ମଙ୍ଗଳବାର ରାଶିଫଳ (୩୦-୧୧-୨୦୨୧)

The Sakala Picture
Published On

ମେଷ: ଦୃଢ଼ ମନୋବଳ ଦ୍ବାରା କାର୍ଯ୍ୟ ହାସଲ କରିବେ । ଚାକିରିରେ ଚଳଚଞ୍ଚଳ ରହିବେ | ରାଜନୀତିରେ ନେତୃତ୍ବ ବୃଦ୍ଧି ପାଇବ । ପରିବହନ ଓ ବାଣିଜ୍ୟ ଲାଭଜନକ ରହିବ । ଶିକ୍ଷାର୍ଥୀ ସଫଳତା ପାଇବେ । ଶୁଭ ଅଙ୍କ –୭, ଶୁଭ ରଙ୍ଗ – କଫି ବୃଷ: କର୍ମକ୍ଷେତ୍ରରେ ଠକାମିରେ ପଡ଼ିପାରନ୍ତି। ଚାକିରିରେ ଅଭିଯୋଗ ଆସିପାରେ ରାଜନୀତିରେ ବିରୋଧୀ ପ୍ରଭାବିତ କରିବେ । ଶିଳ୍ପ ଓ ବାଣିଜ୍ୟରେ ପ୍ରତିକୂଳ ରହିବ । ଶିକ୍ଷାର୍ଥୀ ଉତ୍ତେଜନାରେ ରହିବେ […]

ମେଷ: ଦୃଢ଼ ମନୋବଳ ଦ୍ବାରା କାର୍ଯ୍ୟ ହାସଲ କରିବେ । ଚାକିରିରେ ଚଳଚଞ୍ଚଳ ରହିବେ | ରାଜନୀତିରେ ନେତୃତ୍ବ ବୃଦ୍ଧି ପାଇବ । ପରିବହନ ଓ ବାଣିଜ୍ୟ ଲାଭଜନକ ରହିବ । ଶିକ୍ଷାର୍ଥୀ ସଫଳତା ପାଇବେ । ଶୁଭ ଅଙ୍କ –୭, ଶୁଭ ରଙ୍ଗ – କଫି

ଆହୁରି ପଢ଼ନ୍ତୁ: Monday Horoscope: ସୋମବାର ରାଶିଫଳ ( ୦୯-୦୩-୨୦୨୬ )

ବୃଷ: କର୍ମକ୍ଷେତ୍ରରେ ଠକାମିରେ ପଡ଼ିପାରନ୍ତି। ଚାକିରିରେ ଅଭିଯୋଗ ଆସିପାରେ ରାଜନୀତିରେ ବିରୋଧୀ ପ୍ରଭାବିତ କରିବେ । ଶିଳ୍ପ ଓ ବାଣିଜ୍ୟରେ ପ୍ରତିକୂଳ ରହିବ । ଶିକ୍ଷାର୍ଥୀ ଉତ୍ତେଜନାରେ ରହିବେ । ଶୁଭ ଅଙ୍କ – ୫, ଶୁଭ ରଙ୍ଗ – ସବୁଜ

ଆହୁରି ପଢ଼ନ୍ତୁ: Friday Horoscope: ଶୁକ୍ରବାର ରାଶିଫଳ ( ୦୬-୦୩-୨୦୨୬ )

ମିଥୁନ: କର୍ମକ୍ଷେତ୍ରରେ ସ୍ଵାଧୀନତା ରହିବ। ଚାକିରିରେ ସହଯୋଗ ମିଳିବ। ରାଜନୀତିରେ ଲୋକସମ୍ପର୍କ ବଢ଼ିବ। ମହିଳାମାନେ ସୁଖୀ ହେବେ।ବାଣିଜ୍ୟରେ ଲାଭ ମିଳିବ । ଶିକ୍ଷାର୍ଥୀ ଚଳଚଞ୍ଚଳ ରହିବେ । ଶୁଭ ଅଙ୍କ – ୧, ଶୁଭ ରଙ୍ଗ – ପିଙ୍କ୍

ଆହୁରି ପଢ଼ନ୍ତୁ: Saturday Horoscope: ଶନିବାର ରାଶିଫଳ (୦୭-୦୩-୨୦୨୬)

କର୍କଟ: ସମାଜରେ ଉତ୍ତମ ଆସନରେ ଅଳଙ୍କୃତ ହେବେ । ରାଜନୀତିରେ ସକ୍ରିୟ ରହିବେ। ଚାକିରିରେ ଧନ ସମ୍ମାନ ପାଇବେ। ବାଣିଜ୍ୟରେ ଆୟ ଦ୍ବିଗୁଣିତ ରହିବ । ଶିକ୍ଷାର୍ଥୀ କୃତକାର୍ଯ୍ୟ ହେବେ । ଶୁଭ ଅଙ୍କ –୯, ଶୁଭ ରଙ୍ଗ – ଲାଲ୍

ସିଂହ : କୌଣସି ବିଷୟକୁ ନେଇ ଚିନ୍ତାରେ ରହିବେ । ଚାକିରିରେ କାର୍ଯ୍ୟବହୁଳ ରହିବ । ରାଜନୀତିରେ ସମସ୍ୟା ରହିବ । ବାଣିଜ୍ୟରେ ମନ୍ଥର ରହିବ । ଶିକ୍ଷାର୍ଥୀ ଆଳସ୍ୟ ରହିବେ । ଶୁଭ ଅଙ୍କ – ୩, ଶୁଭ ରଙ୍ଗ – ହଳଦିଆ

କନ୍ୟା: ଦିନଟି ସୁଖ ଶାନ୍ତି ଭିତରେ କଟିବ। ମହିଳାମାନେ ପ୍ରସନ୍ନ ରହିବେ । ଚାକିରିରେ ପ୍ରଶଂସିତ ହେବେ। ପରିବହନ ଓ ବାଣିଜ୍ୟରେ ପ୍ରସାର ହେବ। ଶିକ୍ଷାର୍ଥୀ ଉତ୍ସାହିତ ରହିବେ । ଶୁଭ ଅଙ୍କ –୨, ଶୁଭ ରଙ୍ଗ – ସିଲ୍‌ଭର

ତୁଳା: ବ୍ୟୟ ବହୁଳତା ଭିତରେ ବି କାର୍ଯ୍ୟ ସଫଳ ହେବ। ଚାକିରିରେ ବ୍ୟସ୍ତତା ଭିତରେ କଟିବ। ମହିଳାମାନେ ପରିଶ୍ରମୀ ହେବେ। ବାଣିଜ୍ୟରେ ଲାଭ ମିଳିବ। ଶିକ୍ଷାର୍ଥୀ ଦୂରଯାତ୍ରା କରିପାରନ୍ତି । ଶୁଭ ଅଙ୍କ – ୬, ଶୁଭ ରଙ୍ଗ – ଧଳା

ବିଛା: ସମ୍ମାନ ଲାଭ ଓ ମନ ପ୍ରଫୁଲ୍ଲ ରହିବ। ଆୟ ଅବ୍ୟାହତ ରହିବ। ପ୍ରଶାସନିକ ଓ ରାଜନୀତିରେ ସୁନାମ ପାଇବେ । ବାଣିଜ୍ୟରେ ସଞ୍ଚୟ ହେବ। ଶିକ୍ଷାର୍ଥୀ ଉଚ୍ଚ ଶିକ୍ଷାପ୍ରତି ଆଗ୍ରହୀ ହେବେ । ଶୁଭ ଅଙ୍କ – ୯, ଶୁଭ ରଙ୍ଗ – ମେରୁନ୍

ଧନୁ : ବିଭିନ୍ନ କ୍ଷେତ୍ରରୁ ଆୟର ପନ୍ଥା ଉନ୍ମୁକ୍ତ ରହିଛି। ଉଭୟେ ପ୍ରେମ ଓ ଦାମ୍ପତ୍ୟ ମଧୁର ସମ୍ପର୍କ ରହିବ । ବାଣିଜ୍ୟରେ ଉତ୍ତମ ଆୟ ରହିବ । ଶିକ୍ଷାର୍ଥୀ ଦୃଢ଼ମନା ରହିବେ। ଶୁଭ ଅଙ୍କ – ୩, ଶୁଭ ରଙ୍ଗ – ଗୋଲ୍‌ଡ଼େନ୍

ମକର : ଦିନଟି କିଛି ସମସ୍ୟା ଦେଇ ଗତି କରିବେ। ଅନ୍ୟପାଇଁ ଅପଦସ୍ତ ହୋଇପାରନ୍ତି । ମହିଳାମାନେ ଉଦାସ ରହିବେ। ବାଣିଜ୍ୟରେ ଆୟବ୍ୟୟ ସମାନ ରହିବ। ଶିକ୍ଷାର୍ଥୀ ଅସ୍ଥିର ରହିବେ | ଶୁଭ ଅଙ୍କ – ୫, ଶୁଭ ରଙ୍ଗ – ସବୁଜ

କୁମ୍ଭ: ଆର୍ଥିକ ଦୁରାବସ୍ଥା ରହିବ | ଚାକିରିରେ ଶତ୍ରବୃଦ୍ଧି ହେବେ । ରାଜନୀତିରେ ଜଟିଳ ପରିସ୍ଥିତି ରହିବ। ପରିବହନ ଓ ବାଣିଜ୍ୟରେ ହାନି ହୋଇପାରେ। ଶିକ୍ଷାର୍ଥୀ ଭ୍ରମରେ ପଡ଼ିପାରନ୍ତି | ଶୁଭ ଅଙ୍କ – ୩, ଶୁଭ ରଙ୍ଗ – ହଳଦିଆ

ମୀନ: ନୂତନ କର୍ମରେ ନିଯୁକ୍ତିଯୋଗ ମଧ୍ୟ ଜଣାଯାଏ। ରାଜନୀତିରେ ପ୍ରସିଦ୍ଧି ବୃଦ୍ଧି ପାଇବ । ମହିଳାମାନେ ରକ୍ଷଣଶୀଳ ହେବେ । ବାଣିଜ୍ୟରେ ସଞ୍ଚୟ ହେବ । ଶିକ୍ଷାର୍ଥୀ ଉତ୍ସାହିତ ରହିବେ । ଶୁଭ ଅଙ୍କ –୯, ଶୁଭ ରଙ୍ଗ – କମଳା

30 Nov 2021 By The Sakala

https://www.thesakala.in/horoscope/tuesday-horoscope-30-11-2021/article-7254
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp