ମଙ୍ଗଳବାର ରାଶିଫଳ (୨୫-୦୫-୨୦୨୧)

The Sakala Picture
Published On

ମେଷ: କର୍ମସ୍ଥଳରେ ଉନ୍ନତି କରିବେ । ଚାକିରିରେ ଶୁଭଫଳ ପାଇବେ। ମହିଳାମାନେ ଖୁସିରେ ରହିବେ। ପରିବହନ ଓ ବାଣିଜ୍ୟ ଉତ୍ସାହଜନକ ରହିବ। ଶୁଭ ଅଙ୍କ-୧, ଶୁଭ ରଙ୍ଗ-ପିଙ୍କ୍ ବୃଷ: ବହୁ ଚେଷ୍ଟା କରି ସଫଳ ହେବେ। ଆର୍ଥିକ ସ୍ବଚ୍ଛଳତା ରହିବ। ରାଜନୀତିରେ ସୁନାମ ପାଇବେ। ବାଣିଜ୍ୟ ଲାଭଜନକ ରହିବ। ଶୁଭ ଅଙ୍କ-୮, ଶୁଭ ରଙ୍ଗ-ଆକାଶୀ ମିଥୁନ: ଅନ୍ୟର ସହଯୋଗ ପାଇ ଆଗେଇବେ। ସନ୍ତାନସନ୍ତତିମାନେ ଉନ୍ନତି କରିବେ । ଚାକିରିରେ ନିଷ୍ଠା ରହିବ। ବାଣିଜ୍ୟରେ ଲାଭ ମିଳିବ। ଶୁଭ […]

ମେଷ: କର୍ମସ୍ଥଳରେ ଉନ୍ନତି କରିବେ । ଚାକିରିରେ ଶୁଭଫଳ ପାଇବେ। ମହିଳାମାନେ ଖୁସିରେ ରହିବେ। ପରିବହନ ଓ ବାଣିଜ୍ୟ ଉତ୍ସାହଜନକ ରହିବ। ଶୁଭ ଅଙ୍କ-୧, ଶୁଭ ରଙ୍ଗ-ପିଙ୍କ୍

ଆହୁରି ପଢ଼ନ୍ତୁ: କେମିତି କଟିବ ଏହି ସପ୍ତାହ, ଜାଣନ୍ତୁ ଏ ସପ୍ତାହର ରାଶିଫଳ...

ବୃଷ: ବହୁ ଚେଷ୍ଟା କରି ସଫଳ ହେବେ। ଆର୍ଥିକ ସ୍ବଚ୍ଛଳତା ରହିବ। ରାଜନୀତିରେ ସୁନାମ ପାଇବେ। ବାଣିଜ୍ୟ ଲାଭଜନକ ରହିବ। ଶୁଭ ଅଙ୍କ-୮, ଶୁଭ ରଙ୍ଗ-ଆକାଶୀ

ଆହୁରି ପଢ଼ନ୍ତୁ: Tuesday Horoscope: ମଙ୍ଗଳବାର ରାଶିଫଳ ( ୧୦-୦୩-୨୦୨୬ )

ମିଥୁନ: ଅନ୍ୟର ସହଯୋଗ ପାଇ ଆଗେଇବେ। ସନ୍ତାନସନ୍ତତିମାନେ ଉନ୍ନତି କରିବେ । ଚାକିରିରେ ନିଷ୍ଠା ରହିବ। ବାଣିଜ୍ୟରେ ଲାଭ ମିଳିବ। ଶୁଭ ଅଙ୍କ-୨, ଶୁଭ ରଙ୍ଗ-ସିଲଭର୍

ଆହୁରି ପଢ଼ନ୍ତୁ: Monday Horoscope: ସୋମବାର ରାଶିଫଳ ( ୦୯-୦୩-୨୦୨୬ )

କର୍କଟ: କେତେକ କ୍ଷେତ୍ରରେ ଅପ୍ରିୟତା ଦେଖାଦେବ। ସାଂସାରିକ ହତୋତ୍ସାହ ରହିବେ । ମହିଳାମାନେ ଚିନ୍ତାରେ ରହିବେ । ବାଣିଜ୍ୟରେ ଆୟବ୍ୟୟ ସମାନ ରହିବ । ଶୁଭ ଅଙ୍କ-୩, ଶୁଭ ରଙ୍ଗ-କ୍ରିମ୍

ସିଂହ: ଆୟ ଅବ୍ୟାହତ ରହିବ। ଦେହ ସୁସ୍ଥ ରହିବ। ମହିଳାମାନଙ୍କ ନୂତନ କର୍ମଲାଭ ଯୋଗ ରହିଛି।ବାଣିଜ୍ୟରେ ଉନ୍ନତି ହେବ। ଶୁଭ ଅଙ୍କ-୯, ଶୁଭ ରଙ୍ଗ-ମେରୁନ୍

କନ୍ୟା: ଏକ ସଙ୍ଗେ ଧନସମ୍ମାନ ପାଇବେ । ସାଂସାରିକ ସୁଖୀ ରହିବେ। ରାଜନୀତିରେ ସକ୍ରିୟ ରହିବେ।।ବାଣିଜ୍ୟରେ ପ୍ରସାର ହେବ। ଶୁଭ ଅଙ୍କ-୬, ଶୁଭ ରଙ୍ଗ- ସିଲଭର୍

ତୁଳା: ଦିନଟି ବିନା ଦ୍ବିଧା ଓ ବାଧାରେ ଆଗେଇ ଚାଲିବେ । ଚାକିରିରେ ସହଯୋଗ ମିଳିବ। ଶିଳ୍ପ ଓ ବାଣିଜ୍ୟ ଉତ୍ସାହଜନକ ରହିବ। ଶୁଭ ଅଙ୍କ-୨, ଶୁଭ ରଙ୍ଗ-ଧଳା

ବିଛା: ଦେହ ଓ ମନ ଭଲରହିବ ନାହିଁ। କେତେକ ସମସ୍ୟାକୁ ନେଇ ବିଚଳିତ ରହିବେ। ରାଜନୀତିରେ ବିରୋଧୀ ବୃଦ୍ଧି ପାଇବେ ।ବ୍ୟବସାୟରେ ନୀଚଫଳ ପାଇବେ । ଶୁଭ ଅଙ୍କ-୯. ଶୁଭ ରଙ୍ଗ-ଲାଲ୍

ଧନୁ: ନୂତନ କର୍ମଲାଭ ଯୋଗ ରହିଛି। ମୂଲ୍ୟବାନ ଦ୍ରବ୍ୟ ପ୍ରାପ୍ତି ହୋଇପାରେ। ଚାକିରିରେ ପଦମର୍ଯ୍ୟାଦା ବୃଦ୍ଧି ହୋଇପାରେ। ବାଣିଜ୍ୟରେ ଲାଭ ମିଳିବ। ଶୁଭ ଅଙ୍କ-୩, ଶୁଭ ରଙ୍ଗ-କ୍ରିମ୍

ମକର: ଦିନଟିରେ ଉଚ୍ଚ ସଫଳତା ପାଇବେ । ସାଂସାରିକ ସୁଖସମ୍ମାନ ମିଳିବ। ପ୍ରଶାସନିକ ଦାୟିତ୍ବବୋଧ ରହିବ। ବାଣିଜ୍ୟରେ ମନମୁତାବକ ହେବ । ଶୁଭ ଅଙ୍କ-୫, ଶୁଭ ରଙ୍ଗ-ସବୁଜ

କୁମ୍ଭ:ଅନ୍ୟର ପ୍ରେରଣା ପାଇ କାର୍ଯ୍ୟ ତୁଲାଇବେ । ସାଂସାରିକ ଧର୍ମକର୍ମରେ ମନ ରହିବ। ଚାକିରିରେ ନିଷ୍ଠା ରହିବ। ବାଣିଜ୍ୟରେ ସଫଳ ହେବେ ଶୁଭ ଅଙ୍କ-୮, ଶୁଭ ରଙ୍ଗ-ନୀଳ

ମୀନ: ଦିନଟି ସମସ୍ୟା ବହୁଳ ରହିବ। ଆର୍ଥିକ ଚାପ ସହ ମାନସିକ କଷ୍ଟ ପାଇବେ। ରାଜନୀତିରେ ଶତ୍ରୁବୃଦ୍ଧି ହେବେ। ବାଣିଜ୍ୟରେ କ୍ଷତି ହୋଇପାରେ । ଶୁଭ ଅଙ୍କ-୭, ଶୁଭ ରଙ୍ଗ-କଫି

25 May 2021 By The Sakala

ମଙ୍ଗଳବାର ରାଶିଫଳ (୨୫-୦୫-୨୦୨୧)

ମେଷ: କର୍ମସ୍ଥଳରେ ଉନ୍ନତି କରିବେ । ଚାକିରିରେ ଶୁଭଫଳ ପାଇବେ। ମହିଳାମାନେ ଖୁସିରେ ରହିବେ। ପରିବହନ ଓ ବାଣିଜ୍ୟ ଉତ୍ସାହଜନକ ରହିବ। ଶୁଭ ଅଙ୍କ-୧, ଶୁଭ ରଙ୍ଗ-ପିଙ୍କ୍

ବୃଷ: ବହୁ ଚେଷ୍ଟା କରି ସଫଳ ହେବେ। ଆର୍ଥିକ ସ୍ବଚ୍ଛଳତା ରହିବ। ରାଜନୀତିରେ ସୁନାମ ପାଇବେ। ବାଣିଜ୍ୟ ଲାଭଜନକ ରହିବ। ଶୁଭ ଅଙ୍କ-୮, ଶୁଭ ରଙ୍ଗ-ଆକାଶୀ

ମିଥୁନ: ଅନ୍ୟର ସହଯୋଗ ପାଇ ଆଗେଇବେ। ସନ୍ତାନସନ୍ତତିମାନେ ଉନ୍ନତି କରିବେ । ଚାକିରିରେ ନିଷ୍ଠା ରହିବ। ବାଣିଜ୍ୟରେ ଲାଭ ମିଳିବ। ଶୁଭ ଅଙ୍କ-୨, ଶୁଭ ରଙ୍ଗ-ସିଲଭର୍

କର୍କଟ: କେତେକ କ୍ଷେତ୍ରରେ ଅପ୍ରିୟତା ଦେଖାଦେବ। ସାଂସାରିକ ହତୋତ୍ସାହ ରହିବେ । ମହିଳାମାନେ ଚିନ୍ତାରେ ରହିବେ । ବାଣିଜ୍ୟରେ ଆୟବ୍ୟୟ ସମାନ ରହିବ । ଶୁଭ ଅଙ୍କ-୩, ଶୁଭ ରଙ୍ଗ-କ୍ରିମ୍

ସିଂହ: ଆୟ ଅବ୍ୟାହତ ରହିବ। ଦେହ ସୁସ୍ଥ ରହିବ। ମହିଳାମାନଙ୍କ ନୂତନ କର୍ମଲାଭ ଯୋଗ ରହିଛି।ବାଣିଜ୍ୟରେ ଉନ୍ନତି ହେବ। ଶୁଭ ଅଙ୍କ-୯, ଶୁଭ ରଙ୍ଗ-ମେରୁନ୍

କନ୍ୟା: ଏକ ସଙ୍ଗେ ଧନସମ୍ମାନ ପାଇବେ । ସାଂସାରିକ ସୁଖୀ ରହିବେ। ରାଜନୀତିରେ ସକ୍ରିୟ ରହିବେ।।ବାଣିଜ୍ୟରେ ପ୍ରସାର ହେବ। ଶୁଭ ଅଙ୍କ-୬, ଶୁଭ ରଙ୍ଗ- ସିଲଭର୍

ତୁଳା: ଦିନଟି ବିନା ଦ୍ବିଧା ଓ ବାଧାରେ ଆଗେଇ ଚାଲିବେ । ଚାକିରିରେ ସହଯୋଗ ମିଳିବ। ଶିଳ୍ପ ଓ ବାଣିଜ୍ୟ ଉତ୍ସାହଜନକ ରହିବ। ଶୁଭ ଅଙ୍କ-୨, ଶୁଭ ରଙ୍ଗ-ଧଳା

ବିଛା: ଦେହ ଓ ମନ ଭଲରହିବ ନାହିଁ। କେତେକ ସମସ୍ୟାକୁ ନେଇ ବିଚଳିତ ରହିବେ। ରାଜନୀତିରେ ବିରୋଧୀ ବୃଦ୍ଧି ପାଇବେ ।ବ୍ୟବସାୟରେ ନୀଚଫଳ ପାଇବେ । ଶୁଭ ଅଙ୍କ-୯. ଶୁଭ ରଙ୍ଗ-ଲାଲ୍

ଧନୁ: ନୂତନ କର୍ମଲାଭ ଯୋଗ ରହିଛି। ମୂଲ୍ୟବାନ ଦ୍ରବ୍ୟ ପ୍ରାପ୍ତି ହୋଇପାରେ। ଚାକିରିରେ ପଦମର୍ଯ୍ୟାଦା ବୃଦ୍ଧି ହୋଇପାରେ। ବାଣିଜ୍ୟରେ ଲାଭ ମିଳିବ। ଶୁଭ ଅଙ୍କ-୩, ଶୁଭ ରଙ୍ଗ-କ୍ରିମ୍

ମକର: ଦିନଟିରେ ଉଚ୍ଚ ସଫଳତା ପାଇବେ । ସାଂସାରିକ ସୁଖସମ୍ମାନ ମିଳିବ। ପ୍ରଶାସନିକ ଦାୟିତ୍ବବୋଧ ରହିବ। ବାଣିଜ୍ୟରେ ମନମୁତାବକ ହେବ । ଶୁଭ ଅଙ୍କ-୫, ଶୁଭ ରଙ୍ଗ-ସବୁଜ

କୁମ୍ଭ:ଅନ୍ୟର ପ୍ରେରଣା ପାଇ କାର୍ଯ୍ୟ ତୁଲାଇବେ । ସାଂସାରିକ ଧର୍ମକର୍ମରେ ମନ ରହିବ। ଚାକିରିରେ ନିଷ୍ଠା ରହିବ। ବାଣିଜ୍ୟରେ ସଫଳ ହେବେ ଶୁଭ ଅଙ୍କ-୮, ଶୁଭ ରଙ୍ଗ-ନୀଳ

ମୀନ: ଦିନଟି ସମସ୍ୟା ବହୁଳ ରହିବ। ଆର୍ଥିକ ଚାପ ସହ ମାନସିକ କଷ୍ଟ ପାଇବେ। ରାଜନୀତିରେ ଶତ୍ରୁବୃଦ୍ଧି ହେବେ। ବାଣିଜ୍ୟରେ କ୍ଷତି ହୋଇପାରେ । ଶୁଭ ଅଙ୍କ-୭, ଶୁଭ ରଙ୍ଗ-କଫି

https://www.thesakala.in/horoscope/tuesday-horoscope-25-05-2021/article-2394
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp