ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ
ରିଲିଜ୍ ହେଲା ‘ଆଲଫା’ ଟିଜର୍: ଝିଅ ଆଲିଆଙ୍କୁ ବାପା ବବି ଦେଓଲଙ୍କ ଭୟଙ୍କର ଜନ୍ମଦିନ ଉପହାର

ଜୀବନଚର୍ଯ୍ୟା

ରୁଟିକୁ ନେଇ ବାସ୍ତୁ ନିୟମ: ଭୁଲରେ ବି କରନ୍ତୁ ନାହିଁ ଏହି କାମ, ଘରକୁ ଆସିପାରେ ଦରିଦ୍ରତା
ଘର ଓଳାଇବାର ସଠିକ୍ ସମୟ ଜାଣନ୍ତୁ, ନଚେତ୍ ଏହି ୩ଟି ଭୁଲ୍ ଆପଣଙ୍କୁ କରିଦେବ କାଙ୍ଗାଳ!
ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇବା ପାଇଁ 'ତାଳସଜ' ଏକ ସଞ୍ଜୀବନୀ: ଜାଣନ୍ତୁ ଏହି ସୁପରଫ୍ରୁଟ୍‌ର ଆଶ୍ଚର୍ଯ୍ୟଜନକ ଫାଇଦା
ପିଲାମାନଙ୍କ ପାଇଁ ବିପଜ୍ଜନକ ହୋଇପାରେ ପ୍ରବଳ ଗ୍ରୀଷ୍ମପ୍ରବାହ: NDMA ପକ୍ଷରୁ ସତର୍କ ସୂଚନା
ବଳକା କିମ୍ବା ବାସି ଭାତକୁ ଫୋପାଡ଼ନ୍ତୁ ନାହିଁ, ଚେହେରାରେ ଆଣିବ ପ୍ରାକୃତିକ ଚମକ; ଜାଣନ୍ତୁ ଏହି ଭାଇରାଲ୍ ସ୍କିନ୍ ଗ୍ଲୋ ସିକ୍ରେଟ୍
ଚାଣକ୍ୟ ନୀତି: ଭଲ ସମୟରେ ପାଖରେ, ଖରାପ ସମୟରେ ଦୂରରେ! 'ହଂସ' ଭଳି ସ୍ୱଭାବ ଥିବା ଲୋକଙ୍କଠାରୁ ସାବଧାନ

ଦେଶ- ବିଦେଶ

ବାଂଲାଦେଶରେ ଭାରତୀୟ ରାଷ୍ଟ୍ରଦୂତ ଦିନେଶ ତ୍ରିବେଦୀଙ୍କ ବୟାନକୁ ନେଇ ବିବାଦ, ଜମାତ-ଏ-ଇସଲାମୀର କଡ଼ା ପ୍ରତିକ୍ରିୟା

ବାଂଲାଦେଶରେ ଭାରତର ନବନିଯୁକ୍ତ ହାଇକମିଶନର (ରାଷ୍ଟ୍ରଦୂତ) ଦିନେଶ ତ୍ରିବେଦୀ ନିଜର ଏକ ବୟାନକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ତାଙ୍କ ଦ୍ୱାରା ଦିଆଯାଇଥିବା ମନ୍ତବ୍ୟକୁ ନେଇ ବାଂଲାଦେଶର ରାଜନୈତିକ ମହଲରେ ବିବାଦ ସୃଷ୍ଟି ହୋଇଛି। ବିଶେଷକରି କଟ୍ଟରପନ୍ଥୀ ଇସଲାମୀୟ ଦଳ ଜମାତ-ଏ-ଇସଲାମୀ ତାଙ୍କ ମନ୍ତବ୍ୟ ଉପରେ କଡ଼ା ଆପତ୍ତି ଜଣାଇଛି। ତ୍ରିବେଦୀଙ୍କ...
ଦେଶ- ବିଦେଶ 

'ଇସ୍ରାଏଲ୍ ୨ ଘଣ୍ଟା ବି ତିଷ୍ଠି ପାରିବ ନାହିଁ': ନେତାନ୍ୟାହୁଙ୍କୁ ସମାଲୋଚନା କଲେ ଡୋନାଲ୍ଡ ଟ୍ରମ୍ପ

ପଶ୍ଚିମ ଏସିଆରେ ଚାଲିଥିବା ତିନି ମାସର ଯୁଦ୍ଧକୁ ଶେଷ କରିବା ପାଇଁ ଆମେରିକା ଏବଂ ଇରାନ ଏକ ଚୁକ୍ତି ସ୍ୱାକ୍ଷର କରିବାକୁ ପ୍ରସ୍ତୁତ ହେଉଛନ୍ତି। ଏହି ସମୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ କଡ଼ା ସମାଲୋଚନା କରିଛନ୍ତି। 'ନ୍ୟୁୟର୍କ ଟାଇମ୍ସ'କୁ ଦେଇଥିବା ଏକ ସାକ୍ଷାତକାରରେ ଟ୍ରମ୍ପ କହିଛନ୍ତି ଯେ ନେତାନ୍ୟାହୁଙ୍କ...
ଦେଶ- ବିଦେଶ 

ଆସିବ ନାହିଁ ବାର୍ଦ୍ଧକ୍ୟ, ସକ୍ରିୟ ହେବ ଦୁର୍ବଳ ଓ ମୃତ ଜୀବକୋଷ; ଔଷଧର ପ୍ରଥମ ମାନବ ପରୀକ୍ଷଣ ଆରମ୍ଭ

ବୋଷ୍ଟନ: ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଏକ ଐତିହାସିକ ସଫଳତା ସ୍ୱରୂପ ବାର୍ଦ୍ଧକ୍ୟ ଅବସ୍ଥାକୁ ଓଲଟାଇ ଦେଉଥିବା (ରିଭର୍ସ-ଏଜିଂ) ଏକ ପରୀକ୍ଷାମୂଳକ ଔଷଧର ପ୍ରଥମ ମାନବ ପରୀକ୍ଷଣ ଆରମ୍ଭ ହୋଇଛି। ଆମେରିକାର ବୋଷ୍ଟନ ସ୍ଥିତ ବାୟୋଟେକ୍‌ ଷ୍ଟାର୍ଟଅପ୍‌ ‘ଲାଇଫ୍‌ ବାୟୋସାଇନ୍‌ସେସ୍‌’ ପକ୍ଷରୁ ଗ୍ଲୁକୋମା ରୋଗରେ ପୀଡ଼ିତ ଜଣେ ବ୍ୟକ୍ତିଙ୍କ ଆଖିର କଳାଡୋଳାରେ ଏହି ସେଲୁଲାର୍‌ ରିପ୍ରୋଗ୍ରାମିଂ ଇଞ୍ଜେକ୍ସନ...
ଦେଶ- ବିଦେଶ  ବଡ ଖବର  ସ୍ଵାସ୍ଥ୍ୟ 

ଲେଫ୍ଟନାଣ୍ଟ ଜେନେରାଲ୍ ଧୀରଜ ସେଠ୍ ହେବେ ଭାରତର ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ

ନୂଆଦିଲ୍ଲୀ: ଲେଫ୍ଟନାଣ୍ଟ ଜେନେରାଲ୍ ଧୀରଜ ସେଠ୍ ଙ୍କୁ ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି କେନ୍ଦ୍ର ସରକାର । ଆସନ୍ତା ଜୁନ୍ ୩୦, ୨୦୨୬ ତାରିଖରୁ ସେ ନିଜର ନୂତନ ଦାୟିତ୍ୱ ଗ୍ରହଣ କରିବେ। ବର୍ତ୍ତମାନ ସେନା ଉପାଧ୍ୟକ୍ଷ ଅଛନ୍ତି ଧୀରଜ ସେଠ୍ । ଜେନେରାଲ୍ ଉପେନ୍ଦ୍ର ଦ୍ବିବେଦୀଙ୍କ ସ୍ଥାନ ନେବେ ଧୀରଜ ସେଠ୍‌।ବର୍ତ୍ତମାନର...
ଦେଶ- ବିଦେଶ  ବଡ ଖବର 

