ମଙ୍ଗଳବାର ରାଶିଫଳ ( ୧୧- ୦୭ – ୨୦୨୩ )
ମେଷ: କର୍ମକ୍ଷେତ୍ରରେ କାହାସହ ଯୁକ୍ତିତର୍କ କରନ୍ତୁନି। ମନୋରଞ୍ଜନରେ ଦିନ ବିତିବ। ପାରିବାରିକ ଜୀବନରେ ସୁଖଶାନ୍ତି ବଜାୟ ରହିବ। ବିଦ୍ୟାର୍ଥୀମାନେ ପ୍ରତିଯୋଗିତାମୂଳକ ପରୀକ୍ଷାରେ କୃତକାର୍ଯ୍ୟ ହେବେ। ବୃଷ: ଯୋଜନା ଅନୁସାରେ ସମସ୍ତ କାର୍ଯ୍ୟ କରିବେ। ନୂତନ ବ୍ୟବସାୟ ଆରମ୍ଭ କରିପାରନ୍ତି। ଉଚ୍ଚ ପ୍ରଶଂସା ପାଇପାରନ୍ତି। ନିଜର ପରିଶ୍ରମ ଓ ବୁଝାମଣା ଯୋଗୁଁ ଜୀବନରେ ସୁଖଶାନ୍ତି ପାଇବେ। ମିଥୁନ: ସାହିତ୍ୟ, କଳା, ଲେଖନ, ସଙ୍ଗୀତ, ଫିଲ୍ମ ତଥା ରଚନାତ୍ମକ କ୍ଷେତ୍ରରେ ପ୍ରତିଭା ପ୍ରଦର୍ଶନ କରିବେ। ଆଜି ଭାଗ୍ୟ ଆପଣଙ୍କ ସାଥ୍ […]
ମେଷ: କର୍ମକ୍ଷେତ୍ରରେ କାହାସହ ଯୁକ୍ତିତର୍କ କରନ୍ତୁନି। ମନୋରଞ୍ଜନରେ ଦିନ ବିତିବ। ପାରିବାରିକ ଜୀବନରେ ସୁଖଶାନ୍ତି ବଜାୟ ରହିବ। ବିଦ୍ୟାର୍ଥୀମାନେ ପ୍ରତିଯୋଗିତାମୂଳକ ପରୀକ୍ଷାରେ କୃତକାର୍ଯ୍ୟ ହେବେ।
ବୃଷ: ଯୋଜନା ଅନୁସାରେ ସମସ୍ତ କାର୍ଯ୍ୟ କରିବେ। ନୂତନ ବ୍ୟବସାୟ ଆରମ୍ଭ କରିପାରନ୍ତି। ଉଚ୍ଚ ପ୍ରଶଂସା ପାଇପାରନ୍ତି। ନିଜର ପରିଶ୍ରମ ଓ ବୁଝାମଣା ଯୋଗୁଁ ଜୀବନରେ ସୁଖଶାନ୍ତି ପାଇବେ।
ମିଥୁନ: ସାହିତ୍ୟ, କଳା, ଲେଖନ, ସଙ୍ଗୀତ, ଫିଲ୍ମ ତଥା ରଚନାତ୍ମକ କ୍ଷେତ୍ରରେ ପ୍ରତିଭା ପ୍ରଦର୍ଶନ କରିବେ। ଆଜି ଭାଗ୍ୟ ଆପଣଙ୍କ ସାଥ୍ ଦେବ। ବିଦ୍ୟାର୍ଥୀମାନେ ପଢ଼ାମନସ୍କ ହେବେ। ସୂର୍ଯ୍ୟଦେବତାଙ୍କୁ ଜଳଅର୍ପଣ କରନ୍ତୁ।
କର୍କଟ: ଅଟକି ଥିବା ଦିଗରୁ ଅର୍ଥ ପାଇବେ। ନୂତନ ଜମି କିମ୍ବା ଯାନବାହନ କ୍ରୟ କରିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ବାଣିଜ୍ୟ ବେପାରରୁ ଲାଭ ମିଳିବ। ଗୃହିଣୀମାନେ ଘରକାମରେ ବ୍ୟସ୍ତ ରହିବେ।
ସିଂହ: ଲୋକସମ୍ପର୍କ ବଢ଼ିବ। ଆର୍ଥିକ ଲାଭ ପ୍ରାପ୍ତ ହେବ। ଅଟକି ଥିବା କାମ ପୂରା ହେବ। ଉଧାର ଟଙ୍କା ପାଇବାରେ ବିଳମ୍ବ ହେବ। ପିଲାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତିତ ହେବେ।
କନ୍ୟା: ଆଜି ଦିନଟି ଆପଣଙ୍କ ପାଇଁ ବହୁତ ଭଲ। ଅଫିସ୍ କ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ପାଇବେ। ସାମାଜିକ ଲୋକପ୍ରିୟତା ବୃଦ୍ଧି ପାଇବ। ପୁରୁଣା ବନ୍ଧୁଙ୍କ ସହ ଭେଟ ହେବ।
ତୁଳା: ଦୀର୍ଘ ଦିନର ସ୍ବପ୍ନ ପୂରଣ ହେବ। ନୂତନ ବ୍ୟବସାୟ ଆରମ୍ଭ କରିବାକୁ ଅନୁକୂଳ ସମୟ। ବିଦ୍ୟାର୍ଥୀମାନେ ଅଧ୍ୟୟନ ପାଇଁ ବିଦେଶ ଯାତ୍ରା କରିପାରନ୍ତି। ପ୍ରଭାବଶାଳୀ ବ୍ୟକ୍ତିଙ୍କ ସମ୍ପର୍କରେ ଆସିବେ।
ବିଛା: କାର୍ଯ୍ୟସ୍ଥଳୀରେ ଭଲ ପ୍ରଦର୍ଶନ କରିବେ। ବ୍ୟବହାର ବଳରେ ସମସ୍ତଙ୍କ ମନ କିଣିନେବେ। ନିଜକୁ ପ୍ରମାଣିତ କରିବା ପାଇଁ ବର୍ତ୍ତମାନ ଭଲ ସମୟ। ଆୟ ଅନୁସାରେ ବ୍ୟୟ ହେବ।
ଧନୁ: କଠିନ ପରିଶ୍ରମ ଓ ପ୍ରୟାସ ବଳରେ ସଫଳତା ହାସଲ କରିବେ। ସାମାଜିକ କ୍ଷେତ୍ରରେ ମାନସମ୍ମାନ ବୃଦ୍ଧି ପାଇବ। ପରିବାର ଲୋକଙ୍କ ସହ ଭଲ ସମୟ ବିତାଇବେ। ଦୂରସ୍ଥାନ ଯାତ୍ରା କରିପାରନ୍ତି।
ମକର: ବର୍ତ୍ତମାନ ସମୟ ଆପଣଙ୍କ ପାଇଁ ଏତେଟା ଭଲ ନୁହେଁ। ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ। ଅର୍ଥାଭାବ ଦେଖାଦେବ। ଭଗବାନ ବିଷ୍ଣୁଙ୍କ ଆରାଧନା କରିବା ଫଳପ୍ରଦ।
କୁମ୍ଭ: ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। ବ୍ୟବସାୟ କ୍ଷେତ୍ରରେ କ୍ଷତି ସହିବେ। ହଠାତ୍ ଦୂରସ୍ଥାନ ଯାତ୍ରା କରିପାରନ୍ତି। ପିଲାମାନେ ଖେଳକୁଦରେ ସମୟ ବିତାଇବେ। ବ୍ୟୟ ଅଧିକ ହେବ।
ମୀନ: କର୍ମକ୍ଷେତ୍ରରେ ସମସ୍ୟା ଦେଖାଦେଇପାରେ। ଅଚିହ୍ନା ଲୋକଙ୍କ ସହ କଥାବାର୍ତ୍ତା କରିବା ସମୟରେ ସାବଧାନ ରହୁନ୍ତୁ। ନିଜ ପାଇଁ ସମୟ କାଢ଼ନ୍ତୁ। ପାରିବାରିକ ଦାୟିତ୍ବ ବଢ଼ିବ।