ଗୁରୁବାର ରାଶିଫଳ (୧୬-୦୬-୨୦୨୨)

The Sakala Picture
Published On

ମେଷ: ଅଧିକ ଚିନ୍ତା ହେତୁ ସ୍ବାସ୍ଥ୍ୟ ବଗିଡ଼ିଯାଇପାରେ। ପରିବାରରେ କୌଣସି କଥାକୁ ନେଇ ତିକ୍ତତା ସୃଷ୍ଟି ହୋଇପାରେ। ଉଧାର ଦେବାରୁ ନିବୃତ୍ତ ରୁହନ୍ତୁ। ଯାତ୍ରା ଦ୍ବାରା ଆର୍ଥିକ ଅବନତି ଦେଖାଯାଇପାରେ। ବୃଷ: ଜୀବନସାଥୀଙ୍କଠାରୁ ଆଶା କରୁଥିବା ସହଯୋଗ ପାଇବେ। ନୂତନ ନିବେଶ ଦ୍ବାରା ଲାଭବାନ ହେବେ। ତରବରିଆ ଭାବେ କାର୍ଯ୍ୟ କରନ୍ତୁ ନାହିଁ। ସ୍ବାସ୍ଥ୍ୟରେ ଉନ୍ନତି ଦେଖାଦେବ। ମିଥୁନ: ଅଯଥା ଖର୍ଚ୍ଚ କରିବାରୁ ନିବୃତ୍ତ ରୁହନ୍ତୁ। ଘରୋଇ ଜୀବନରେ ନକାରାତ୍ମକ ଭାବଧାରା ବୃଦ୍ଧି ପାଇବ। ନୂତନ କାର୍ଯ୍ୟ […]

ମେଷ: ଅଧିକ ଚିନ୍ତା ହେତୁ ସ୍ବାସ୍ଥ୍ୟ ବଗିଡ଼ିଯାଇପାରେ। ପରିବାରରେ କୌଣସି କଥାକୁ ନେଇ ତିକ୍ତତା ସୃଷ୍ଟି ହୋଇପାରେ। ଉଧାର ଦେବାରୁ ନିବୃତ୍ତ ରୁହନ୍ତୁ। ଯାତ୍ରା ଦ୍ବାରା ଆର୍ଥିକ ଅବନତି ଦେଖାଯାଇପାରେ।

ଆହୁରି ପଢ଼ନ୍ତୁ: କେମିତି କଟିବ ଏହି ସପ୍ତାହ, ଜାଣନ୍ତୁ ଏ ସପ୍ତାହର ରାଶିଫଳ...

ବୃଷ: ଜୀବନସାଥୀଙ୍କଠାରୁ ଆଶା କରୁଥିବା ସହଯୋଗ ପାଇବେ। ନୂତନ ନିବେଶ ଦ୍ବାରା ଲାଭବାନ ହେବେ। ତରବରିଆ ଭାବେ କାର୍ଯ୍ୟ କରନ୍ତୁ ନାହିଁ। ସ୍ବାସ୍ଥ୍ୟରେ ଉନ୍ନତି ଦେଖାଦେବ।

ମିଥୁନ: ଅଯଥା ଖର୍ଚ୍ଚ କରିବାରୁ ନିବୃତ୍ତ ରୁହନ୍ତୁ। ଘରୋଇ ଜୀବନରେ ନକାରାତ୍ମକ ଭାବଧାରା ବୃଦ୍ଧି ପାଇବ। ନୂତନ କାର୍ଯ୍ୟ ଆରମ୍ଭ କରି ସଫଳତା ପାଇବେ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ।

ଆହୁରି ପଢ଼ନ୍ତୁ: Wednesday Horoscope: ବୁଧବାର ରାଶିଫଳ ( ୧୧-୦୩-୨୦୨୬)

କର୍କଟ: ଆଜି ଏକୁଟିଆ ରହିବାକୁ ପସନ୍ଦ କରିବେ। କର୍ମକ୍ଷେତ୍ରରେ ପ୍ରଶଂସାର ପାତ୍ର ହେବେ। ବ୍ୟବସାୟରେ ଆଶାଠାରୁ ଅଧିକ ଲାଭ ପାଇବେ। ଆତ୍ମବିଶ୍ବାସ ସହ କାର୍ଯ୍ୟ କରି ଆଗକୁ ବଢ଼ିବେ।

ସିଂହ: ଗୁରୁଜନଙ୍କ ସହଯୋଗରେ ସଫଳତା ପାଇବେ। ବିଦେଶ ଯାତ୍ରା ଯୋଗ ରହିଛି। କର୍ମକ୍ଷେତ୍ରରେ ଏକାଗ୍ରତା ସହ କାମ କରନ୍ତୁ। ଜୀବନସାଥୀଙ୍କ ସହ ଭୁଲ ବୁଝାମଣା ଦେଖାଦେଇ ପାରେ।

କନ୍ୟା: ଦୀର୍ଘ ଦିନର ସମସ୍ୟା ଦୂର ହେବ। କର୍ମକ୍ଷେତ୍ରରେ ପଦୋନ୍ନତିର ସୁଯୋଗ ରହିଛି। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ଭାବାନା ଉପରେ ନିୟନ୍ତ୍ରଣ ରକ୍ଷା କରନ୍ତୁ।

ତୁଳା: ମନୋରଞ୍ଜନ କାର୍ଯ୍ୟରେ ସମୟ ବିତିବ। ବୁଦ୍ଧି ବିବେକ ସହ କାର୍ଯ୍ୟ କରି ସଫଳ ହେବେ। କର୍ମକ୍ଷେତ୍ରରେ ହତୋତ୍ସାହ ହୋଇପାରନ୍ତି। ସାଙ୍ଗସାଥୀଙ୍କ ସହ ମିଳାମିଶା ବଢ଼ିବ। ପାରିବାରିକ ସମ୍ପର୍କରେ ଫାଟ ସୃଷ୍ଟି ହୋଇପାରେ।

ବିଛା: ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ। ଅନ୍ୟ କଥାରେ ମୁଣ୍ଡ ପୂରାନ୍ତୁ ନାହିଁ। ପରିବାର ସହ ତୀର୍ଥ ଭ୍ରମଣ କରିବାକୁ ଯାଇପାରନ୍ତି। ପ୍ରେମ ଓ ଦାମ୍ପତ୍ୟ ଜୀବନରେ ମଧୁରତା ଦେଖାଦେବ।

ଧନୁ: ସମାଜରେ ମାନସମ୍ମାନର ଅଧିକାରୀ ହେବେ। ଆୟ ତୁଳନାରେ ବ୍ୟୟ ଅଧିକ ରହିବ। କର୍ମକ୍ଷେତ୍ରରେ କାର୍ଯ୍ୟଭାର ଅଧିକ ରହିବ। ଉଚ୍ଚ ଆଶା ପୂରଣ ହେବ। ବହୁ ପରିଶ୍ରମ କରି ସଫଳ ହେବେ।

ମକର: ସକାରାତ୍ମକ ଚିନ୍ତାଧାରାରେ ଆଗକୁ ବଢ଼ିବେ। ନିଜ ବ୍ୟବହାରରେ ସମସ୍ତଙ୍କ ପ୍ରିୟଭାଜନ ହେବେ। ନୂତନ ନିଯୁକ୍ତି ସୁଯୋଗ ରହିଛି। ଆର୍ଥିକ ସ୍ଥିତି ସୁଦୃଢ଼ ରହିବ।

କୁମ୍ଭ: କଠିନ ପରିଶ୍ରମ କରିବା ସତ୍ତ୍ବେ ବିଶେଷ ଫଳ ପାଇବେ ନାହିଁ। ମନୋରଞ୍ଜନ ପାଇଁ ନିକଟତମ ସ୍ଥାନକୁ ବୁଲାବୁଲି କରିବାକୁ ଯାଇପାରନ୍ତି। କୌଶଳର ସହ କାର୍ଯ୍ୟ କରି ସଫଳତା ହାସଲ କରିବେ।

ମୀନ: ବିଗିଡ଼ି ଯାଇଥିବା ସ୍ଥିତିକୁ ସମ୍ଭାଳି ନେବେ। କ୍ୟାରିୟରରେ ଉନ୍ନତି କରିବେ। ପରିବାରରେ ସୁଖସମୃଦ୍ଧି ବୃଦ୍ଧି ପାଇବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ।

16 Jun 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp