ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ସଜନାଛୁଇଁ…..

The Sakala Picture
Published On

ଆୟୁର୍ବେଦରେ ସଜନାଛୁଇଁକୁ ଅମୃତ ସମାନ ବୋଲି କୁହାଯାଇଛି। ସଜନାଗଛର ପ୍ରତ୍ୟେକ ଅଂଶ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ। ସଜନାଛୁଇଁରେ ପୋଟାସିୟମ୍‌, ଫସ୍‌ଫରସ୍, ଆଇରନ୍ ଓ ମିନେରାଲ୍ସ ଭରପୂର ମାତ୍ରାରେ ଥାଏ। ତେଣୁ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ପାଏ। ଏହାର ଆଉ କିଛି ସ୍ବାସ୍ଥ୍ୟକାରୀ ଗୁଣଗୁଡ଼ିକ ହେଉଛି – -ସଜନାରେ ଥିବା ରାଇବୋଫ୍ଲୋବିନ୍‌ ରକ୍ତରେ ଶର୍କରାର ପରିମାଣକୁ ନିୟନ୍ତ୍ରଣରେ ରଖିଥାଏ। ତେଣୁ ମଧୁମେହ ହେବାର ଆଶଙ୍କା ରହେ ନାହିଁ। ମଧୁମେହ ରୋଗୀମାନେ ପ୍ରତିଦିନ ସଜନା ଶାଗ ଖାଇପାରିବେ। […]

ଆୟୁର୍ବେଦରେ ସଜନାଛୁଇଁକୁ ଅମୃତ ସମାନ ବୋଲି କୁହାଯାଇଛି। ସଜନାଗଛର ପ୍ରତ୍ୟେକ ଅଂଶ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ। ସଜନାଛୁଇଁରେ ପୋଟାସିୟମ୍‌, ଫସ୍‌ଫରସ୍, ଆଇରନ୍ ଓ ମିନେରାଲ୍ସ ଭରପୂର ମାତ୍ରାରେ ଥାଏ। ତେଣୁ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ପାଏ। ଏହାର ଆଉ କିଛି ସ୍ବାସ୍ଥ୍ୟକାରୀ ଗୁଣଗୁଡ଼ିକ ହେଉଛି –

ଆହୁରି ପଢ଼ନ୍ତୁ: ଶୋଇବା ସମୟରେ କେଉଁ ଦିଗରେ ରହିବା ଉଚିତ୍ ମୁଣ୍ଡ? ଜାଣନ୍ତୁ ସଠିକ୍ ନିୟମ

-ସଜନାରେ ଥିବା ରାଇବୋଫ୍ଲୋବିନ୍‌ ରକ୍ତରେ ଶର୍କରାର ପରିମାଣକୁ ନିୟନ୍ତ୍ରଣରେ ରଖିଥାଏ। ତେଣୁ ମଧୁମେହ ହେବାର ଆଶଙ୍କା ରହେ ନାହିଁ। ମଧୁମେହ ରୋଗୀମାନେ ପ୍ରତିଦିନ ସଜନା ଶାଗ ଖାଇପାରିବେ।

ଆହୁରି ପଢ଼ନ୍ତୁ: ଡାଇବେଟିସ୍, ଫ୍ୟାଟି ଲିଭର୍ ଓ ହୃଦରୋଗର ମୂଳ କାରଣ ସାଜୁଛି ‘ସାଇଲେଣ୍ଟ୍ ଇନଫ୍ଲାମେସନ୍’, ଜାଣନ୍ତୁ କିପରି ରହିବେ ସୁସ୍ଥ

-ଆର୍ଥ୍ରାଇଟିସ୍‌ ରୋଗୀଙ୍କ ପାଇଁ ସଜନା ବହୁତ ଲାଭଦାୟକ। ଆଣ୍ଠୁଗଣ୍ଠି ଦରଜ ଦୂର କରିବା ପାଇଁ ସଜନା ଗଛର ଛାଲିର ଗୁଣ୍ଡକୁ ସେବନ କରିବାକୁ ହୁଏ। ଏହାଦ୍ବାରା କଫ ଓ ବାତ ସମସ୍ୟା ମଧ୍ୟ ଦୂର ହୋଇଥାଏ।

ଆହୁରି ପଢ଼ନ୍ତୁ: ସ୍ୱାସ୍ଥ୍ୟ ପାଇଁ ବରଦାନ 'ବେଲ ପତ୍ର', ଜାଣନ୍ତୁ ଏହାର ଆଶ୍ଚର୍ଯ୍ୟଜନକ ଔଷଧୀୟ ଗୁଣ

-ସଜନା ଶାଗରେ ଥିବା କ୍ଲୋରୋଜେନିକ୍‌ ଏସିଡ୍‌ ଚର୍ବି ହ୍ରାସ କରିବାରେ ସହାୟକ ହୋଇଥାଏ।

08 Sep 2023 By The Sakala

ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ସଜନାଛୁଇଁ…..

ଆୟୁର୍ବେଦରେ ସଜନାଛୁଇଁକୁ ଅମୃତ ସମାନ ବୋଲି କୁହାଯାଇଛି। ସଜନାଗଛର ପ୍ରତ୍ୟେକ ଅଂଶ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ। ସଜନାଛୁଇଁରେ ପୋଟାସିୟମ୍‌, ଫସ୍‌ଫରସ୍, ଆଇରନ୍ ଓ ମିନେରାଲ୍ସ ଭରପୂର ମାତ୍ରାରେ ଥାଏ। ତେଣୁ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ପାଏ। ଏହାର ଆଉ କିଛି ସ୍ବାସ୍ଥ୍ୟକାରୀ ଗୁଣଗୁଡ଼ିକ ହେଉଛି –

-ସଜନାରେ ଥିବା ରାଇବୋଫ୍ଲୋବିନ୍‌ ରକ୍ତରେ ଶର୍କରାର ପରିମାଣକୁ ନିୟନ୍ତ୍ରଣରେ ରଖିଥାଏ। ତେଣୁ ମଧୁମେହ ହେବାର ଆଶଙ୍କା ରହେ ନାହିଁ। ମଧୁମେହ ରୋଗୀମାନେ ପ୍ରତିଦିନ ସଜନା ଶାଗ ଖାଇପାରିବେ।

-ଆର୍ଥ୍ରାଇଟିସ୍‌ ରୋଗୀଙ୍କ ପାଇଁ ସଜନା ବହୁତ ଲାଭଦାୟକ। ଆଣ୍ଠୁଗଣ୍ଠି ଦରଜ ଦୂର କରିବା ପାଇଁ ସଜନା ଗଛର ଛାଲିର ଗୁଣ୍ଡକୁ ସେବନ କରିବାକୁ ହୁଏ। ଏହାଦ୍ବାରା କଫ ଓ ବାତ ସମସ୍ୟା ମଧ୍ୟ ଦୂର ହୋଇଥାଏ।

-ସଜନା ଶାଗରେ ଥିବା କ୍ଲୋରୋଜେନିକ୍‌ ଏସିଡ୍‌ ଚର୍ବି ହ୍ରାସ କରିବାରେ ସହାୟକ ହୋଇଥାଏ।

https://www.thesakala.in/health/health-benefits-drumstick/article-25252
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp