ସୋମବାର ରାଶିଫଳ (୩୧–୧୦–୨୦୨୨)

The Sakala Picture
Published On

ମେଷ: ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ। ବନ୍ଧୁମାନଙ୍କ ସହ ବିବାଦ ଦେଖାଦେଇପାରେ। ବିଭିନ୍ନ କାର୍ଯ୍ୟରେ ବ୍ୟସ୍ତ ରହିବେ। ପରିବାରଠାରୁ ସାହାଯ୍ୟ ଆଶା କରିବେ। ଆର୍ଥିକ ଉନ୍ନତି ପାଇଁ ଚେଷ୍ଟିତ ରହିବେ। ବୃଷ: ଅନେକ ଦିନର ଆଶା ପୂରଣ ହେବ। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ପାରିବାରିକ ସମସ୍ୟା ଦୂର କରିବା ପାଇଁ ଉଦ୍ୟମ କରିବେ। ଛାତ୍ରଛାତ୍ରୀ ଉତ୍ତମ ଫଳ ପାଇବେ। ମିଥୁନ: ମାନସିକ ଅଶାନ୍ତିରେ ରହିବେ। ବ୍ୟବସାୟୀମାନଙ୍କୁ ସଫଳତା ମିଳିବ। କର୍ମକ୍ଷେତ୍ରରେ ଅଧିକ କାର୍ଯ୍ୟଭାର ରହିବ। […]

ମେଷ: ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ। ବନ୍ଧୁମାନଙ୍କ ସହ ବିବାଦ ଦେଖାଦେଇପାରେ। ବିଭିନ୍ନ କାର୍ଯ୍ୟରେ ବ୍ୟସ୍ତ ରହିବେ। ପରିବାରଠାରୁ ସାହାଯ୍ୟ ଆଶା କରିବେ। ଆର୍ଥିକ ଉନ୍ନତି ପାଇଁ ଚେଷ୍ଟିତ ରହିବେ।

ଆହୁରି ପଢ଼ନ୍ତୁ: Friday Horoscope: ଶୁକ୍ରବାର ରାଶିଫଳ ( ୨୪-୦୪-୨୦୨୬ )

ବୃଷ: ଅନେକ ଦିନର ଆଶା ପୂରଣ ହେବ। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ପାରିବାରିକ ସମସ୍ୟା ଦୂର କରିବା ପାଇଁ ଉଦ୍ୟମ କରିବେ। ଛାତ୍ରଛାତ୍ରୀ ଉତ୍ତମ ଫଳ ପାଇବେ।

ଆହୁରି ପଢ଼ନ୍ତୁ: Monday Horoscope: ସୋମବାର ରାଶିଫଳ ( ୨୭-୦୪-୨୦୨୬ )

ମିଥୁନ: ମାନସିକ ଅଶାନ୍ତିରେ ରହିବେ। ବ୍ୟବସାୟୀମାନଙ୍କୁ ସଫଳତା ମିଳିବ। କର୍ମକ୍ଷେତ୍ରରେ ଅଧିକ କାର୍ଯ୍ୟଭାର ରହିବ। ନିଜ କ୍ଷମତା ଉପରେ ଧ୍ୟାନ ଦିଅନ୍ତୁ। ସ୍ବାସ୍ଥ୍ୟରେ ଉନ୍ନତି ଦେଖାଦେବ।

ଆହୁରି ପଢ଼ନ୍ତୁ: Wednesday Horoscope: ବୁଧବାର ରାଶିଫଳ ( ୨୯-୦୪-୨୦୨୬)

କର୍କଟ: ହିସାବନିକାଶରେ ଦିନଟି ଅତିବାହତି ହେବ। ଦୀର୍ଘ ସମୟ ଧରି ଚାଲୁଥିବା ସମସ୍ୟାର ସମାଧାନ ଘଟିବ। ପରିବାର ସହ ଅଧିକ ସମୟ କଟାଇବେ। ଧୈର୍ଯ୍ୟର ସହ କାର୍ଯ୍ୟ କରି ସଫଳତା ପାଇବେ।

ସିଂହ: ଇଚ୍ଛା ଅନୁଯାୟୀ ସଫଳତା ପାଇବେ। ସ୍ବାସ୍ଥ୍ୟରେ ଉନ୍ନତି ଦେଖାଦେବ। ସନ୍ତାନସନ୍ତତିଙ୍କ ପାଇଁ ଅଧିକ ଯତ୍ନଶୀଳ ହୋଇପଡ଼ିବେ। ମହିଳାମାନେ ନୂତନ ଅବସର ପାଇପାରନ୍ତି।

କନ୍ୟା: ନିରନ୍ତର ପ୍ରୟାସ କରି ସଫଳତା ହାସଲ କରିବେ। ଲକ୍ଷ୍ୟ ପୂରଣ କରିବା ପାଇଁ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହଯୋଗ ପାଇବେ। ଦାମ୍ପତ୍ୟ ଜୀବନ ସୁଖକର ରହିବ।

ତୁଳା: ଗୁରୁଜନଙ୍କ ସହାୟତା ପାଇ ଆଗକୁ ବଢ଼ିବେ। ଭବିଷ୍ୟତ କଥା ଚିନ୍ତା କରି ଅସୁବିଧାରେ ପଡ଼ିପାରନ୍ତି। ଆର୍ଥିକ କ୍ଷେତ୍ରରେ ଉନ୍ନତି ଦେଖାଦେବ। ଛାତ୍ରଛାତ୍ରୀମାନେ ବିଦେଶ ଯାତ୍ରା କରିପାରନ୍ତି।

ବିଛା: ଧାର୍ମିକ କାର୍ଯ୍ୟରେ ମନୋନିବେଶ କରିବେ। ଉତ୍ସବରେ ଯୋଗ ଦେଇ ଉତ୍ସାହିତ ରହିବେ। କ୍ୟାରିୟରରେ ଉନ୍ନତି ପାଇଁ ସୁବର୍ଣ୍ଣ ସୁଯୋଗ ମିଳିପାରେ। ଦାମ୍ପତ୍ୟ ଜୀବନରେ କଳହ ଦେଖାଦେଇପାରେ।

ଧନୁ: କୌଣସି ଭ୍ରାନ୍ତଧାରଣାରେ ପଡ଼ିପାରନ୍ତି। ଗମନାଗମନ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ସହକର୍ମୀଙ୍କ ସହ ଭୁଲ୍‌ ବୁଝାମଣା ରହିବ। ବ୍ୟବସାୟୀମାନେ ଲାଭବାନ ହେବେ।

ମକର: ଦ୍ବନ୍ଦ୍ବରେ ପଡ଼ିପାରନ୍ତି। ଖର୍ଚ୍ଚ ପ୍ରତି ଧ୍ୟାନ ଦେଇ ଚଳନ୍ତୁ। ନିଜ ବୁଦ୍ଧି ବିବେକ ଅନୁଯାୟୀ କାର୍ଯ୍ୟ କରି ଉନ୍ନତି ପଥରେ ଆଗେଇବେ। ଦାମ୍ପତ୍ୟ ଜୀବନରେ ମତଭେଦ ହୋଇପାରେ।

କୁମ୍ଭ: ଦୀର୍ଘ ଦିନର ଆଶା ପୂରଣ ହେବ। ସମାଜରେ ମାନସମ୍ମାନର ଅଧିକାରୀ ହେବେ। ଜୀବନସାଥୀଙ୍କ ସହ ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ। ଅନ୍ୟକୁ ସାହାଯ୍ୟ କରି ସନ୍ତୋଷ ପାଇବେ।

ମୀନ: କୌଣସି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ସଙ୍ଗୀତ ପ୍ରତି ଆକର୍ଷିତ ହେବେ। ଆର୍ଥିକ କାରବାର ସମୟରେ ଧ୍ୟାନ ଦିଅନ୍ତୁ। ସମସ୍ତ କାର୍ଯ୍ୟକୁ ଧ୍ୟାନର ସହ କରିବେ। ପରିବାର ସହ ଭ୍ରମଣଯୋଗ ରହିଛି।

31 Oct 2022 By The Sakala

ସୋମବାର ରାଶିଫଳ (୩୧–୧୦–୨୦୨୨)

ମେଷ: ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ। ବନ୍ଧୁମାନଙ୍କ ସହ ବିବାଦ ଦେଖାଦେଇପାରେ। ବିଭିନ୍ନ କାର୍ଯ୍ୟରେ ବ୍ୟସ୍ତ ରହିବେ। ପରିବାରଠାରୁ ସାହାଯ୍ୟ ଆଶା କରିବେ। ଆର୍ଥିକ ଉନ୍ନତି ପାଇଁ ଚେଷ୍ଟିତ ରହିବେ।

ବୃଷ: ଅନେକ ଦିନର ଆଶା ପୂରଣ ହେବ। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ପାରିବାରିକ ସମସ୍ୟା ଦୂର କରିବା ପାଇଁ ଉଦ୍ୟମ କରିବେ। ଛାତ୍ରଛାତ୍ରୀ ଉତ୍ତମ ଫଳ ପାଇବେ।

ମିଥୁନ: ମାନସିକ ଅଶାନ୍ତିରେ ରହିବେ। ବ୍ୟବସାୟୀମାନଙ୍କୁ ସଫଳତା ମିଳିବ। କର୍ମକ୍ଷେତ୍ରରେ ଅଧିକ କାର୍ଯ୍ୟଭାର ରହିବ। ନିଜ କ୍ଷମତା ଉପରେ ଧ୍ୟାନ ଦିଅନ୍ତୁ। ସ୍ବାସ୍ଥ୍ୟରେ ଉନ୍ନତି ଦେଖାଦେବ।

କର୍କଟ: ହିସାବନିକାଶରେ ଦିନଟି ଅତିବାହତି ହେବ। ଦୀର୍ଘ ସମୟ ଧରି ଚାଲୁଥିବା ସମସ୍ୟାର ସମାଧାନ ଘଟିବ। ପରିବାର ସହ ଅଧିକ ସମୟ କଟାଇବେ। ଧୈର୍ଯ୍ୟର ସହ କାର୍ଯ୍ୟ କରି ସଫଳତା ପାଇବେ।

ସିଂହ: ଇଚ୍ଛା ଅନୁଯାୟୀ ସଫଳତା ପାଇବେ। ସ୍ବାସ୍ଥ୍ୟରେ ଉନ୍ନତି ଦେଖାଦେବ। ସନ୍ତାନସନ୍ତତିଙ୍କ ପାଇଁ ଅଧିକ ଯତ୍ନଶୀଳ ହୋଇପଡ଼ିବେ। ମହିଳାମାନେ ନୂତନ ଅବସର ପାଇପାରନ୍ତି।

କନ୍ୟା: ନିରନ୍ତର ପ୍ରୟାସ କରି ସଫଳତା ହାସଲ କରିବେ। ଲକ୍ଷ୍ୟ ପୂରଣ କରିବା ପାଇଁ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହଯୋଗ ପାଇବେ। ଦାମ୍ପତ୍ୟ ଜୀବନ ସୁଖକର ରହିବ।

ତୁଳା: ଗୁରୁଜନଙ୍କ ସହାୟତା ପାଇ ଆଗକୁ ବଢ଼ିବେ। ଭବିଷ୍ୟତ କଥା ଚିନ୍ତା କରି ଅସୁବିଧାରେ ପଡ଼ିପାରନ୍ତି। ଆର୍ଥିକ କ୍ଷେତ୍ରରେ ଉନ୍ନତି ଦେଖାଦେବ। ଛାତ୍ରଛାତ୍ରୀମାନେ ବିଦେଶ ଯାତ୍ରା କରିପାରନ୍ତି।

ବିଛା: ଧାର୍ମିକ କାର୍ଯ୍ୟରେ ମନୋନିବେଶ କରିବେ। ଉତ୍ସବରେ ଯୋଗ ଦେଇ ଉତ୍ସାହିତ ରହିବେ। କ୍ୟାରିୟରରେ ଉନ୍ନତି ପାଇଁ ସୁବର୍ଣ୍ଣ ସୁଯୋଗ ମିଳିପାରେ। ଦାମ୍ପତ୍ୟ ଜୀବନରେ କଳହ ଦେଖାଦେଇପାରେ।

ଧନୁ: କୌଣସି ଭ୍ରାନ୍ତଧାରଣାରେ ପଡ଼ିପାରନ୍ତି। ଗମନାଗମନ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ସହକର୍ମୀଙ୍କ ସହ ଭୁଲ୍‌ ବୁଝାମଣା ରହିବ। ବ୍ୟବସାୟୀମାନେ ଲାଭବାନ ହେବେ।

ମକର: ଦ୍ବନ୍ଦ୍ବରେ ପଡ଼ିପାରନ୍ତି। ଖର୍ଚ୍ଚ ପ୍ରତି ଧ୍ୟାନ ଦେଇ ଚଳନ୍ତୁ। ନିଜ ବୁଦ୍ଧି ବିବେକ ଅନୁଯାୟୀ କାର୍ଯ୍ୟ କରି ଉନ୍ନତି ପଥରେ ଆଗେଇବେ। ଦାମ୍ପତ୍ୟ ଜୀବନରେ ମତଭେଦ ହୋଇପାରେ।

କୁମ୍ଭ: ଦୀର୍ଘ ଦିନର ଆଶା ପୂରଣ ହେବ। ସମାଜରେ ମାନସମ୍ମାନର ଅଧିକାରୀ ହେବେ। ଜୀବନସାଥୀଙ୍କ ସହ ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ। ଅନ୍ୟକୁ ସାହାଯ୍ୟ କରି ସନ୍ତୋଷ ପାଇବେ।

ମୀନ: କୌଣସି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ସଙ୍ଗୀତ ପ୍ରତି ଆକର୍ଷିତ ହେବେ। ଆର୍ଥିକ କାରବାର ସମୟରେ ଧ୍ୟାନ ଦିଅନ୍ତୁ। ସମସ୍ତ କାର୍ଯ୍ୟକୁ ଧ୍ୟାନର ସହ କରିବେ। ପରିବାର ସହ ଭ୍ରମଣଯୋଗ ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp