ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାରେ ପଡିଥିବା ମହିଳାମାନେ ନିଜ ଖାଦ୍ୟରେ ସାମିଲ କରୁନ୍ତୁ ଏହି ସବୁ ସୁପର୍‌ଫୁଡ୍‌

The Sakala Picture
Published On

ଆଜିକାଲିର ଅନିୟମିତ ଓ ଅସ୍ବାସ୍ଥ୍ୟକର ଜୀବନଚର୍ଯ୍ୟାର କୁପ୍ରଭାବ ମହିଳାମାନଙ୍କ କ୍ଷେତ୍ରରେ ଅଧିକ ଦେଖାଯାଏ। ଏହା ଯୋଗୁଁ ବିଭିନ୍ନ ପ୍ରକାର ରୋଗ ସୃଷ୍ଟି ହୁଏ। ଏହା ବ୍ୟତୀତ ୩୦ ବର୍ଷ ପରେ ମହିଳାମାନେ ନିଜ ସ୍ବାସ୍ଥ୍ୟର ଅଧିକ ଯତ୍ନ ନେବା ଉଚିତ।ମହିଳାଙ୍କଠାରେ ରକ୍ତହୀନତା, ଆଣ୍ଠୁଗଣ୍ଠି ଦରଜ, ଅଣ୍ଟା ବିନ୍ଧା, ଅବସାଦ ଓ ଦୁର୍ବଳ ଦୃଷ୍ଟିଶକ୍ତି ଆଦି ସମସ୍ୟା ଅଧିକ ହୋଇଥାଏ। ତେଣୁ ମହିଳାମାନେ ସେମାନଙ୍କର ଖାଦ୍ୟ ତାଲିକାରେ କିଛି ସୁପର୍‌ଫୁଡ୍‌କୁ ସାମିଲ୍‌ କରିବା ଉଚିତ। ରୋଗ ପ୍ରତିରୋଧକ ଶକ୍ତି […]

ଆଜିକାଲିର ଅନିୟମିତ ଓ ଅସ୍ବାସ୍ଥ୍ୟକର ଜୀବନଚର୍ଯ୍ୟାର କୁପ୍ରଭାବ ମହିଳାମାନଙ୍କ କ୍ଷେତ୍ରରେ ଅଧିକ ଦେଖାଯାଏ। ଏହା ଯୋଗୁଁ ବିଭିନ୍ନ ପ୍ରକାର ରୋଗ ସୃଷ୍ଟି ହୁଏ। ଏହା ବ୍ୟତୀତ ୩୦ ବର୍ଷ ପରେ ମହିଳାମାନେ ନିଜ ସ୍ବାସ୍ଥ୍ୟର ଅଧିକ ଯତ୍ନ ନେବା ଉଚିତ।ମହିଳାଙ୍କଠାରେ ରକ୍ତହୀନତା, ଆଣ୍ଠୁଗଣ୍ଠି ଦରଜ, ଅଣ୍ଟା ବିନ୍ଧା, ଅବସାଦ ଓ ଦୁର୍ବଳ ଦୃଷ୍ଟିଶକ୍ତି ଆଦି ସମସ୍ୟା ଅଧିକ ହୋଇଥାଏ। ତେଣୁ ମହିଳାମାନେ ସେମାନଙ୍କର ଖାଦ୍ୟ ତାଲିକାରେ କିଛି ସୁପର୍‌ଫୁଡ୍‌କୁ ସାମିଲ୍‌ କରିବା ଉଚିତ।

  • ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ପ୍ରତିଦିନ ଗୋଟିଏ ସେଓ ଖାଆନ୍ତୁ। ଏହା ରକ୍ତହୀନତା ଦୂର କରିବା ସହିତ ରକ୍ତଶର୍କରାକୁ ମଧ୍ୟ ନିୟନ୍ତ୍ରଣ କରିଥାଏ।
  • ଡାଳିମ୍ବ ଖାଆନ୍ତୁ। ଏଥିରେ ୮୪ ପ୍ରତିଶତ ଆଇରନ୍‌ ଥାଏ, ଯାହାକି ରକ୍ତହୀନତା ଦୂର କରିବା ସହିତ ରକ୍ତ ସଞ୍ଚାଳନ ଠିକ୍‌ ରଖେ।
  • ମହିଳାଙ୍କ ପାଇଁ ଅଁଳା ଏକ ବରଦାନ ସଦୃଶ। ଏଥିରେ ଥିବା ଅନେକ ପ୍ରକାର ଭିଟାମିନ୍‌, ଓମେଗା-୩ ଓ ଫାଇବର୍‌ ହଜମ ସମସ୍ୟା ଦୂର କରିବା ସହ ପାଚନ ତନ୍ତ୍ରକୁ ମଜଭୁତ୍‌ ରଖେ। ପେଟଗ୍ୟାସ୍‌ ସମସ୍ୟା ଦୂର ହେବା ସହ ଦୃଷ୍ଟିଶକ୍ତି ମଧ୍ୟ ଭଲ ରହିଥାଏ।
  • ବୟସ ବଢ଼ିବା ସହିତ ମହିଳାଙ୍କ ଶରୀରରେ କ୍ୟାଲ୍‌ସିୟମ୍‌ର ଅଭାବ ଦେଖାଯାଏ। ଏହାଦ୍ବାରା ହାଡ଼ଜନିତ ଅନେକ ସମସ୍ୟା ଦେଖାଦିଏ। ତେଣୁ ପ୍ରତ୍ୟେକ ଦିନ ମହିଳାମାନେ ଗୋଟିଏ ଗ୍ଲାସ୍‌ କ୍ଷୀର ପିଇବା ଉଚିତ ଏବଂ ଅନ୍ୟ କ୍ଷୀରଜାତୀୟ ଖାଦ୍ୟ ଖାଇବା ଉଚିତ। ଏହାଦ୍ବାରା ଭିଟାମିନ୍‌ ଡି ଓ କ୍ୟାଲସିୟମ୍‌ ଅଭାବ ଦୂର ହେବା ସହିତ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ।
  • ପ୍ରତ୍ୟେକଦିନ ନିଜ ଖାଦ୍ୟରେ ସବୁଜ ପନିପରିବା ଓ ଶାଗକୁ ସାମିଲ କରନ୍ତୁ।
  • ବିଭିନ୍ନ ପ୍ରକାର ଡ୍ରାଏଫୁଡ୍ସକୁ ସକାଳ ଜଳଖିଆରେ ଖାଇପାରିବେ।
11 Jun 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର