ମଙ୍ଗଳବାର ରାଶିଫଳ ( ୦୮ – ୧୧ – ୨୦୨୨ )
ମେଷ: ଶୁଭ ଖବର ପାଇ ଉତ୍ସାହତି ହେେବେ। ପରିବାର ସହ ତୀର୍ଥସ୍ଥାନକୁ ଯାତ୍ରା କରିପାରନ୍ତି। ଆର୍ଥିକ କ୍ଷେତ୍ରରେ ଉନ୍ନତି ଦେଖାଦେବ। ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ। ବୈବାହିକ ଜୀବନରେ ସୁଖସମୃଦ୍ଧି ବୃଦ୍ଧି ପାଇବ। ବୃଷ: ଦରକାରୀ କାଗଜପତ୍ର ଦାୟିତ୍ବର ସହ ରଖନ୍ତୁ। ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ। ଆତ୍ମବିଶ୍ବାସ ଓ ସାହସିକତା ଫଳରେ ଉନ୍ନତିପଥରେ ଅଗ୍ରସର ହେବେ। ମିଥୁନ: ଦିନଟି ଜଗିରହି ଚଳନ୍ତୁ। ସ୍ବାସ୍ଥ୍ୟରେ ଅବନତି ଦେଖାଦେଇପାରେ। ଅକସ୍ମାତ୍ଭାବେ ଧନଲାଭ ଯୋଗ ରହିଛି। ଜୀବନସାଥୀଙ୍କ ସହ […]
ମେଷ: ଶୁଭ ଖବର ପାଇ ଉତ୍ସାହତି ହେେବେ। ପରିବାର ସହ ତୀର୍ଥସ୍ଥାନକୁ ଯାତ୍ରା କରିପାରନ୍ତି। ଆର୍ଥିକ କ୍ଷେତ୍ରରେ ଉନ୍ନତି ଦେଖାଦେବ। ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ। ବୈବାହିକ ଜୀବନରେ ସୁଖସମୃଦ୍ଧି ବୃଦ୍ଧି ପାଇବ।
ବୃଷ: ଦରକାରୀ କାଗଜପତ୍ର ଦାୟିତ୍ବର ସହ ରଖନ୍ତୁ। ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ। ଆତ୍ମବିଶ୍ବାସ ଓ ସାହସିକତା ଫଳରେ ଉନ୍ନତିପଥରେ ଅଗ୍ରସର ହେବେ।
ମିଥୁନ: ଦିନଟି ଜଗିରହି ଚଳନ୍ତୁ। ସ୍ବାସ୍ଥ୍ୟରେ ଅବନତି ଦେଖାଦେଇପାରେ। ଅକସ୍ମାତ୍ଭାବେ ଧନଲାଭ ଯୋଗ ରହିଛି। ଜୀବନସାଥୀଙ୍କ ସହ ତିକ୍ତତା ଦେଖାଦେବ। ଅଯଥା ଖର୍ଚ୍ଚରୁ ନିବୃତ୍ତ ରୁହନ୍ତୁ।
କର୍କଟ: ଧାର୍ମିକ ଚିନ୍ତାରେ ଦିନଟି ଅତିବାହିତ ହେବ। ଦାନ, ଧର୍ମ କରି ଆତ୍ମସନ୍ତୋଷ ପାଇବେ। ଭାବିଚିନ୍ତି କରିଥିବା କାର୍ଯ୍ୟ ପାଇଁ ଲାଭାନ୍ବିତ ହେବେ। ଭାଗୀଦାରୀ କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ।
ସିଂହ: ସମସ୍ତ କାର୍ଯ୍ୟକୁ ଧ୍ୟାନ ସହକାରେ କରିବେ। ତରବରିଆ ଭାବରେ ନିବେଶ କରନ୍ତୁ ନାହିଁ। ଗୁରୁଜନଙ୍କ ପରାମର୍ଶ କ୍ରମେ କାର୍ଯ୍ୟ କରି ସଫଳ ହେବେ।ସାଙ୍ଗସାଥୀଙ୍କ ସହ ମିଳାମିଶା ବଢ଼ିବ।
କନ୍ୟା: ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। ପାଇଥିବା ନୂତନ ସୁଯୋଗର ସଠିକ୍ ଉପଯୋଗ କରିବେ। ଆର୍ଥିକ ଲାଭ ପାଇବେ। ପାରିବାରିକ ଜୀବନରେ ଅଶାନ୍ତି ଦେଖାଦେଇ ପାରେ।
ତୁଳା: ଦେହ ଓ ମନ ଭଲ ରହିବ। ଗୁରୁଜନଙ୍କ ସେବା କରିବାରେ ସମୟ କଟିବ। ଜୀବନରେ ନୂତନ ପରିବର୍ତ୍ତନ ଦେଖାଦେବ। ନିଜ ଲୋକଙ୍କଠାରୁ ସହାନୁଭୂତି ପାଇବେ।
ବିଛା: ଅନ୍ୟ କଥାରେ ମୁଣ୍ଡ ପୂରାନ୍ତୁ ନାହିଁ । ଛାତ୍ରଛାତ୍ରୀମାନଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିବ। କର୍ମକ୍ଷେତ୍ରରେ ବେତନ ବୃଦ୍ଧି ହେବାର ସୁଯୋଗ ରହିଛି। ସାଙ୍ଗସାଥୀଙ୍କ ସହ ମିଳାମିଶା ବଢ଼ିବ।
ଧନୁ: ଆଶା କରୁଥିବା ଦିଗରୁ ସଫଳତା ପାଇବେ। ଶତ୍ରୁମାନଙ୍କଠାରୁ ସାବଧାନତା ଅବଲମ୍ବନ କରନ୍ତୁ। ପ୍ରେମ ଓ ଦାମ୍ପତ୍ୟ ଜୀବନରେ ଖୁସିର ସମ୍ଭାର ଦେଖାଦେବ।
ମକର: ଭାଇଭଉଣୀଙ୍କ ସହ ତର୍କବିତର୍କ ଦେଖାଦେଇ ପାରେ । ବ୍ୟବସାୟରେ ସଫଳତା ପାଇବାକୁ ଚାହୁଁଥିଲେ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ। ଶତ୍ରୁମାନେ ଆପଣଙ୍କ ପ୍ରଗତିରେ ଗତିରୋଧ କରିପାରନ୍ତି।
କୁମ୍ଭ: ବିଭିନ୍ନ ଦିଗରୁ ସଫଳତା ପାଇବେ। ଦୈନନ୍ଦିନ କାର୍ଯ୍ୟରୁ କିଛି ନୂଆ ଶିଖିବାକୁ ପାଇବେ। ଅନ୍ୟକୁ ସାହଯ୍ୟ କରି ଆତ୍ମସନ୍ତୋଷ ପାଇବେ। ପରିବାରରେ ଶୁଭ କାର୍ଯ୍ୟ ଅନୁଷ୍ଠାନ ହୋଇପାରେ।
ମୀନ: କୌଣସି ସୁଯୋଗର ଲାଭ ଉଠାଇ ପାରନ୍ତି। ନୂତନ ନିବେଶରୁ ଧନ ଲାଭର ଯୋଗ ରହିଛି। ସହକର୍ମୀଙ୍କଠାରୁ ପ୍ରଶଂସା ପାଇପାରନ୍ତି। ମହିଳାମାନଙ୍କର ଆତ୍ମବିଶ୍ବାସ ବୃଦ୍ଧି ପାଇବ।