ରାମ ମନ୍ଦିର ଦାନ ଅର୍ଥ ଚୋରି ଅଭିଯୋଗ: ନିରପେକ୍ଷ ତଦନ୍ତ ପାଇଁ SIT ଯାଞ୍ଚ ଦାବି କଲା ଟ୍ରଷ୍ଟ

ଅଯୋଧ୍ୟାର ପ୍ରସିଦ୍ଧ ରାମ ମନ୍ଦିର ଦାନ ପାଣ୍ଠିରେ ଚୋରି ଅଭିଯୋଗ ସାମ୍ନାକୁ ଆସିବା ପରେ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି। ଏହି ବିବାଦକୁ ଗମ୍ଭୀରତାର ସହ ନେଇ ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ଏକ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। ଟ୍ରଷ୍ଟ ଏବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ...
ଦେଶ- ବିଦେଶ 

ଆସାମରେ ଭାରତୀୟ ବାୟୁସେନାର ଏଏନ୍-୩୨ ବିମାନ ଦୁର୍ଘଟଣାଗ୍ରସ୍ତ: ୫ ଯବାନ ସହିଦ, କୋ-ପାଇଲଟ୍ ସୁରକ୍ଷିତ

ଆସାମର ଜୋରହାଟ୍ ଏୟାରବେସ୍ ଠାରେ ଏକ ବଡ଼ ଧରଣର ବିମାନ ଦୁର୍ଘଟଣା ଘଟିଛି। ଭାରତୀୟ ବାୟୁସେନା (IAF) ର ଏକ ଏଏନ୍-୩୨ (AN-32) ପରିବହନ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି, ଯାହା ଫଳରେ ୫ ଜଣ ବାୟୁସେନା ଯବାନ ଦେଶ ପାଇଁ ସର୍ବୋଚ୍ଚ ବଳିଦାନ ଦେଇ ସହିଦ ହୋଇଛନ୍ତି। ତେବେ ଏହି ଭୟାବହ ଦୁର୍ଘଟଣାରୁ ବିମାନର କୋ-ପାଇଲଟ୍...
ଦେଶ- ବିଦେଶ 

ଆସାମର ଜୋରହାଟ ଏୟାରବେସରେ ଭାରତୀୟ ବାୟୁସେନାର AN- 32 ଏୟାରକ୍ରାଫ୍ଟ କ୍ରାସ୍

ନୂଆଦିଲ୍ଲୀ: ଆସାମରେ ଭାରତୀୟ ବାୟୁସେନାର AN- 32 ବିମାନ କ୍ରାସ୍‌ । ଆସାମର ଯୋରହାଟ ଠାରେ ଭାରତୀୟ ବାୟୁସେନା (ଆଇଏଏଫ୍) ର ଏକ ଏଏନ୍-୩୨ (AN-32) ପରିବହନ ବିମାନ ଅବତରଣ କରିବା ପରେ ପରେ ନିଆଁ ଲାଗିଯାଇଥିଲା। ଏହି ଘଟଣା ପରେ ବାୟୁସେନା ଘାଟିରେ ତୁରନ୍ତ ଜରୁରୀକାଳୀନ ପଦକ୍ଷେପ ଗ୍ରହଣ କରାଯାଇଛି । ପ୍ରାଥମିକ ରିପୋର୍ଟ...
ଦେଶ- ବିଦେଶ  ବଡ ଖବର 

ଆମେରିକା ଆକ୍ରମଣର ଶିକାର ହେଲା ଆଉ ଏକ ଭାରତୀୟ କର୍ମଚାରୀ ଥିବା ଜାହାଜ, ହର୍ମୁଜ ପ୍ରଣାଳୀରେ ବଢୁଛି ଉତ୍ତେଜନା

ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ହର୍ମୁଜ ପ୍ରଣାଳୀ (Strait of Hormuz) ଅଞ୍ଚଳରେ ଉତ୍ତେଜନା ଲଗାତାର ବୃଦ୍ଧି ପାଉଛି। ଓମାନ ଉପକୂଳ ନିକଟରେ ଆମେରିକା ସେନା ଦ୍ୱାରା ଆଉ ଏକ ଭାରତୀୟ କର୍ମଚାରୀ ଥିବା ଜାହାଜ ଉପରେ ଆକ୍ରମଣ କରାଯାଇଥିବା ସୂଚନା ମିଳିଛି। ଗତ କିଛି ଦିନ ମଧ୍ୟରେ ଏହା ହେଉଛି...
ଦେଶ- ବିଦେଶ  ବାଣିଜ୍ୟ 

ଏଆଇ-୧୭୧ ବିମାନ ଦୁର୍ଘଟଣାକୁ ଏକ ବର୍ଷ ପୂରଣ: ଏଏଆଇବି କହିଲା ଚୂଡ଼ାନ୍ତ ରିପୋର୍ଟ ପ୍ରସ୍ତୁତିରେ 'ଉଲ୍ଲେଖନୀୟ ଅଗ୍ରଗତି'

ଗତ ବର୍ଷ ଜୁନ୍ ୧୨, ୨୦୨୫ ତାରିଖରେ ଅହମ୍ମଦାବାଦରେ ହୋଇଥିବା ମର୍ମନ୍ତୁଦ ଏୟାର ଇଣ୍ଡିଆ (Air India) ଏଆଇ-୧୭୧ (AI-171) ବିମାନ ଦୁର୍ଘଟଣାକୁ ଆଜି ଏକ ବର୍ଷ ପୂରଣ ହୋଇଛି। ଏହି ଅବସରରେ ଭାରତର ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ୍ ବ୍ୟୁରୋ (AAIB) ପକ୍ଷରୁ ଏକ ମଧ୍ୟବର୍ତ୍ତୀକାଳୀନ ବିବୃତି ଜାରି କରାଯାଇଛି। ସଂସ୍ଥା କହିଛି ଯେ ଦୁର୍ଘଟଣାର...
ବିଶେଷ  ଦେଶ- ବିଦେଶ 

ଶବକୁ ନେଇ ଅଶାଳୀନ ମଜାକ କରି ଫସିଲେ ଡାକ୍ତରୀ ଛାତ୍ରୀ ସେଜଲ ପାୱାର, ତଦନ୍ତ ନିର୍ଦ୍ଦେଶ ଦେଲେ କେଇଏମ୍ ହସ୍ପିଟାଲ୍ ଡିନ୍

ମୁମ୍ବାଇ: ମୁମ୍ବାଇସ୍ଥିତ କେଇଏମ୍ ହସ୍ପିଟାଲ୍ (KEM Hospital) ର ଜଣେ ଏମବିବିଏସ୍ (MBBS) ଛାତ୍ରୀ ଏକ କମେଡି ଶୋ'ରେ ଶବକୁ ନେଇ ଅଶାଳୀନ ମଜାକ କରିବା ପରେ ଏବେ ଅଡୁଆରେ ପଡିଛନ୍ତି। ଛାତ୍ରୀ ଜଣକ ହେଉଛନ୍ତି ସେଜଲ ପାୱାର । କମେଡିଆନ୍ ପ୍ରଣୀତ ମୋରେଙ୍କ ଶୋ' ରେ ସେ ପୁରୁଷ ଶବଗୁଡ଼ିକର ଗୁପ୍ତାଙ୍ଗର ଆକାରକୁ ନେଇ...
ଦେଶ- ବିଦେଶ 

ନିଟ୍‌-ୟୁଜି ପୁନଃ ପରୀକ୍ଷା ପାଇଁ NTA ର ବଡ଼ ଘୋଷଣା: ବଢ଼ିଲା ପରୀକ୍ଷା ସମୟ ଓ ରଫ୍‌ ସିଟ୍‌ ସଂଖ୍ୟା

ନୂଆଦିଲ୍ଲୀ: ବଢ଼ିଲା ନିଟ୍‌-ୟୁଜି ପରୀକ୍ଷା ସମୟ ଅବଧି । ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସୀ (NTA)ର ବଡ଼ ଘୋଷଣା । ଆସନ୍ତା ଜୁନ୍ ୨୧, ୨୦୨୬ ତାରିଖରେ ହେବାକୁ ଥିବା ନିଟ୍ ୟୁଜି (NEET UG) 2026 ପୁନଃ ପରୀକ୍ଷା (Re-exam) ପାଇଁ ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (NTA) ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବିଜ୍ଞପ୍ତି ପ୍ରକାଶ ପାଇଛି।...
ଦେଶ- ବିଦେଶ  ବଡ ଖବର 

ରାଜସ୍ଥାନର ପ୍ରତାପଗଡ଼ରେ ଡବଲ ମର୍ଡର ଘଟଣାର ପର୍ଦ୍ଦାଫାଶ: ଟ୍ରାକ୍ଟର ଇଏମ୍ଆଇ ପାଇଁ ଦିଅର-ଯାଆ ସାଜିଲେ ହତ୍ୟାକାରୀ

ରାଜସ୍ଥାନର ପ୍ରତାପଗଡ଼ ଜିଲ୍ଲାରେ ଘଟିଥିବା ଏକ ଚାଞ୍ଚଲ୍ୟକର ତଥା ବର୍ବର ମା'-ଝିଅ ଯୋଡ଼ା ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ପୋଲିସ। ଜଣେ ସମ୍ପର୍କୀୟ ଦିଅର ଏବଂ ତାଙ୍କ ପତ୍ନୀ ମିଶି ଏହି ହତ୍ୟାକାଣ୍ଡ ଘଟାଇଥିବା ପୋଲିସର ତଦନ୍ତରୁ ଜଣାପଡ଼ିଛି। କେବଳ ଟ୍ରାକ୍ଟରର କିସ୍ତି (EMI) ଶୁଝିବାକୁ ଏବଂ ଆର୍ଥିକ ଅନାଟନରୁ ମୁକୁଳିବା ପାଇଁ ଉଭୟ ଅଭିଯୁକ୍ତ ମୃତକଙ୍କ...
ଦେଶ- ବିଦେଶ 

ମୁଖ୍ୟ ସମାଚାର

ବାଂଲାଦେଶରେ ଭାରତୀୟ ରାଷ୍ଟ୍ରଦୂତ ଦିନେଶ ତ୍ରିବେଦୀଙ୍କ ବୟାନକୁ ନେଇ ବିବାଦ, ଜମାତ-ଏ-ଇସଲାମୀର କଡ଼ା ପ୍ରତିକ୍ରିୟା
କେନ୍ଦ୍ରାପଡ଼ାରେ ଅଭାବନୀୟ ଘଟଣା: ରଜ ଦୋଳି ଉପରକୁ ମାଡ଼ିଗଲା ବୋଲେରୋ, ୨ ଶିଶୁ ଗୁରୁତର
ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
ବେଦାନ୍ତର ନୂଆ ଅଧ୍ୟାୟ: ୫ଟି କମ୍ପାନୀରେ ବିଭକ୍ତ ପରେ ଅନିଲ ଅଗ୍ରୱାଲଙ୍କ ୧୦୦ ବିଲିୟନ ଡଲାରର ବଡ଼ ଲକ୍ଷ୍ୟ
ପ୍ରେମିକାର ମୁଣ୍ଡକୁ କୋଳରେ ରଖି ତଣ୍ଟି କାଟିଦେଲା ପ୍ରେମିକ, ଗାନ୍ଧୀନଗର ହୋଟେଲରେ ଘଟିଲା ଛାତିଥରା ହତ୍ୟାକାଣ୍ଡ
ରଜ ପରେ ଆଗକୁ ବଢ଼ିବ ମୌସୁମୀ, ୨୦ ଯାଏଁ ବିଭିନ୍ନ ଜିଲ୍ଲାରେ ବର୍ଷା ସହ ପବନ ସମ୍ଭାବନା