ପୋଖରୀରେ ବୁଡ଼ି ୨ ନାବାଳକ ସାଙ୍ଗଙ୍କ ମୃତ୍ୟୁ

The Sakala Picture
Published On

ସମ୍ବଲପୁର: ପୋଖରୀରେ ବୁଡି ଦୁଇ ନାବାଳକ ସାଙ୍ଗଙ୍କ ମୃତ୍ୟୁ। ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଭିଏସଏସ କଲୋନୀରେ ଘଟିଛି ଏଭଳି ଅଘଟଣ। ଉଭୟଙ୍କ ବୟସ ୧୧ ବର୍ଷ ବୋଲି ଜଣାପଡିଛି । ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି କରିଥିଲେ। ତେବେ ଉଭୟଙ୍କ ମୃତଦେହକୁ ଅଗ୍ନିଶମ ବାହିନୀ ପୋଖରୀରୁ ଉଦ୍ଧାର କରିଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ବାଲିଅନ୍ତା ସୌମ୍ୟ ହତ୍ୟା ମାମଲା: ଓମ୍ ସତ କହିଥିବା ଲାଇ ଡିଟେକ୍ସନ ଟେଷ୍ଟ ରିପୋର୍ଟରୁ ସ୍ପଷ୍ଟ, ୫/୬ ଅଭିଯୁକ୍ତ ଏବେ ବି ଫେରାର

04 Sep 2024 By The Sakala

ପୋଖରୀରେ ବୁଡ଼ି ୨ ନାବାଳକ ସାଙ୍ଗଙ୍କ ମୃତ୍ୟୁ

ସମ୍ବଲପୁର: ପୋଖରୀରେ ବୁଡି ଦୁଇ ନାବାଳକ ସାଙ୍ଗଙ୍କ ମୃତ୍ୟୁ। ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଭିଏସଏସ କଲୋନୀରେ ଘଟିଛି ଏଭଳି ଅଘଟଣ। ଉଭୟଙ୍କ ବୟସ ୧୧ ବର୍ଷ ବୋଲି ଜଣାପଡିଛି । ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି କରିଥିଲେ। ତେବେ ଉଭୟଙ୍କ ମୃତଦେହକୁ ଅଗ୍ନିଶମ ବାହିନୀ ପୋଖରୀରୁ ଉଦ୍ଧାର କରିଥିବା ଜଣାପଡ଼ିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର