ମଙ୍ଗଳବାର ରାଶିଫଳ (୨୬-୧୦-୨୦୨୧)

The Sakala Picture
Published On

ମେଷ: ତୃତୀୟରେ ଚନ୍ଦ୍ରଙ୍କ ଚଳନ ହେତୁ ସାମର୍ଥ୍ୟ ଖଟାଇ ଉନ୍ନତି କରିବେ । ଭ୍ରାତୃଭଗ୍ନୀଙ୍କ ସହଯୋଗ ପାଇବେ। ଚାକିରିରେ ସମ୍ମାନିତ ହେବେ। ବାଣିଜ୍ୟରେ ଉତ୍ତମ ଆୟ ହେବ । ଶୁଭ ଅଙ୍କ – ୯, ଶୁଭ ରଙ୍ଗ – ମେରୁନ୍ ବୃଷ: କୌଣସି ବିଷୟକୁ ନେଇ ଚିନ୍ତାରେ ରହିବେ । ଚାକିରିରେ ଅସହଯୋଗ ରହିବ। ମହିଳାମାନେ ବିରକ୍ତିମନା ରହିବେ। ବାଣିଜ୍ୟ ମାନ୍ଦା ରହିବ। ଶିକ୍ଷାର୍ଥୀ ସମସ୍ୟାରେ ରହିବେ । ଶୁଭ ଅଙ୍କ – ୮, ଶୁଭ ରଙ୍ଗ […]

ମେଷ: ତୃତୀୟରେ ଚନ୍ଦ୍ରଙ୍କ ଚଳନ ହେତୁ ସାମର୍ଥ୍ୟ ଖଟାଇ ଉନ୍ନତି କରିବେ । ଭ୍ରାତୃଭଗ୍ନୀଙ୍କ ସହଯୋଗ ପାଇବେ। ଚାକିରିରେ ସମ୍ମାନିତ ହେବେ। ବାଣିଜ୍ୟରେ ଉତ୍ତମ ଆୟ ହେବ । ଶୁଭ ଅଙ୍କ – ୯, ଶୁଭ ରଙ୍ଗ – ମେରୁନ୍

ଆହୁରି ପଢ଼ନ୍ତୁ: Monday Horoscope: ସୋମବାର ରାଶିଫଳ ( ୦୯-୦୩-୨୦୨୬ )

ବୃଷ: କୌଣସି ବିଷୟକୁ ନେଇ ଚିନ୍ତାରେ ରହିବେ । ଚାକିରିରେ ଅସହଯୋଗ ରହିବ। ମହିଳାମାନେ ବିରକ୍ତିମନା ରହିବେ। ବାଣିଜ୍ୟ ମାନ୍ଦା ରହିବ। ଶିକ୍ଷାର୍ଥୀ ସମସ୍ୟାରେ ରହିବେ । ଶୁଭ ଅଙ୍କ – ୮, ଶୁଭ ରଙ୍ଗ – ଆକାଶୀ

ଆହୁରି ପଢ଼ନ୍ତୁ: କେମିତି କଟିବ ଏହି ସପ୍ତାହ, ଜାଣନ୍ତୁ ଏ ସପ୍ତାହର ରାଶିଫଳ...

ମିଥୁନ : ଦିନଟି ପ୍ରସନ୍ନତା ଭିତରେ କଟିବ। ଦାମ୍ପତ୍ୟରେ ମଧ୍ୟ ସମ୍ପର୍କ ରହିବ ଚାକିରିରେ ପ୍ରଶଂସା ପାଇବେ । ମହିଳାମାନେ ଆଦରଣୀୟା ହେବେ । ବାଣିଜ୍ୟରେ ସଞ୍ଚୟ ହେବ । ଶିକ୍ଷାର୍ଥୀ ଯଶ ପାଇବେ । ଶୁଭ ଅଙ୍କ – ୬, ଶୁଭ ରଙ୍ଗ- ସିଲ୍‌ଭର୍‌

ଆହୁରି ପଢ଼ନ୍ତୁ: Tuesday Horoscope: ମଙ୍ଗଳବାର ରାଶିଫଳ ( ୧୦-୦୩-୨୦୨୬ )

କର୍କଟ: କଠିନ ପରିଶ୍ରମ କରି ସଫଳ ହେବେ। ରାଜନୀତିରେ ଲୋକସମ୍ପର୍କ ବୃଦ୍ଧି ପାଇବ । ଚାକିରିରେ ଦାୟିତ୍ବବୋଧ ରହିବ I ବାଣିଜ୍ୟରେ ସ୍ବଳ ଲାଭ ମିଳିବ । ଶିକ୍ଷାର୍ଥୀ ଚଞ୍ଚଳ ରହିବେ। ଶୁଭ ଅଙ୍କ –୩, ଶୁଭ ରଙ୍ଗ – ଉଳଦିଆ

ସିଂହ : ଉଚ୍ଚ ଆଶା ସଫଳ ହେବ । ଚାକିରିରେ ଧନସମ୍ମାନ ପ୍ରାପ୍ତି ହେବ । ପ୍ରଶାସନିକ ପ୍ରଭାବଶାଳୀ ରହିବେ। ବାଣିଜ୍ୟରେ ସଞ୍ଚୟ ହେବ। ଶିକ୍ଷାର୍ଥୀ କୃତକାର୍ଯ୍ୟ ହେବେ । ଶୁଭ ଅଙ୍କ – ୯, ଶୁଭ ରଙ୍ଗ – ଲାଲ୍

କନ୍ୟା : ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକୁ ନେଇ ଚିନ୍ତାରେ ରହିବେ। ମହିଳାମାନେ ଉଚ୍ଚାଭିଳାଷୀ ହେବେ। ବାଣିଜ୍ୟରେ ଲାଭାନ୍ବିତ ହେବେ। ଶିକ୍ଷାର୍ଥୀ ପରିଶ୍ରମୀ ହେବେ । ଶୁଭ ଅଙ୍କ – ୪, ଶୁଭ ରଙ୍ଗ – ମେଟାଲିକ୍

ତୁଳା: ପରିଶ୍ରମର ଫଳ ପାଇବେ ନାହିଁ। ଚାକିରିରେ ଅବହେଳା ରହିବ। ରାଜନୀତିରେ ପ୍ରତିଦ୍ବନ୍ଦିତା ଦେଖା ଦେବ। ବାଣିଜ୍ୟ ମାନ୍ଦା ରହିବ। ଶିକ୍ଷାର୍ଥୀ ଆଳସ୍ୟ ରହିବେ । ଶୁଭ ଅଙ୍କ –୫, ଶୁଭ ରଙ୍ଗ – ସବୁଜ

ବିଛା : କର୍ମକ୍ଷେତ୍ରରେ ପ୍ରତାରଣା ପାଇପାରନ୍ତି। ଚାକିରିରେ ଶତ୍ରୁ ବୃଦ୍ଧି ହେବେ। ରାଜନୀତିରେ ଜଟିଳ ପରିସ୍ଥିତି ରହିବ। ବାରିଜ୍ୟ ଓ ଶିକ୍ଷା କ୍ଷେତ୍ରରେ ଅସଫଳ ହୋଇ ପାରନ୍ତି। ଶୁଭ ଅଙ୍କ –୨, ଶୁଭ ରଙ୍ଗ – ସିଲ୍‌ଭର୍

ଧନୁ : ବିଭିନ୍ନ ଉପାୟରେ ଅର୍ଥାଗମ ହେବ । ଉଭୟେ ପ୍ରେମ ଓ ସାଂସାରିକ ସୁଖ ଶାନ୍ତି ପାପ୍ତି ହେବ । ପ୍ରଶାସନିକ ଉଚ୍ଚ ପ୍ରଶଂସା ପାଇବେ। ବାଣିଜ୍ୟ ସମୃଦ୍ଧି ପ୍ରାପ୍ତି ହେବ । ଶୁଭ ଅଙ୍କ – ୩, ଶୁଭ ରଙ୍ଗ – ଗୋଲ୍ଡେନ୍

ମକର : ଦିନଟି ଦୃଢ଼ ମନୋବଳ ନେଇ କାର୍ଯ୍ୟ ତୁଲାଇବେ | ରାଜନୀତିରେ ସକ୍ରିୟ ରହିବେ । ମହିଳାମାନେ ଯଶ ପାଇବେ। ବାଣିଜ୍ୟରେ ମନ ମୁତାବକ ଫଳ ମିଳିବ। ଶୁଭ ଅଙ୍କ – ୬, ଶୁଭ ରଙ୍ଗ – ସିଲ୍‌ଭର୍

କୁମ୍ଭ : କର୍ମକ୍ଷେତ୍ରରେ ବିରୋଧାଭାଷ ରହିବ । ଚାକିରିରେ କାର୍ଯ୍ୟଭାର ରହିବ। ସନ୍ତାନମାନଙ୍କୁ ନେଇ ଚିନ୍ତା ରହିବ | ବାଣିଜ୍ୟରେ ଆୟବ୍ୟୟ ସମାନ ରହିବ । ଶିକ୍ଷାର୍ଥୀ ଚିନ୍ତାରେ ରହିବେ। ଶୁଭ ଅଙ୍କ – ୩, ଶୁଭ ରଙ୍ଗ – ଗୋଲ୍ଡେନ୍‌

ମୀନ : ଦିନଟି ଚଳଚଞ୍ଚଳ ରହିବେ। ଚାକିରିରେ ସହଯୋଗ ପାଇବେ। ମହିଳମାନେ ସୁଖୀ ରହିବେ । ପରିବହନ ଓ ବାଣିଜ୍ୟରେ ଲାଭ ମିଳିବ। ଶିକ୍ଷାର୍ଥୀ ସଫଳତା ପାଇବେ । ଶୁଭ ଅଙ୍କ –୨, ଶୁଭ ରଙ୍ଗ – ଧଳା

26 Oct 2021 By The Sakala

https://www.thesakala.in/horoscope/tuesday-horoscope-26-10-2021/article-6355
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp