ଅକ୍ଟୋବର ୪ରୁ ଦଶମ ଶ୍ରେଣୀ ଷାଣ୍ମାସିକ ପରୀକ୍ଷା, ମାଧ୍ୟମିକ ଶିକ୍ଷା ବୋର୍ଡ ଜାରି କଲା ପରୀକ୍ଷା ସୂଚୀ

The Sakala Picture
Published On

କଟକ : ଅକ୍ଟୋବର ୪ ତାରିଖରୁ ଆରମ୍ଭ ହେବ ଦଶମ ଶ୍ରେଣୀ ଷାଣ୍ମାସିକ ପରୀକ୍ଷା । ମାଧ୍ୟମିକ ଶିକ୍ଷା ପରିଷଦ ଷାଣ୍ମାସିକ ପରୀକ୍ଷା ସୂଚୀ ଜାରି କରିଛି । ସୂଚୀ ଅନୁସାରେ ଦିନ ୧୦ଟାରୁ ୧୨ଟା ୩୦ ପ୍ରଥମ ସିଟିଂ, ସାଢ଼େ ୧ଟାରୁ ୪ଟା ଯାଏଁ ୨ୟ ସିଟିଂ ପରୀକ୍ଷା ହେବ । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଜାରି ହୋଇଥିବା ପରୀକ୍ଷା ସୂଚୀ ଅନୁସାରେ ଅକ୍ଟୋବର ୪ ତାରିଖରେ ପ୍ରଥମ ସିଟିଂରେ ଓଡ଼ିଆ ଓ ଦ୍ୱିତୀୟ ସିଟିଂରେ […]

କଟକ : ଅକ୍ଟୋବର ୪ ତାରିଖରୁ ଆରମ୍ଭ ହେବ ଦଶମ ଶ୍ରେଣୀ ଷାଣ୍ମାସିକ ପରୀକ୍ଷା । ମାଧ୍ୟମିକ ଶିକ୍ଷା ପରିଷଦ ଷାଣ୍ମାସିକ ପରୀକ୍ଷା ସୂଚୀ ଜାରି କରିଛି । ସୂଚୀ ଅନୁସାରେ ଦିନ ୧୦ଟାରୁ ୧୨ଟା ୩୦ ପ୍ରଥମ ସିଟିଂ, ସାଢ଼େ ୧ଟାରୁ ୪ଟା ଯାଏଁ ୨ୟ ସିଟିଂ ପରୀକ୍ଷା ହେବ ।

ଆହୁରି ପଢ଼ନ୍ତୁ: କୋଟି କୋଟି ଟଙ୍କା ଟିକସ ଫାଙ୍କିବା ଅଭିଯୋଗରେ ରାଜ୍ୟର ୬ ରେସ୍ତୋରାଁରେ IT ଚଢ଼ାଉ

ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଜାରି ହୋଇଥିବା ପରୀକ୍ଷା ସୂଚୀ ଅନୁସାରେ ଅକ୍ଟୋବର ୪ ତାରିଖରେ ପ୍ରଥମ ସିଟିଂରେ ଓଡ଼ିଆ ଓ ଦ୍ୱିତୀୟ ସିଟିଂରେ ଇଂରାଜୀ ପରୀକ୍ଷା ହେବ । ସେହିପରି ୫ ତାରିଖରେ ଗଣିତ, ୬ରେ ବିଜ୍ଞାନ, ୭ତାରିଖ ପ୍ରଥମ ସିଟିଂରେ ସାମାଜିକ ବିଜ୍ଞାନ ପରୀକ୍ଷା ହେବ । ୭ ତାରିଖ ଦ୍ୱିତୀୟ ସିଟିଂରେ ତୃତୀୟ ଭାଷା ହିନ୍ଦୀ/ସଂସ୍କୃତ ପରୀକ୍ଷା ହେବ ।

ଆହୁରି ପଢ଼ନ୍ତୁ: 'ସୁଭଦ୍ରା' ଯୋଜନାକୁ ନେଇ ବଡ ଖବର: ଆସନ୍ତାକାଲି ମହିଳା ଦିବସରେ ମିଳିବ ଚତୁର୍ଥ କିସ୍ତି

07 Sep 2023 By The Sakala

ଅକ୍ଟୋବର ୪ରୁ ଦଶମ ଶ୍ରେଣୀ ଷାଣ୍ମାସିକ ପରୀକ୍ଷା, ମାଧ୍ୟମିକ ଶିକ୍ଷା ବୋର୍ଡ ଜାରି କଲା ପରୀକ୍ଷା ସୂଚୀ

କଟକ : ଅକ୍ଟୋବର ୪ ତାରିଖରୁ ଆରମ୍ଭ ହେବ ଦଶମ ଶ୍ରେଣୀ ଷାଣ୍ମାସିକ ପରୀକ୍ଷା । ମାଧ୍ୟମିକ ଶିକ୍ଷା ପରିଷଦ ଷାଣ୍ମାସିକ ପରୀକ୍ଷା ସୂଚୀ ଜାରି କରିଛି । ସୂଚୀ ଅନୁସାରେ ଦିନ ୧୦ଟାରୁ ୧୨ଟା ୩୦ ପ୍ରଥମ ସିଟିଂ, ସାଢ଼େ ୧ଟାରୁ ୪ଟା ଯାଏଁ ୨ୟ ସିଟିଂ ପରୀକ୍ଷା ହେବ ।

ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଜାରି ହୋଇଥିବା ପରୀକ୍ଷା ସୂଚୀ ଅନୁସାରେ ଅକ୍ଟୋବର ୪ ତାରିଖରେ ପ୍ରଥମ ସିଟିଂରେ ଓଡ଼ିଆ ଓ ଦ୍ୱିତୀୟ ସିଟିଂରେ ଇଂରାଜୀ ପରୀକ୍ଷା ହେବ । ସେହିପରି ୫ ତାରିଖରେ ଗଣିତ, ୬ରେ ବିଜ୍ଞାନ, ୭ତାରିଖ ପ୍ରଥମ ସିଟିଂରେ ସାମାଜିକ ବିଜ୍ଞାନ ପରୀକ୍ଷା ହେବ । ୭ ତାରିଖ ଦ୍ୱିତୀୟ ସିଟିଂରେ ତୃତୀୟ ଭାଷା ହିନ୍ଦୀ/ସଂସ୍କୃତ ପରୀକ୍ଷା ହେବ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର