ସୋମବାର ରାଶିଫଳ ( ୧୭ – ୧୦ – ୨୦୨୨ )
ମେଷ: ପରିଶ୍ରମର ଫଳପ୍ରାପ୍ତି ହେବ। ବିଭିନ୍ନ କ୍ଷେତ୍ରରେ ଉନ୍ନତିର ସୁଯୋଗ ରହିଛି। ମହିଳାମାନେ ଅତ୍ୟଧିକ କାର୍ଯ୍ୟ କରି କ୍ଲାନ୍ତ ଅନୁଭବ କରିପାରନ୍ତି। ଛାତ୍ରଛାତ୍ରୀ ଲେଖାପଢ଼ାରେ ଆଗକୁ ବଢ଼ିବେ। ବୃଷ: ପାରିବାରିକ ସୁଖସମୃଦ୍ଧି ବୃଦ୍ଧି ପାଇବ। ଯାନ୍ତ୍ରିକ କାର୍ଯ୍ୟରେ ତ୍ରୁଟି ଦେଖାଦେବ। ପରିବର୍ତ୍ତନକୁ ଆପଣାଇ ଆଗକୁ ବଢ଼ିବେ। କର୍ମକ୍ଷେତ୍ରରେ ବାଧା ଉପୁଜିପାରେ । ଜୀବନସାଥୀଙ୍କ ସହ ଅଧିକ ସମୟ କଟାଇବେ। ମିଥୁନ: ପିତାମାତାଙ୍କୁ କଷ୍ଟ ଦେଲା ପରି କାର୍ଯ୍ୟରୁ ଦୂରେଇ ରୁହନ୍ତୁ। କର୍ମକ୍ଷେତ୍ରରେ ପଦୋନ୍ନତିର ଯୋଗ ରହିଛି। ବ୍ୟବସାୟରେ […]
ମେଷ: ପରିଶ୍ରମର ଫଳପ୍ରାପ୍ତି ହେବ। ବିଭିନ୍ନ କ୍ଷେତ୍ରରେ ଉନ୍ନତିର ସୁଯୋଗ ରହିଛି। ମହିଳାମାନେ ଅତ୍ୟଧିକ କାର୍ଯ୍ୟ କରି କ୍ଲାନ୍ତ ଅନୁଭବ କରିପାରନ୍ତି। ଛାତ୍ରଛାତ୍ରୀ ଲେଖାପଢ଼ାରେ ଆଗକୁ ବଢ଼ିବେ।
ବୃଷ: ପାରିବାରିକ ସୁଖସମୃଦ୍ଧି ବୃଦ୍ଧି ପାଇବ। ଯାନ୍ତ୍ରିକ କାର୍ଯ୍ୟରେ ତ୍ରୁଟି ଦେଖାଦେବ। ପରିବର୍ତ୍ତନକୁ ଆପଣାଇ ଆଗକୁ ବଢ଼ିବେ। କର୍ମକ୍ଷେତ୍ରରେ ବାଧା ଉପୁଜିପାରେ । ଜୀବନସାଥୀଙ୍କ ସହ ଅଧିକ ସମୟ କଟାଇବେ।
ମିଥୁନ: ପିତାମାତାଙ୍କୁ କଷ୍ଟ ଦେଲା ପରି କାର୍ଯ୍ୟରୁ ଦୂରେଇ ରୁହନ୍ତୁ। କର୍ମକ୍ଷେତ୍ରରେ ପଦୋନ୍ନତିର ଯୋଗ ରହିଛି। ବ୍ୟବସାୟରେ ଉନ୍ନତି ହେବ। ମନୋରଞ୍ଜନ କାର୍ଯ୍ୟରେ ସମୟ ଅତିବାହିତ ହେବ।
କର୍କଟ: ଅସୁବିଧାରେ ପଡ଼ିଥିବା ବ୍ୟକ୍ତିଙ୍କୁ ସାହଯ୍ୟର ହାତ ବଢ଼ାଇବେ। ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହେବ। ପାରିବାରିକ ଜୀବନରେ ଭୁଲ୍ ବୁଝାମଣା ସୃଷ୍ଟି ହୋଇପାରେ। ଭାଇଭଉଣୀଙ୍କ ସହଯୋଗ ପାଇବେ।
ସିଂହ: ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ଅନେକ ପ୍ରକାର ଚେଷ୍ଟା କରିବେ। ବୈବାହିକ ଜୀବନରେ ସୁଖସମୃଦ୍ଧି ବୃଦ୍ଧି ପାଇବ। ଯାତ୍ରା ସମୟରେ ଦରକାରୀ କାଗଜପତ୍ରର ଧ୍ୟାନ ରଖନ୍ତୁ।
କନ୍ୟା: ସ୍ବାସ୍ଥ୍ୟାବସ୍ଥାରେ ଅବନତି ଘଟିପାରେ। ଛାତ୍ରଛାତ୍ରୀଙ୍କ ପାଇଁ ଉନ୍ନତିର ନୂତନ ପଥ ଉନ୍ମୋଚନ ହେବ। କର୍ମକ୍ଷେତ୍ରରେ କାର୍ଯ୍ୟଗୁଡ଼ିକ ସୁଚାରୁରୂପରେ ସମାପନ କରିେବ।
ତୁଳା: ବରିଷ୍ଠ ବ୍ୟକ୍ତିଙ୍କ ସହଯୋଗ ପାଇବେ। କର୍ମକ୍ଷେତ୍ରରେ ନିଜ ପ୍ରତିଭାର ବିକାଶ କରିବେ। ପରିବାର ସହ ତୀର୍ଥସ୍ଥଳୀକୁ ଯାତ୍ରା କରିପାରନ୍ତି। ସାଙ୍ଗସାଥୀଙ୍କ ସହ ମଉଜମସ୍ତିରେ ଦିନ କଟିବ।
ବିଛା: ବାଦବିବାଦ ପରିସ୍ଥିତିରୁ ଦୂରେଇ ରୁହନ୍ତୁ। ସନ୍ତାନସନ୍ତତିଙ୍କ ପାଇଁ ଚିନ୍ତିତ ରହିବେ। ପାରିବାରିକ କାର୍ଯ୍ୟଭାର ବୃଦ୍ଧି ପାଇବାକୁ ଲାଗିବ। ଜୀବନରେ ନୂତନ ମୋଡ଼ ଦେଖାଦେବ।
ଧନୁ: ଉନ୍ନତିର ବିଭିନ୍ନ ମାର୍ଗ ଉନ୍ମୋଚନ ହେବ। ସାଙ୍ଗସାଥୀଙ୍କ ସହଯୋଗ ପାଇବେ। ପ୍ରିୟଜନଙ୍କ ପାଇଁ ବ୍ୟସ୍ତବିବ୍ରତ ହୋଇପାରନ୍ତି। କର୍ମକ୍ଷେତ୍ରରେ ନୂଆ କାର୍ଯ୍ୟ ଶିଖିବାର ମଉକା ପାଇବେ।
ମକର: ଅନେକ ଦିନର ଆଶା ପୂରଣ ହେବ। ଅର୍ଥ ସମ୍ବନ୍ଧୀୟ କାର୍ଯ୍ୟରୁ ଦୂରେଇ ରୁହନ୍ତୁ। ଜୀବନସାଥୀଙ୍କ ସହ ସମ୍ପର୍କରେ ଉତ୍ତମ ବୁଝାମଣା ଦେଖାଦେବ। ମହିଳାମାନେ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ।
କୁମ୍ଭ: ଅକସ୍ମାତ୍ ବନ୍ଧୁ ଆଗମନ ହୋଇପାରେ। ବିଦେଶରେ ବେପାର କରିବାର ସୁଯୋଗ ମିଳିପାରେ। ମନରେ ସକାରାତ୍ମକ ଭାବନା ରଖି ଆଗକୁ ବଢ଼ିବେ। ଆଶାନୁସାରେ କାର୍ଯ୍ୟରେ ସଫଳତା ପାଇବେ ।
ମୀନ: ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ଭ୍ରମଣଯୋଗ ରହିଛି। କର୍ମକ୍ଷେତ୍ରରେ ଖୁବ୍ ପରିଶ୍ରମ କରିବେ। ସାମାଜିକ କାର୍ଯ୍ୟ ପ୍ରତି ରୁଚି ବଢ଼ିବ। ଜୀବନରେ ଆଗକୁ ବଢ଼ିବାର ଅବସର ପ୍ରାପ୍ତି ହେବ।