ମଙ୍ଗଳବାର ରାଶିଫଳ ( ୧୧ – ୦୪ -୨୦୨୩ )
ମେଷ: ଜଟିଳ ସମସ୍ୟାର ସମାଧାନ ପାଇଁ ସମର୍ଥ ହେବେ। କ୍ୟାରିୟର ପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ। ମହିଳାମାନେ ଅସୁରକ୍ଷିତ ମନେ କରିପାରନ୍ତି। ବୃଷ: ଆୟର ନୂତନ ସାଧନ ମିଳିବା ଦ୍ବାରା ଆର୍ଥିକ ସ୍ଥିରତାରେ ସୁଧାର ଆସିବ। ପାରିବାରିକ ଜୀବନ ସୁଖମୟ ରହିବ। ସମ୍ପତ୍ତିକୁ ନେଇ ଚାଲୁଥିବା ବିବାଦ ସମାପ୍ତ ହେବ। ନୂତନ ନିଯୁକ୍ତି ସୁଯୋଗ ପାଇବେ। ମିଥୁନ: ବ୍ୟବସାୟରେ ଉନ୍ନତି ପାଇଁ ସମସ୍ତ ପ୍ରକାର ଚେଷ୍ଟା ଜାରି ରଖିବେ। ନିଜ ଲକ୍ଷ୍ୟ ପୂରଣ ପାଇଁ ଅଧିକ […]
ମେଷ: ଜଟିଳ ସମସ୍ୟାର ସମାଧାନ ପାଇଁ ସମର୍ଥ ହେବେ। କ୍ୟାରିୟର ପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ। ମହିଳାମାନେ ଅସୁରକ୍ଷିତ ମନେ କରିପାରନ୍ତି।
ବୃଷ: ଆୟର ନୂତନ ସାଧନ ମିଳିବା ଦ୍ବାରା ଆର୍ଥିକ ସ୍ଥିରତାରେ ସୁଧାର ଆସିବ। ପାରିବାରିକ ଜୀବନ ସୁଖମୟ ରହିବ। ସମ୍ପତ୍ତିକୁ ନେଇ ଚାଲୁଥିବା ବିବାଦ ସମାପ୍ତ ହେବ। ନୂତନ ନିଯୁକ୍ତି ସୁଯୋଗ ପାଇବେ।
ମିଥୁନ: ବ୍ୟବସାୟରେ ଉନ୍ନତି ପାଇଁ ସମସ୍ତ ପ୍ରକାର ଚେଷ୍ଟା ଜାରି ରଖିବେ। ନିଜ ଲକ୍ଷ୍ୟ ପୂରଣ ପାଇଁ ଅଧିକ କଷ୍ଟ କରିବାକୁ ପଡ଼ିପାରେ। ଉଚ୍ଚଅଧିକାରୀଙ୍କ ସହଯୋଗରେ ଚାକିରିରେ ପଦୋନ୍ନତି ପାଇ ପାରନ୍ତି।
କର୍କଟ: କ୍ୟାରିୟରରେ ଉନ୍ନତି ପାଇଁ ସୁବର୍ଣ୍ଣ ସୁଯୋଗ ପାଇବେ। ପ୍ରେମିକାଙ୍କ ସହ ହସଖୁସିରେ ସମୟ କଟାଇବେ। ମହିଳାମାନେ ଭାବପ୍ରବଣ ହୋଇ ଭୁଲ୍ ନିଷ୍ପତ୍ତି ନେଇ ପାରନ୍ତି।
ସିଂହ: ପ୍ରତିଯୋଗିତାମୂଳକ ପରୀକ୍ଷାରେ ଫଳାଫଳ ସନ୍ତୋଷଜନକ ରହିବ। ବ୍ୟବସାୟ ପାଇଁ କରିଥିବା ନୂତନ ଯୋଜନା ଫଳପ୍ରଦ ହେବ। ପରିବାର ପାଇଁ ଅଧିକ ଚିନ୍ତିତ ରହିବେ।
କନ୍ୟା: ବହୁ ଦିନର ପରିଶ୍ରମର ଫଳ ପାଇବେ। ପ୍ରିୟଜନଙ୍କଠାରୁ ସହଯୋଗ ପାଇବେ। ଅକସ୍ମାତ୍ ସ୍ବାସ୍ଥ୍ୟ ଅବସ୍ଥା ବିଗିଡ଼ିବାକୁ ଲାଗିପାରେ । କୋର୍ଟ କଚେରୀ ମାମଲା ଆପଣଙ୍କ ସପକ୍ଷରେ ରହିବ।
ତୁଳା: ପରିବାରବର୍ଗଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ। ବ୍ୟବସାୟିକ କାର୍ଯ୍ୟରେ ବ୍ୟସ୍ତ ରହିବେ। ଆର୍ଥିକସ୍ଥିତିରେ ସୁଧାର ଦେଖାଦେବ। ନୂତନ ଯାନବାହନ କ୍ରୟ କରିପାରନ୍ତି।
ବିଛା: ଅନ୍ୟକୁ ଆବଶ୍ୟକତାଠାରୁ ଅଧିକ ଭରସା କରନ୍ତୁ ନାହିଁ। କର୍ମସ୍ଥଳୀରେ ଉଚ୍ଚ ଅଧିକାରୀଙ୍କ ସହଯୋଗ ପାଇବେ। ଜୀବନସାଥୀଙ୍କ ପରାମର୍ଶ ଅନୁଯାୟୀ କାର୍ଯ୍ୟ କରିବେ।
ଧନୁ: ବିଭିନ୍ନ ପ୍ରକାର ସମସ୍ୟା ପାଇଁ ମାନସିକ ଅବସାଦରେ ରହିବେ। ଆର୍ଥିକ କାରବାରରୁ ଦୂରେଇ ରୁହନ୍ତୁ। ଅଯଥା ଝାମେଲାରେ ପଡ଼ିଯାଇ ପାରନ୍ତି। ଯାତ୍ରା ଯୋଜନା ଶେଷ ମୁହୂର୍ତ୍ତରେ ବଦଳିଯାଇପାରେ।
ମକର: ମନୋବଳ ଉଚ୍ଚ କରି କାର୍ଯ୍ୟ କରିବେ। କାର୍ଯ୍ୟକ୍ଷେତ୍ରରେ କୌଣସି ବଡ଼ ସଫଳତା ପାଇ ପାରନ୍ତି। ବିଦେଶରେ ନିଯୁକ୍ତି ସ୍ବପ୍ନ ପୂରଣ ହେବ। ଏକୁଟିଆ ରହିବା ପାଇଁ ପସନ୍ଦ କରିବେ।
କୁମ୍ଭ: ଅପେକ୍ଷାର ଅନ୍ତ ଘଟିବ। ଜୀବନସାଥୀଙ୍କଠାରୁ ସହଯୋଗ ପାଇବେ। ଅନୁଭବୀ ବ୍ୟକ୍ତିଙ୍କଠାରୁ ଉଚିତ ପରାମର୍ଶ ପାଇବେ। ନିଜ ପ୍ରତିଭା ପାଇଁ କର୍ମସ୍ଥଳୀରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବେ।
ମୀନ: ବିଭିନ୍ନ କ୍ଷେତ୍ରରୁ ସଫଳତା ପାଇବେ। ଆର୍ଥିକ ଯୋଜନାଗୁଡ଼ିକ ଭଲ ଭାବରେ ପରଖି ନିବେଶ କରନ୍ତୁ। ପାରିବାରିକ କାର୍ଯ୍ୟରେ ଫସି ରହିବେ। ଆୟ ତୁଳନାରେ ବ୍ୟୟ ଅଧିକ ରହିବ।