ଶରୀର ପାଇଁ କେତେ ସ୍ବାସ୍ଥ୍ୟପ୍ରଦ ହୋଇଥାଏ ପଣସ, ଆସନ୍ତୁ ଜାଣିବା….

The Sakala Picture
Published On

ପଣସରେ ଭିଟାମିନ୍‌ ଏ, ବି୬, ସି, କ୍ୟାଲସିୟମ୍‌, ପୋଟାସିୟମ୍‌,ମ୍ୟାଗ୍ନେସିୟମ୍‌, ଆଇରନ୍‌,ଫଲିକ ଏସିଡ୍‌, ଥାୟାମିନ୍‌ ଏବଂ ନିୟାମିନ୍‌ ପରି ଭଳି ଅନେକ ପୋଷକ ତତ୍ତ୍ବ ଥାଏ। ପଣସକୁ ଉଭୟ କଞ୍ଚା ଓ ପାଚିଲା ଖିଆଯାଏ। ତେବେ ପଣସ ଶରୀର ପାଇଁ କିପରି ସ୍ବାସ୍ଥ୍ୟପ୍ରଦ, ଆସନ୍ତୁ ଜାଣିବା। ପଣସ ଖାଇବା ଦ୍ବାରା ତ୍ବଚାରେ କୁଞ୍ଚନ, ବ୍ରଣ ଦାଗ ଏବଂ ତ୍ବଚାରେ ବୟସର ଛାପ ଦୂର ହୋଇଥାଏ। ଏଥିରେ ପ୍ରଚୁର ମାତ୍ରାରେ ଆଇରନ୍‌ ଥିବାରୁ ଶରୀରରେ ଲାଲ୍‌ ରକ୍ତ କଣିକା ସୃଷ୍ଟି […]

ପଣସରେ ଭିଟାମିନ୍‌ ଏ, ବି୬, ସି, କ୍ୟାଲସିୟମ୍‌, ପୋଟାସିୟମ୍‌,ମ୍ୟାଗ୍ନେସିୟମ୍‌, ଆଇରନ୍‌,ଫଲିକ ଏସିଡ୍‌, ଥାୟାମିନ୍‌ ଏବଂ ନିୟାମିନ୍‌ ପରି ଭଳି ଅନେକ ପୋଷକ ତତ୍ତ୍ବ ଥାଏ। ପଣସକୁ ଉଭୟ କଞ୍ଚା ଓ ପାଚିଲା ଖିଆଯାଏ। ତେବେ ପଣସ ଶରୀର ପାଇଁ କିପରି ସ୍ବାସ୍ଥ୍ୟପ୍ରଦ, ଆସନ୍ତୁ ଜାଣିବା।

ଆହୁରି ପଢ଼ନ୍ତୁ: ୩ ମାସରେ କମିବ ଓଜନ: ଜାଣନ୍ତୁ କେମିତି ସାହାଯ୍ୟ କରିବ ଲାଉ, କ’ଣ ରହିଛି ଡାଏଟ୍ ପ୍ଲାନ୍

  • ପଣସ ଖାଇବା ଦ୍ବାରା ତ୍ବଚାରେ କୁଞ୍ଚନ, ବ୍ରଣ ଦାଗ ଏବଂ ତ୍ବଚାରେ ବୟସର ଛାପ ଦୂର ହୋଇଥାଏ।

  • ଏଥିରେ ପ୍ରଚୁର ମାତ୍ରାରେ ଆଇରନ୍‌ ଥିବାରୁ ଶରୀରରେ ଲାଲ୍‌ ରକ୍ତ କଣିକା ସୃଷ୍ଟି କରିଥାଏ। ସପ୍ତାହରେ ତିନିଥର ପଣସକଠା ଖାଇବା ଦ୍ବାରା ରକ୍ତର ଅଭାବ ଦୂର ହୁଏ। ଏନିମିଆ ରୋଗୀଙ୍କ ପାଇଁ ଏହା ବହୁତ ଫଳପ୍ରଦ।

  • ପଣସରେ ମ୍ୟାଗ୍ନେସିୟମ୍‌,ପୋଟାସିୟମ୍‌, ଆଇରନ୍‌,କ୍ୟାଲସିୟମ ଓ ଫଲିକ୍‌ ଏସିଡ୍‌ ପ୍ରଚୁର ମାତ୍ରାରେ ଥିବାରୁ, ଥାଇରଏଡ୍‌ ରୋଗୀଙ୍କ ପାଇଁ ଏହା ବହୁତ ହିତକାରୀ ହୋଇଥାଏ।

  • ପଣସରେ ମିଳୁଥିବା ପୋଷକତତ୍ତ୍ବ ରୋଗପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ ଏବଂ ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଋତୁଜନିତ ବିଭିନ୍ନ ପ୍ରକାର ରୋଗରୁ ରକ୍ଷା କରିବାରେ ସହାୟକ ହୋଇଥାଏ।

  • ଏଥିରେ ପ୍ରଚୁର ମାତ୍ରାରେ ଭିଟାମିନ ‘ଏ ’ ଓ ‘ ସି ’ଥିବାରୁ ଏହା ଆଖିପାଇଁ ବହୁ ଉପକାରୀ। ଚକ୍ଷୁ ରୋଗ ଦୂର କରିବା ପାଇଁ ପଣସ ଖାଇବା ଉଚିତ। ବିଶେଷ ଭାବେ ମୋତିଆ ବିନ୍ଦୁ ରୋଗୀଙ୍କ ପାଇଁ ପଣସ ବେଶ୍‌ ଲାଭପ୍ରଦ।

  • ପଣସରେ ଥିବା ମ୍ୟାଗ୍ନେସିୟମ୍‌ ଏବଂ ପୋଟାସିୟମ୍‌ ଦ୍ବାରା ଶରୀରରେ ଶକ୍ତି ବୃଦ୍ଧି ପାଇଥାଏ।

  • ପଣସରେ ଥିବା ଆଣ୍ଟି ଅକ୍ସିଡାଣ୍ଟ, ଆଇରନ ଏବଂ ମ୍ୟାଗ୍ନେସିୟମ୍‌ କେଶ ପାଇଁ ବହୁ ଉପକାରୀ ହୋଇଥାଏ। କେଶଜନିତ ସମସ୍ତ ସମସ୍ୟାରୁ ସମାଧାନ ମିଳିଥାଏ।

  • ଅସ୍ଥିକୁ ମଜଭୁତ କରିବା ପାଇଁ କ୍ୟାଲସିୟମ୍‌ ଆବଶ୍ୟକ, ଯାହାକି ପଣସରେ ପ୍ରଚୁର ପରିମାଣରେ ଅଛି। ତେଣୁ ପଣସ ଖାଇବା ଦ୍ବାରା ହାଡ଼ ମଜଭୁତ୍‌ ହୋଇଥାଏ।

  • ପଣସରେ ଆଣ୍ଟିକ୍ୟାନ୍‌ସର୍‌ ଗୁଣ ଥିବାରୁ , କ୍ୟାନସର୍‌ ହେବାର ଆଶଙ୍କାକୁ ମଧ୍ୟ ଏହା କମ୍‌ କରିଥାଏ।

16 Feb 2022 By The Sakala

https://www.thesakala.in/health/lets-know-how-healthy-jackfruit-is-for-the-body/article-9285
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp