ଯାତ୍ରା ସମୟରେ ବାନ୍ତି ସମସ୍ୟାରୁ କିପରି ପାଇବେ ମୁକ୍ତି, ଆସନ୍ତୁ ଜାଣିବା……

The Sakala Picture
Published On

ଗାଡ଼ିରେ ଯାତ୍ରା କରିବା ସମୟରେ ଅନେକଙ୍କୁ ବାନ୍ତି ହୋଇଥାଏ। ଯଦି ଆପଣ ବି ଏହି ସମସ୍ୟାର ସାମ୍ନା କରୁଛନ୍ତି, ତେବେ କେତୋଟି ସରଳ ଉପାୟ ଦ୍ବାରା ଏହାର ସମାଧାନ କରନ୍ତୁ। ଯଥା – ଯାତ୍ରା କରିବା ସମୟରେ ଏସିଡିଟି ସମସ୍ୟା ଅଧିକ ଦେଖାଦେଇଥାଏ। ତେଣୁ ମୁଣ୍ଡବୁଲାଇ ବାନ୍ତି ହୁଏ। ସେଓରେ ଥିବା ଆଣ୍ଟି ଏସିଡିଟି ଗୁଣ ଏହି ସମସ୍ୟାରୁ ମୁକ୍ତି ଦେଇଥାଏ। ଯାତ୍ରା ସମୟରେ ପ୍ରତି ୧୦-୧୫ ମିନିଟ୍‌ରେ ଗୋଟିଏ କିମ୍ବା ଦୁଇ ଢ଼ୋକ ସେଓ ଜୁସ୍ […]

ଗାଡ଼ିରେ ଯାତ୍ରା କରିବା ସମୟରେ ଅନେକଙ୍କୁ ବାନ୍ତି ହୋଇଥାଏ। ଯଦି ଆପଣ ବି ଏହି ସମସ୍ୟାର ସାମ୍ନା କରୁଛନ୍ତି, ତେବେ କେତୋଟି ସରଳ ଉପାୟ ଦ୍ବାରା ଏହାର ସମାଧାନ କରନ୍ତୁ। ଯଥା –

ଆହୁରି ପଢ଼ନ୍ତୁ: ଖାଦ୍ୟ ପଦାର୍ଥରେ ଆଉ ବ୍ୟବହାର ହେବନି ଅଶ୍ୱଗନ୍ଧା ପତ୍ର, କେବଳ ଚେର ବ୍ୟବହାର ପାଇଁ ଅନୁମତି

  • ଯାତ୍ରା କରିବା ସମୟରେ ଏସିଡିଟି ସମସ୍ୟା ଅଧିକ ଦେଖାଦେଇଥାଏ। ତେଣୁ ମୁଣ୍ଡବୁଲାଇ ବାନ୍ତି ହୁଏ। ସେଓରେ ଥିବା ଆଣ୍ଟି ଏସିଡିଟି ଗୁଣ ଏହି ସମସ୍ୟାରୁ ମୁକ୍ତି ଦେଇଥାଏ। ଯାତ୍ରା ସମୟରେ ପ୍ରତି ୧୦-୧୫ ମିନିଟ୍‌ରେ ଗୋଟିଏ କିମ୍ବା ଦୁଇ ଢ଼ୋକ ସେଓ ଜୁସ୍ ପିଅନ୍ତୁ।
  • ଅନେକ ସମୟରେ ବଦହଜମୀ ଯୋଗୁଁ ବାନ୍ତି ହୋଇଥାଏ। ତେଣୁ ଯାତ୍ରା କରିବା ସମୟରେ ପ୍ରଚୁରମାତ୍ରାରେ ପାଣି ପିଅନ୍ତୁ।
  • ପୁଦିନା ଜୁସ୍‌ କିମ୍ବା ପତ୍ରକୁ ନିଜ ପାଖରେ ରଖନ୍ତୁ। ମୁଣ୍ଡ ବୁଲାଇବା ଆରମ୍ଭ ହେଲେ ସେଥିରୁ କିଛି ଜୁସ୍ ପିଅନ୍ତୁ କିମ୍ବା ପତ୍ରକୁ ଜୋର୍‌ରେ ଶ୍ବାସ ନେଇ ଶୁଙ୍ଘନ୍ତୁ। ପୁଦିନାର ବାସ୍ନା ବାନ୍ତି ରୋକିଥାଏ।
  • ଯାତ୍ରା ସମୟରେ ପାଣିରେ ଲେମ୍ବୁ ଓ ଲୁଣକୁ ମିଶାଇ ନେଇଯାଆନ୍ତୁ ଏବଂ ପିଅନ୍ତୁ। ଲେମ୍ବୁ ଶୁଙ୍ଘିବା ଦ୍ବାରା ମଧ୍ୟ ବାନ୍ତି ବନ୍ଦ ହୋଇଥାଏ।
  • ଯାତ୍ରା ସମୟରେ ଭିଟାମିନ୍ ସି ଯୁକ୍ତ ଖଟା ଫଳ ଖାଆନ୍ତୁ।
  • ଯାତ୍ରା ଆରମ୍ଭ କରିବା ପୂର୍ବରୁ ଖଣ୍ଡେ ଛୋଟ ଅଦାକୁ ପାଟିରେ ରଖି ତା’ର ରସକୁ ଢୋକନ୍ତୁ। ଆଉ କିଛି ଅଦାକୁ କାଟି ନିଜ ସହିତ ରଖିପାରିବେ। ବାନ୍ତି ଆସିବା ଭଳି ମନେହେଲେ ଏହାକୁ ଚୋବାଇ ଖାଇପାରିବେ।
16 Jul 2021 By The Sakala

ଯାତ୍ରା ସମୟରେ ବାନ୍ତି ସମସ୍ୟାରୁ କିପରି ପାଇବେ ମୁକ୍ତି, ଆସନ୍ତୁ ଜାଣିବା……

ଗାଡ଼ିରେ ଯାତ୍ରା କରିବା ସମୟରେ ଅନେକଙ୍କୁ ବାନ୍ତି ହୋଇଥାଏ। ଯଦି ଆପଣ ବି ଏହି ସମସ୍ୟାର ସାମ୍ନା କରୁଛନ୍ତି, ତେବେ କେତୋଟି ସରଳ ଉପାୟ ଦ୍ବାରା ଏହାର ସମାଧାନ କରନ୍ତୁ। ଯଥା –

  • ଯାତ୍ରା କରିବା ସମୟରେ ଏସିଡିଟି ସମସ୍ୟା ଅଧିକ ଦେଖାଦେଇଥାଏ। ତେଣୁ ମୁଣ୍ଡବୁଲାଇ ବାନ୍ତି ହୁଏ। ସେଓରେ ଥିବା ଆଣ୍ଟି ଏସିଡିଟି ଗୁଣ ଏହି ସମସ୍ୟାରୁ ମୁକ୍ତି ଦେଇଥାଏ। ଯାତ୍ରା ସମୟରେ ପ୍ରତି ୧୦-୧୫ ମିନିଟ୍‌ରେ ଗୋଟିଏ କିମ୍ବା ଦୁଇ ଢ଼ୋକ ସେଓ ଜୁସ୍ ପିଅନ୍ତୁ।
  • ଅନେକ ସମୟରେ ବଦହଜମୀ ଯୋଗୁଁ ବାନ୍ତି ହୋଇଥାଏ। ତେଣୁ ଯାତ୍ରା କରିବା ସମୟରେ ପ୍ରଚୁରମାତ୍ରାରେ ପାଣି ପିଅନ୍ତୁ।
  • ପୁଦିନା ଜୁସ୍‌ କିମ୍ବା ପତ୍ରକୁ ନିଜ ପାଖରେ ରଖନ୍ତୁ। ମୁଣ୍ଡ ବୁଲାଇବା ଆରମ୍ଭ ହେଲେ ସେଥିରୁ କିଛି ଜୁସ୍ ପିଅନ୍ତୁ କିମ୍ବା ପତ୍ରକୁ ଜୋର୍‌ରେ ଶ୍ବାସ ନେଇ ଶୁଙ୍ଘନ୍ତୁ। ପୁଦିନାର ବାସ୍ନା ବାନ୍ତି ରୋକିଥାଏ।
  • ଯାତ୍ରା ସମୟରେ ପାଣିରେ ଲେମ୍ବୁ ଓ ଲୁଣକୁ ମିଶାଇ ନେଇଯାଆନ୍ତୁ ଏବଂ ପିଅନ୍ତୁ। ଲେମ୍ବୁ ଶୁଙ୍ଘିବା ଦ୍ବାରା ମଧ୍ୟ ବାନ୍ତି ବନ୍ଦ ହୋଇଥାଏ।
  • ଯାତ୍ରା ସମୟରେ ଭିଟାମିନ୍ ସି ଯୁକ୍ତ ଖଟା ଫଳ ଖାଆନ୍ତୁ।
  • ଯାତ୍ରା ଆରମ୍ଭ କରିବା ପୂର୍ବରୁ ଖଣ୍ଡେ ଛୋଟ ଅଦାକୁ ପାଟିରେ ରଖି ତା’ର ରସକୁ ଢୋକନ୍ତୁ। ଆଉ କିଛି ଅଦାକୁ କାଟି ନିଜ ସହିତ ରଖିପାରିବେ। ବାନ୍ତି ଆସିବା ଭଳି ମନେହେଲେ ଏହାକୁ ଚୋବାଇ ଖାଇପାରିବେ।
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp