: 'ଏ ଡାଏରୀ ସେ ଡାଏରୀ ନୁହେଁ', ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସିଲା ଭଉଣୀଙ୍କ ବିସ୍ଫୋରକ ତଥ୍ୟ

ସୂଚନା ଅନୁସାରେ, ସାନମୁଣ୍ଡଳୀ ଗାଁର କାହ୍ନୁ ଦଳାଇ ବାରଙ୍ଗ ଥାନା ମୁଣ୍ଡଳୀ ଛକରେ ଦହିବରା ଖାଉଥିବା ବେଳେ ୬ ଜଣ ଦୁର୍ବୃତ୍ତ ତାଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ। କାହ୍ନୁଙ୍କୁ ବଞ୍ଚେଇବାକୁ ଯାଇ ଦହିବରା ବ୍ୟବସାୟୀ ଅନୀଲ କୁମାର ଲେଙ୍କା ଓ ପାନ ଦୋକାନୀ ରଞ୍ଜନ କୁମାର ରାଉତ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। 

ଆହୁରି ପଢ଼ନ୍ତୁ: ବାପ-ପୁଅଙ୍କ ମିଥ୍ୟା ଅଭିଯୋଗକୁ ଖଣ୍ଡନ କଲେ ଗ୍ରାମବାସୀ: ନ୍ୟାୟ ନମିଳିଲେ ସାମୂହିକ ଆତ୍ମହତ୍ୟା ଚେତାବନୀ

12 May 2026 By Madhusudan Das

କଟକରେ ବୁଲିଲା ଖଣ୍ଡା: ଦୁର୍ବୃତ୍ତଙ୍କ ମରଣାନ୍ତକ ଆକ୍ରମଣରେ ୩ ଗୁରୁତର

କଟକ: କଟକରେ ବୁଲିଲା ଖଣ୍ଡା । ଖଣ୍ଡା ଚୋଟରେ ୩ ଜଣ ଗୁରୁତର ଆହତ । ବାରଙ୍ଗ ଥାନା ସାନ ମୁଣ୍ଡଳୀ ଗାଁର ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କଲେ ୬ ଦୁର୍ବୃତ୍ତ  । ଉକ୍ତ ଯୁବକଙ୍କୁ ବଞ୍ଚାଇବାକୁ ଯାଇ ଆଉ ୨ ଜଣ ଗୁରୁତର । ଗୁରୁତର ସମସ୍ତ ଯୁବକଙ୍କୁ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି । ଆକ୍ରମଣ କରି ଦୁର୍ବୁତ୍ତମାନେ ମୁଣ୍ଡଳୀ ବ୍ରିଜ ଦେଇ ଆଠଗଡ ଆଡକୁ ଚମ୍ପଟ ମାରିଥିଲେ । ତେବେ କେଉଁ କାରଣରୁ ଆକ୍ରମଣ କରାଯାଇଛି ସେନେଇ କିଛି ସ୍ପଷ୍ଟ ହୋଇନି । ଘଟଣାସ୍ଥଳରେ ବାରଙ୍ଗ ପୋଲିସ ପହଞ୍ଚି ତଦନ୍ତ କରୁଛି ।

ସୂଚନା ଅନୁସାରେ, ସାନମୁଣ୍ଡଳୀ ଗାଁର କାହ୍ନୁ ଦଳାଇ ବାରଙ୍ଗ ଥାନା ମୁଣ୍ଡଳୀ ଛକରେ ଦହିବରା ଖାଉଥିବା ବେଳେ ୬ ଜଣ ଦୁର୍ବୃତ୍ତ ତାଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ। କାହ୍ନୁଙ୍କୁ ବଞ୍ଚେଇବାକୁ ଯାଇ ଦହିବରା ବ୍ୟବସାୟୀ ଅନୀଲ କୁମାର ଲେଙ୍କା ଓ ପାନ ଦୋକାନୀ ରଞ୍ଜନ କୁମାର ରାଉତ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର