ମୁଣ୍ଡବିନ୍ଧା ସହ ସ୍ୱାସ୍ଥ୍ୟ ଜନିତ ବହୁ ସମସ୍ୟା ଦୂର କରିବାରେ ଗୁଡ ଓ ଜୀରା ପାଣି ରାମବାଣ

The Sakala Picture
Published On

ଜିରା ଓ ଗୁଡ଼ ଉଭୟ ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ। ଜିରା ବ୍ୟଞ୍ଜନକୁ ସ୍ୱାଦିଷ୍ଟ କରିବା ସହ ଖାଦ୍ୟ ହଜମ ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟ। ସେହିପରି ଗୁଡ ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ ବୋଲି ଆୟୁର୍ବେଦରେ ମଧ୍ୟ ଉଲ୍ଲେଖ ରହିଛି। ଜାଣନ୍ତୁ ଗୁଡ ଓ ଜିରା ଉଭୟ ସ୍ୱାସ୍ଥ୍ୟ ପାଇଁ କି କି ଉପକାର କରେ। ତେବେ ଆସନ୍ତୁ ଜାଣିବା ଏହାର ଲାଭ ବିଷୟରେ… ମୁଣ୍ଡବିନ୍ଧା ଦୂର କରିବାର ଗୁଡ ଓ […]

ଜିରା ଓ ଗୁଡ଼ ଉଭୟ ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ। ଜିରା ବ୍ୟଞ୍ଜନକୁ ସ୍ୱାଦିଷ୍ଟ କରିବା ସହ ଖାଦ୍ୟ ହଜମ ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟ। ସେହିପରି ଗୁଡ ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ ବୋଲି ଆୟୁର୍ବେଦରେ ମଧ୍ୟ ଉଲ୍ଲେଖ ରହିଛି। ଜାଣନ୍ତୁ ଗୁଡ ଓ ଜିରା ଉଭୟ ସ୍ୱାସ୍ଥ୍ୟ ପାଇଁ କି କି ଉପକାର କରେ। ତେବେ ଆସନ୍ତୁ ଜାଣିବା ଏହାର ଲାଭ ବିଷୟରେ…

ଆହୁରି ପଢ଼ନ୍ତୁ: ଯୁବବର୍ଗଙ୍କ ମଧ୍ୟରେ କାହିଁକି ବଢ଼ୁଛି ହୃତସ୍ପନ୍ଦନ ସମସ୍ୟା? ହୃଦରୋଗ ବିଶେଷଜ୍ଞ କହିଲେ କେବେ ଆବଶ୍ୟକ ଚିକିତ୍ସା

  • ମୁଣ୍ଡବିନ୍ଧା ଦୂର କରିବାର ଗୁଡ ଓ ଜୀରା ପାଣି ରାମବାଣ।
  • ଗୁଡ ଓ ଜୀରା ପାଣି ପେଟ ଜନିତ ସମସ୍ୟା ମଧ୍ୟ ଦୂର କରିଥାଏ।
  • ଏହି ପାଣି ମହିଳା ଓ ଯୁବତୀଙ୍କ ପାଇଁ ଅତି ଉତ୍ତମ।
  • ଗୁଡ ଓ ଜୀରା ପାଣି ମେରୁଦଣ୍ଡ ଜନିତ ସମସ୍ୟାରୁ ଉପଶମ ଦେଇଥାଏ।
  • ଗୁଡ ଓ ଜୀରା ପାଣି ଶରୀରରେ ରକ୍ତର ଅଭାବକୁ ଦୂର କରିଥାଏ। ଏହା ଦ୍ବାରା ଏନିମିୟା ର ଆଶଙ୍କା କମ୍ ଥାଏ।
  • ଏକ ଗବେଷଣାରୁ ଜଣାପଡିଛି ଯେ, ଗୁଡ ଓ ଜୀରା ପାଣି ପିଇବା ଦ୍ବାରା ଜ୍ବର ଭଲ ହୋଇଥାଏ। 
  • ଗୁଡ ଓ ଜୀରା ପାଣି ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରାଇଥାଏ।

ପ୍ରସ୍ତୁତି ପ୍ରଣାଳୀ

ଏକ ପାତ୍ରରେ ଦୁଇ କପ୍ ପାଣି ନେଇ ଗ୍ୟାସରେ ମଧ୍ୟମ ଆଞ୍ଚରେ ବସାନ୍ତୁ। ଏକ ଚାମଚ ଗୁଡ ଓ ଏକ ଚାମଚ ଜୀରା ନେଇ ସେଥିରେ ମିଶାଇ ଫୁଟାନ୍ତୁ। ପାଣି ଗୋଟେ କପ୍ ହୋଇଗଲେ ଗ୍ୟାସ୍ ବନ୍ଦ କରି ଦିଅନ୍ତୁ। ଏହାକୁ ଛାଣି ଏକ କପରେ ନେଇ ପିଅନ୍ତୁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp