ବୁଧବାର ରାଶିଫଳ ( ୧୦-୦୩-୨୦୨୧ )
ମେଷ:ସବୁ କ୍ଷେତ୍ରରେ ଜୟ ଲାଭ କରିବେ। ପ୍ରଶାସନିକ ଓ ଚାକିରିରେ ଧନ ସମ୍ମାନ ପ୍ରାପ୍ତି ହେବ। ମହିଳାମାନେ ଉଚ୍ଚାଭିଳାଷୀ ହେବେ। ଶିଳ୍ପ ଓ ବାଣିଜ୍ୟରେ ଆୟ ବୃଦ୍ଧି ଓ ସଞ୍ଚୟ ହେବ। ଶୁଭ ଅଙ୍କ-୧,ଶୁଭ ରଙ୍ଗ-ପିଙ୍କ୍ ବୃଷ:କର୍ମକ୍ଷେତ୍ର ମନ୍ଥର ରହିବ। ଅନ୍ୟ ପାଇଁ ସମସ୍ୟାରେ ପଡିବେ। ରାଜନୀତିରେ ବୃଥା ଭ୍ରମଣ ଓ ଖର୍ଚ୍ଚାନ୍ତ ରହିବ। ଶିଳ୍ପ ଓ ବାଣିଜ୍ୟରେ ବିଶେଷ ଭଲ ହେବ ନାହିଁ। ଶୁଭ ଅଙ୍କ-୫,ଶୁଭ ରଙ୍ଗ-ସବୁଜ ମିଥୁନ:ବିଭିନ୍ନ ବାଟରେ କ୍ଷତିଗ୍ରସ୍ତ ହୋଇପାରନ୍ତି। ଚାକିରିରେ ଅଭିଯୋଗ […]
ମେଷ:ସବୁ କ୍ଷେତ୍ରରେ ଜୟ ଲାଭ କରିବେ। ପ୍ରଶାସନିକ ଓ ଚାକିରିରେ ଧନ ସମ୍ମାନ ପ୍ରାପ୍ତି ହେବ। ମହିଳାମାନେ ଉଚ୍ଚାଭିଳାଷୀ ହେବେ। ଶିଳ୍ପ ଓ ବାଣିଜ୍ୟରେ ଆୟ ବୃଦ୍ଧି ଓ ସଞ୍ଚୟ ହେବ। ଶୁଭ ଅଙ୍କ-୧,ଶୁଭ ରଙ୍ଗ-ପିଙ୍କ୍
ବୃଷ:କର୍ମକ୍ଷେତ୍ର ମନ୍ଥର ରହିବ। ଅନ୍ୟ ପାଇଁ ସମସ୍ୟାରେ ପଡିବେ। ରାଜନୀତିରେ ବୃଥା ଭ୍ରମଣ ଓ ଖର୍ଚ୍ଚାନ୍ତ ରହିବ। ଶିଳ୍ପ ଓ ବାଣିଜ୍ୟରେ ବିଶେଷ ଭଲ ହେବ ନାହିଁ। ଶୁଭ ଅଙ୍କ-୫,ଶୁଭ ରଙ୍ଗ-ସବୁଜ
ମିଥୁନ:ବିଭିନ୍ନ ବାଟରେ କ୍ଷତିଗ୍ରସ୍ତ ହୋଇପାରନ୍ତି। ଚାକିରିରେ ଅଭିଯୋଗ ଆସିପାରେ। ମହିଳାମାନେ ସ୍ବାସ୍ଥ୍ୟ ସମସ୍ୟାରେ ପଡିପାରନ୍ତି। ଶିଳ୍ପ ଓ ବାଣିଜ୍ୟରେ ପ୍ରତିବନ୍ଧକ ରହିବ। ଶୁଭ ଅଙ୍କ-୨,ଶୁଭ ରଙ୍ଗ-ସିଲିଭର୍
କର୍କଟ:ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହେବ। ମହିଳାମାନେ ନୂତନ କର୍ମରେ ନିଯୁକ୍ତି ପାଇପାରନ୍ତି। ଚାକିରିରେ ପ୍ରଶଂସିତ ହେବେ। ଶିଳ୍ପ ଓ ବାଣିଜ୍ୟରେ ମନମୁତାବକ ଫଳ ମିଳିବ। ଶୁଭ ଅଙ୍କ-୧,ଶୁଭ ରଙ୍ଗ-ଗୋଲାପି
ସିଂହ:କର୍ମକ୍ଷେତ୍ରରେ ବିରକ୍ତିକର ପରିସ୍ଥିତି ଉପୁଜିପାରେ। ସାଂସାରିକ ଅର୍ଥଚିନ୍ତା ରହିବ। ରାଜନୀତିରେ କିଛିଟା ଉତ୍ତେଜନା ରହିବ। ପରିବହନ ଓ ବାଣିଜ୍ୟରେ କିଛିଟା ସମସ୍ୟା ରହିବ। ଶୁଭ ଅଙ୍କ-୯,ଶୁଭ ରଙ୍ଗ-ମେରୁନ୍
କନ୍ୟା:ଦିନଟି କେତେକ ସ୍ଥଳେ ପ୍ରତିକୂଳ ପରିସ୍ଥିତି ରହିବ। ରାଜନୀତିରେ ପ୍ରତିଦ୍ବନ୍ଦ୍ବିତା ରହିବ। ଚାକିରିରେ ଚିନ୍ତା ରହିବ। ଶିଳ୍ପ ଓ ବାଣିଜ୍ୟରେ ଆୟବ୍ୟୟ ସମାନ ରହିବ। ଶୁଭ ଅଙ୍କ-୮,ଶୁଭ ରଙ୍ଗ-ବାଇଗଣୀ
ତୁଳା:କର୍ମକ୍ଷେତ୍ରରେ ସମସ୍ୟାରୁ ମୁକ୍ତି ପାଇବେ। ଚାକିରିରେ ସହକର୍ମୀଙ୍କ ସହଯୋଗ ପାଇବେ। ବାଣିଜ୍ୟରେ ଲାଭଜନକ ରହିବ। ବିଦ୍ୟାର୍ଥୀ ସଫଳ ହେବେ। ଶୁଭ ଅଙ୍କ-୪,ଶୁଭ ରଙ୍ଗ-ମେଟାଲିକ୍
ବିଛା:ତୃତୀୟସ୍ଥ ଚନ୍ଦ୍ରଙ୍କ କାରଣରୁ ଧନସମ୍ମାନ ପ୍ରାପ୍ତି ହେବ। ମହିଳାମାନେ ଦୃଢମନା ରହିବେ। ବାଣିଜ୍ୟରେ ଉତ୍ତମ ଲାଭ ମିଳିବ। ବିଦ୍ୟାର୍ଥୀ ଅଧ୍ୟୟନ ପ୍ରିୟ ହେବେ। ଶୁଭ ଅଙ୍କ-୭,ଶୁଭ ରଙ୍ଗ-କଫି
ଧନୁ:ଦିନଟି ଅର୍ଥଚିନ୍ତା ଓ କାର୍ଯ୍ୟହାନି ହୋଇପାରେ।। ଚାକିରିରେ କାର୍ଯ୍ୟଭାର ରହିବ। ଶିଳ୍ପ, ପରିବହନ ଓ ବାଣିଜ୍ୟରେ ଉତ୍ଥାନ ପତନ ରହିବ। ଶୁଭ ଅଙ୍କ-୨,ଶୁଭ ରଙ୍ଗ-ଧଳା
ମକର:କର୍ମକ୍ଷେତ୍ରରେ ଉତ୍ସାହିତ ରହିବେ। ଚାକିରିରେ ସହଯୋଗ ମିଳିବ।ମହିଳାମାନେ ଆଦରଣୀୟା ହେବେ। ଶିଳ୍ପ ଓ ବାଣିଜ୍ୟରେ ଲୋକପ୍ରିୟତା ବୃଦ୍ଧି ପାଇବ। ଶୁଭ ଅଙ୍କ-୩,ଶୁଭ ରଙ୍ଗ-ହଳଦିଆ
କୁମ୍ଭ:କୌଣସି କାର୍ଯ୍ୟ ପାଇଁ ଦୂରଯାତ୍ରା କରିପାରନ୍ତି। ଚାକିରିରେ ଦାୟିତ୍ୱ ତୁଲାଇ ପ୍ରଶଂସିତ ହେବେ। ପରିବହନ ଓ ବାଣିଜ୍ୟରେ ସ୍ବଳ୍ପ ଲାଭ ମିଳିବ। ବିଦ୍ୟାର୍ଥୀ ଭ୍ରମଣ ପ୍ରିୟ ହେବେ। ଶୁଭ ଅଙ୍କ-୮,ଶୁଭ ରଙ୍ଗ-କଳା
ମୀନ:ସମାଜରେ ପ୍ରତିଷ୍ଠିତ ହେବେ। ପ୍ରଶାସନିକ ମାନମର୍ଯ୍ୟାଦା ବୃଦ୍ଧି ହେବ। ଚାକିରିରେ ସ୍ଥାୟିତ୍ବ ବଢିବ। ଶିଳ୍ପ ଓ ବାଣିଜ୍ୟରେ ସମୃଦ୍ଧି ପ୍ରାପ୍ତି ହେବ। ଶୁଭ ଅଙ୍କ-୯,ଶୁଭ ରଙ୍ଗ-କମଳା