ଏସିଡିଟି ସମସ୍ୟା ଦୂର କରିବା ପାଇଁ ସହଜ ଉପାୟ….

The Sakala Picture
Published On

ଅନିୟମିତ ଖାଦ୍ୟ ଶୈଳୀ, ଶାରୀରିକ ପରିଶ୍ରମର ଅଭାବ, ମସଲାଯୁକ୍ତ ଖାଦ୍ୟ ଏବଂ ଚା’କଫିର ସେବନ ଆଦି ଦ୍ବାରା ଏସିଡିଟି ସମସ୍ୟା ଦେଖାଯାଏ। ଏସିଡିଟି ସମସ୍ୟା ଦୂର କରିବା ପାଇଁ କିଛି ସହଜ ଉପାୟ ଆପଣାଇପାରିବେ। -ରାତ୍ରି ଭୋଜନରେ ଅଧିକ ଚର୍ବିଯୁକ୍ତ ଖାଦ୍ୟ, କାର୍ବୋନେଟେଡ୍‌ ପେୟ, କଫି କିମ୍ବା ଅମ୍ଳୀୟ ଏସିଡ୍‌ଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ। -ଖାଇବା ପରେ ସଙ୍ଗେ ସଙ୍ଗେ ଶୁଅନ୍ତୁ ନାହିଁ। -ମେଦ ବହୁଳତା ହ୍ରାସ କରିବାକୁ ଚେଷ୍ଟା କରନ୍ତୁ। କାରଣ ମୋଟା ଲୋକମାନଙ୍କୁ ଏସିଡିଟି […]

ଅନିୟମିତ ଖାଦ୍ୟ ଶୈଳୀ, ଶାରୀରିକ ପରିଶ୍ରମର ଅଭାବ, ମସଲାଯୁକ୍ତ ଖାଦ୍ୟ ଏବଂ ଚା’କଫିର ସେବନ ଆଦି ଦ୍ବାରା ଏସିଡିଟି ସମସ୍ୟା ଦେଖାଯାଏ। ଏସିଡିଟି ସମସ୍ୟା ଦୂର କରିବା ପାଇଁ କିଛି ସହଜ ଉପାୟ ଆପଣାଇପାରିବେ।

-ରାତ୍ରି ଭୋଜନରେ ଅଧିକ ଚର୍ବିଯୁକ୍ତ ଖାଦ୍ୟ, କାର୍ବୋନେଟେଡ୍‌ ପେୟ, କଫି କିମ୍ବା ଅମ୍ଳୀୟ ଏସିଡ୍‌ଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ।

-ଖାଇବା ପରେ ସଙ୍ଗେ ସଙ୍ଗେ ଶୁଅନ୍ତୁ ନାହିଁ।

-ମେଦ ବହୁଳତା ହ୍ରାସ କରିବାକୁ ଚେଷ୍ଟା କରନ୍ତୁ। କାରଣ ମୋଟା ଲୋକମାନଙ୍କୁ ଏସିଡିଟି ସମସ୍ୟା ଅଧିକ ହୋଇଥାଏ।

-କେତେକ ଔଷଧର ପାର୍ଶ୍ବ ପ୍ରତିକ୍ରିୟା ସ୍ବରୂପ ଏସିଡିଟି ହୋଇଥାଏ। ତେଣୁ ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ଖାଆନ୍ତୁ।

-ଦିନରେ ଅଧିକ ଥର ଚା’, କଫିର ସେବନ କରନ୍ତୁ ନାହିଁ।

01 Sep 2023 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର