ରାଜଧାନୀରେ ବଢୁଛି ଆତ୍ମହତ୍ୟ ପ୍ରବଣତା : ମାନସିକ ଦୁଶ୍ଚିନ୍ତା ଓ ପାରିବାରିକ କଳହରୁ ଚାଲିଗଲା ଦୁଇଟି ଜୀବନ

The Sakala Picture
Published On

ଭୁବନେଶ୍ବର : ରାଜ୍ୟ ରାଜଧାନୀ ଭୁବନେଶ୍ବରରେ ବଢିଚାଲିଛି ଆତ୍ମହତ୍ୟା ମାମଲା। ମାନସିକ ଦୁଶ୍ଚିନ୍ତା ହେଉ କି ପାରିବାରିକ କଳହ କିମ୍ବା ପ୍ରେମ ଜନିତ କାରଣରୁ ଆତ୍ମହତ୍ୟା ଭଳି ଏକ ଘୃଣ୍ୟପ୍ରଥାକୁ ଆପଣାଉଛନ୍ତି ରାଜଧାନୀବାସୀ। ଏହି କ୍ରମରେ ଶୁକ୍ରବାର ଭୁବନେଶ୍ବର ୨ ଜଣ ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି। ରାଜଧାନୀରେ ଜଣେ ସରକାରୀ କର୍ମଚାରୀ ଆତ୍ମହତ୍ୟା କରିଛନ୍ତି। ରାଜଧାନୀର ନୟାପଲ୍ଲୀ ଥାନା ରେଣ୍ଟାଲ କାଲୋନିରେ ଘଟିଛି ଏହି ଅଭାବନୀୟ ଘଟଣା। ବନ୍ଦ ଘରେ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ଓହଳିଥିବାର […]

ଭୁବନେଶ୍ବର : ରାଜ୍ୟ ରାଜଧାନୀ ଭୁବନେଶ୍ବରରେ ବଢିଚାଲିଛି ଆତ୍ମହତ୍ୟା ମାମଲା। ମାନସିକ ଦୁଶ୍ଚିନ୍ତା ହେଉ କି ପାରିବାରିକ କଳହ କିମ୍ବା ପ୍ରେମ ଜନିତ କାରଣରୁ ଆତ୍ମହତ୍ୟା ଭଳି ଏକ ଘୃଣ୍ୟପ୍ରଥାକୁ ଆପଣାଉଛନ୍ତି ରାଜଧାନୀବାସୀ। ଏହି କ୍ରମରେ ଶୁକ୍ରବାର ଭୁବନେଶ୍ବର ୨ ଜଣ ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି।

ଆହୁରି ପଢ଼ନ୍ତୁ: ଯାଞ୍ଚ ବେଳେ ଗାଡ଼ିରୁ ୮ ଲକ୍ଷ ୪୭ ହଜାର ଟଙ୍କାର ଫେକ୍ ନୋଟ୍ ଜବତ, ଦୁଇ ଗିରଫ

ରାଜଧାନୀରେ ଜଣେ ସରକାରୀ କର୍ମଚାରୀ ଆତ୍ମହତ୍ୟା କରିଛନ୍ତି। ରାଜଧାନୀର ନୟାପଲ୍ଲୀ ଥାନା ରେଣ୍ଟାଲ କାଲୋନିରେ ଘଟିଛି ଏହି ଅଭାବନୀୟ ଘଟଣା। ବନ୍ଦ ଘରେ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ଓହଳିଥିବାର ଦେଖିବାକୁ ମିଳିଛି।ମୃତକଙ୍କ ନାଁ କୃଷ୍ଣଚନ୍ଦ୍ର ସେନପତି। ତାଙ୍କର ବୟସ ୪୪ ବର୍ଷ। କୃଷ୍ଣଚନ୍ଦ୍ରଙ୍କ ଘର ବାଲିପାଟଣାର ଥାନା ଅନ୍ତର୍ଗତ ଅଭୟମୁଖୀରେ। ସେ ପୁଲିସ ବାଟାଲିୟନରେ କାର୍ୟ୍ୟରତ ଥିଲେ। କୃଷ୍ଣଚନ୍ଦ୍ର ମାନସିକ ଦୁଶ୍ଚିନ୍ତା କାରଣରୁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ନୟାପଲ୍ଲୀ ଥାନା ପୁଲିସ ଛାନଭିନ ଚଳାଇଛି।

ଆହୁରି ପଢ଼ନ୍ତୁ: ଅକ୍ଷୟ ତୃତୀୟା ୨୦୨୬: ୧୯ ନା ୨୦ ଏପ୍ରିଲ? ଜାଣନ୍ତୁ ଶ୍ରୀମନ୍ଦିର ପାଞ୍ଜି ଅନୁସାରେ ସଠିକ୍ ତାରିଖ ଓ ଶୁଭ ମୁହୂର୍ତ୍ତ

ସେହିପରି ଅନ୍ୟ ଏକ ଘଟଣାରେ ଚନ୍ଦ୍ରଶେଖପୁର ବିଡ଼ିଏ କଲୋନୀରେ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି। ମୃତକଁ ଜଣକ ହେଲେ ସୁଶାନ୍ତ ଦାଶ। ଗତ କାଲି ବିଳମ୍ବିତ ରାତିରେ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ଝଗଡା ହୋଇଥିଲା। ବିଳମ୍ବରେ ଝିଅ ଟିୟୁସନ ଫେରିବା ନେଇ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ହୋଇଥିଲା ଯୁକ୍ତିତର୍କ। ଏହାପରେ ଘର ବାହାରେ ଥିବା ପଣସ ଗଛରେ ଝୁଲି ପଡିଥିଲେ ସୁଶାନ୍ତ ଦାଶ। ଏହାପରେ ତାଙ୍କୁ ଉଦ୍ଧାର କରାଯାଇ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଚନ୍ଦ୍ରଶେଖର ପୁଲିସ ଏକ ଅପମୃତ୍ୟ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ଆହୁରି ପଢ଼ନ୍ତୁ: ମହଙ୍ଗା ପଡିଲା ମାମଲା ରଫାଦଫା ପାଇଁ ଫେଭର ମାଗିବା; ବଦଳିଲେ ଖଣ୍ଡପଡାର ବିବାଦୀୟ SDPO

28 Oct 2022 By The Sakala

ରାଜଧାନୀରେ ବଢୁଛି ଆତ୍ମହତ୍ୟ ପ୍ରବଣତା : ମାନସିକ ଦୁଶ୍ଚିନ୍ତା ଓ ପାରିବାରିକ କଳହରୁ ଚାଲିଗଲା ଦୁଇଟି ଜୀବନ

ଭୁବନେଶ୍ବର : ରାଜ୍ୟ ରାଜଧାନୀ ଭୁବନେଶ୍ବରରେ ବଢିଚାଲିଛି ଆତ୍ମହତ୍ୟା ମାମଲା। ମାନସିକ ଦୁଶ୍ଚିନ୍ତା ହେଉ କି ପାରିବାରିକ କଳହ କିମ୍ବା ପ୍ରେମ ଜନିତ କାରଣରୁ ଆତ୍ମହତ୍ୟା ଭଳି ଏକ ଘୃଣ୍ୟପ୍ରଥାକୁ ଆପଣାଉଛନ୍ତି ରାଜଧାନୀବାସୀ। ଏହି କ୍ରମରେ ଶୁକ୍ରବାର ଭୁବନେଶ୍ବର ୨ ଜଣ ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି।

ରାଜଧାନୀରେ ଜଣେ ସରକାରୀ କର୍ମଚାରୀ ଆତ୍ମହତ୍ୟା କରିଛନ୍ତି। ରାଜଧାନୀର ନୟାପଲ୍ଲୀ ଥାନା ରେଣ୍ଟାଲ କାଲୋନିରେ ଘଟିଛି ଏହି ଅଭାବନୀୟ ଘଟଣା। ବନ୍ଦ ଘରେ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ଓହଳିଥିବାର ଦେଖିବାକୁ ମିଳିଛି।ମୃତକଙ୍କ ନାଁ କୃଷ୍ଣଚନ୍ଦ୍ର ସେନପତି। ତାଙ୍କର ବୟସ ୪୪ ବର୍ଷ। କୃଷ୍ଣଚନ୍ଦ୍ରଙ୍କ ଘର ବାଲିପାଟଣାର ଥାନା ଅନ୍ତର୍ଗତ ଅଭୟମୁଖୀରେ। ସେ ପୁଲିସ ବାଟାଲିୟନରେ କାର୍ୟ୍ୟରତ ଥିଲେ। କୃଷ୍ଣଚନ୍ଦ୍ର ମାନସିକ ଦୁଶ୍ଚିନ୍ତା କାରଣରୁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ନୟାପଲ୍ଲୀ ଥାନା ପୁଲିସ ଛାନଭିନ ଚଳାଇଛି।

ସେହିପରି ଅନ୍ୟ ଏକ ଘଟଣାରେ ଚନ୍ଦ୍ରଶେଖପୁର ବିଡ଼ିଏ କଲୋନୀରେ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି। ମୃତକଁ ଜଣକ ହେଲେ ସୁଶାନ୍ତ ଦାଶ। ଗତ କାଲି ବିଳମ୍ବିତ ରାତିରେ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ଝଗଡା ହୋଇଥିଲା। ବିଳମ୍ବରେ ଝିଅ ଟିୟୁସନ ଫେରିବା ନେଇ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ହୋଇଥିଲା ଯୁକ୍ତିତର୍କ। ଏହାପରେ ଘର ବାହାରେ ଥିବା ପଣସ ଗଛରେ ଝୁଲି ପଡିଥିଲେ ସୁଶାନ୍ତ ଦାଶ। ଏହାପରେ ତାଙ୍କୁ ଉଦ୍ଧାର କରାଯାଇ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଚନ୍ଦ୍ରଶେଖର ପୁଲିସ ଏକ ଅପମୃତ୍ୟ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର